"ସୁନାମି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ , - କୁ +କୁ )
୩ କ ଧାଡ଼ି:
[[ଫାଇଲ:US Navy 050102-N-9593M-031 A village near the coast of Sumatra lays in ruin after the Tsunami that struck South East Asia.jpg|thumb|300px| ୨୦୦୪ ଭାରତୀୟ ମହାସାଗରରେ ହୋଇଥିବା ସୁନାମି ଦ୍ଵାରା ଧରାଶାୟୀ ହୋଇଯାଇଥିବା ସୁମାତ୍ରା ଉପକୂଳର ଏକ ସହର "ବାନ୍ଦା ଆସେଃ" ([[:en:Banda Aceh|Banda Aceh]])]]
 
'''ସୁନାମି''' ({{lang-en|tsunami}}; ଏହା {{lang-ja|津波}} ରୁ ଆସିଛି("ତ୍ସୁନାମି"ବୋଲି ଉଚ୍ଚାରଣ କରାଯାଏ ) ; ଅର୍ଥ: "ପୋତାଶ୍ରୟରେ ଉଠୁଥିବା ଢେଉ (harbor wave)"<ref>
{{cite web|url=http://nthmp-history.pmel.noaa.gov/terms.html
|title=Tsunami Terminology
|publisher=NOAA|accessdate=2010-07-15}}</ref>) ହେଉଛି କ୍ରମାନ୍ଵୟରେ ଆସୁଥିବା ଜଳ-ତରଙ୍ଗ, ଯାହାକି ମୁଖ୍ୟତଃ ହ୍ରଦ କିମ୍ବା ସମୁଦ୍ରରେ ବିଶାଳ ଜଳରାଶିର ସ୍ଥାନାନ୍ତରଣ ଯୋଗୁଁ ହୋଇଥାଏ । [[ଭୂମିକମ୍ପ]], [[ଜ୍ଵାଳାମୁଖୀ|ଅଗ୍ନି ଉ‌ଦ୍‌ଗିରଣ‌]], ଓ ପଣି ଭିତରେ ହେଉଥିବା ଅନ୍ୟ ବିସ୍ଫୋରଣ, ଭୂ-ସ୍ଖଳନ, ଉଲକାପାତ ଏବଂ ଜଳସ୍ଥର ତଳେ କିମ୍ବା ଉପରେ ହେଉଥିବା ଯେକୌଣସି ଅସ୍ଥିରତା ଯୋଗୁଁ ହିଁ ସୁନାମି ସୃଷ୍ଟି ହୋଇଥାଏ ।<ref>{{cite web|title=When icebergs capsize, tsunamis may ensue|url=http://blogs.nature.com/barbaraferreira/2011/04/17/when-icebergs-capsize|author=Barbara Ferreira|date=April 17, 2011|publisher=''Nature (journal)''|accessdate=2011-04-27}}</ref>
 
