"ସୋରିଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
2405:204:F10B:AA55:743F:131E:FCC9:7D22 (ଆଲୋଚନା) ଙ୍କ ଦେଇ କରାଯାଇଥିବା 263819 ସଙ୍କଳନ
ଟିକେ Bot: Automated text replacement (- ରୁ +ରୁ )
୧୨ କ ଧାଡ଼ି:
 
==ଚାଷ ପ୍ରଣାଳୀ==
ସୋରିଷ ଉତ୍ପାଦନ କ୍ଷେତ୍ରରେ ଭାରତ ସମଗ୍ର ପୃଥିବୀରେ ମୁଖ୍ୟ ସ୍ଥାନ ଅଧିକାର କରିଛି । ଆମ ରାଜ୍ୟ [[ଓଡ଼ିଶା]]ରେ ସୋରିଷ ଚାଷ କେବଳ ଶିତ ଋତୁରେ ହୋଇଥାଏ । ଏହି ଚାଷ ସ୍ଵଛ ବାଲିଆ ଦୋରସା ମାଟିରୁ ଆରମ୍ଭ କରି ଅଳ୍ପ ମଟାଳ ମାଟି ଯାଏ ସବୁ ଜମିରେ ହୋଇ ପାରିବ । ଏହି ଫସଲ ପ୍ରାୟ ୧୦ରୁ ୨୫ ଡିଗ୍ରୀ ସେଲସିୟସ ତାପମାତ୍ରା ଓ ସ୍ବଚ୍ଛ ଆଦ୍ରତା ମଧ୍ୟରେ ଭଲ ଭାବେ ବଢିପାରେ ।<ref name=ସୋରିଷ>{{cite web|title=Mustard Farming Information Detailed Guide|url=http://agrifarming.in/mustard-farming-information|publisher=Agri Farming|accessdate=26 July 2016}}</ref> ସନ୍ତସନ୍ତିଆ ଓ ଅମଳୀୟ ମାଟିରେ ସୋରିଷ ଚାଷ ଭଲ ହୁଅନାହିଁ । ୬.୦ରୁ ୭.୫ pH ଥିବା ମୂର୍ତ୍ତିକାରେ ହିଁ ସୋରିଷ ଚାଷ ଭଲ ହୁଏ ।<ref name=ସୋରିଷ></ref> ଅକ୍ଟୋବର ରୁଅକ୍ଟୋବରରୁ ନଭେମ୍ବର ମଧ୍ୟରେ ସୋରିଷ ବୁଣା ହୋଇଥାଏ । ବୁଣା ଡେରିହେଲେ ଅମଳ ଯଥେଷ୍ଟ କମିଯାଏ ।
 
===ବିହନ ବୁଣା===
"https://or.wikipedia.org/wiki/ସୋରିଷ"ରୁ ଅଣାଯାଇଅଛି