ସୁନାମି ସାଧାରଣ [[ସାମୁଦ୍ରିକ ଢେଉ]] ନୁହେଁ, କାରଣ ଏହାର "[[ତରଙ୍ଗ ଦୈର୍ଘ୍ୟ]]" ବହୁତ ଲମ୍ବା ହୋଇଥାଏ । ଏହା ସାଧାରଣ ଢେଉ ଭାଙ୍ଗିବା ପରି ଦେଖା ନ ଯାଇ ବରଂ କ୍ଷିପ୍ର ଗତିରେ ଉଠୁଥିବା ଜୁଆର ପରି ଦେଖାଯାଏ, ଏଣୁ ଏହାକୁ ଇଂରାଜୀରେ ''tidal waves'' କହନ୍ତି । ସୁନାମି ସାଧାରଣତଃ ତରଙ୍ଗ ଶୃଙ୍ଖଳ କୁଶୃଙ୍ଖଳକୁ ନେଇ ତିଆରି ହୋଇଥାଏ ଓ ଏହାର ଆବର୍ତ୍ତିକାଳ ଗୋଟିଏ ମିନିଟରୁ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ହୋଇପାରେ । (ଇଂରାଜୀରେ ଏହାକୁ wave train<ref name="Fradin 2008">
{{cite book|last=Fradin|first=Judith Bloom and Dennis Brindell
|title=Witness to Disaster: Tsunamis
୧୫ କ ଧାଡ଼ି:
|series=Witness to Disaster|pages=42, 43
|url=http://shop.nationalgeographic.com/ngs/product/books/kids-books-and-atlases/animals-and-nature/witness-to-disaster%3A-tsunamis}}
</ref> କୁହାଯାଏ) ସୁନାମିର ପ୍ରଭାବ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ମଧ୍ୟରେ ସୀମିତ ଥିଲେ ହେଁ ସେମାନଙ୍କର ଧ୍ଵଂସକାରୀ ଶକ୍ତି ବହୁତ ଅଧିକ ହୋଇଥାଏ ଓ ଏହା ସଂପୂର୍ଣ୍ଣ ମହାସାଗର ତଳକୁ ପ୍ରଭାବିତ କରିପାରେ । ୨୦୦୪ ଭାରତ ମହାସାଗରରେ ହୋଇଥିବା ସୁନାମି, ମାନବ ଇତିହାସରେ ସବୁଠାରୁ ଧ୍ଵଂସକାରୀ ପ୍ରକୃତିକ ବିପର୍ଜୟ ଥିଲା । ଏଥିରେ [[ଭାରତ ମହାସାଗର|ଭାରତ ମହାସାଗରରେ]] ଥିବା ୧୪ ଟି ଦେଶରେ ୨୩୦,୦୦୦ ରୁ୦୦୦ରୁ ଊର୍ଦ୍ଧ୍ଵ ଲୋକଙ୍କର ପ୍ରାଣହାନୀ ହୋଇଥିଲା ।
 
ଖ୍ରୀ.ପୂ. ୪୨୬ରେ ଜଣେ ଗ୍ରୀସ ଐତିହାସିକ (ଇତିହାସକାର) [[:en:Thucydides|''Thucydides'']] କହିଥିଲେ ଯେ ସୁନାମି ସବୁ ସମୁଦ୍ର ଭିତରେ ହେଉଥିବା ଭୂମିକମ୍ପ ଯୋଗୁଁ ସୃଷ୍ଟି ହେଇଥାଏ, <ref name="Thucydides 3.89.1-4"/><ref name="Smid, T. C. 103f."/> କିନ୍ତୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ସୁନାମି ସମ୍ପର୍କିତ ଧାରଣା ସ୍ପଷ୍ଟ ହୋଇନଥିଲା ଓ ଆଜି ବି ଏହା ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ । ବର୍ତ୍ତମାନ ଗବେଷଣାର ମୁଖ୍ୟ ବିଷୟ ହେଉଛି, କାହିଁକି ବହୁତ ବଡ ବଡ ଭୂମିକମ୍ପ ସୁନାମି ସୃଷ୍ଟି କରୁନଥିବା ବେଳେ ଛୋଟ ଛୋଟ ଭୂମିକମ୍ପ ଦ୍ଵାରା ସୁନାମି ସମ୍ଭବ ହେଉଛି; ଚେଷ୍ଟା ଚାଲିଛି କିପରି ସଠିକ ଭାବେ ସୁନାମି ସମ୍ପର୍କିତ ଆଗୁଆ ସତର୍କ ସୂଚନା ମିଳିପାରିବ; ଓ ଏକଥା ବି ଆଗୁଆ ଜାଣିବା ପାଇଁ ଚେଷ୍ଟା ଚାଲିଛି ଯେ କିପରି ଏକ ସୁନାମି ତରଙ୍ଗ ନିର୍ଦ୍ଧିଷ୍ଟ ଉପକୂଳକୁ ପ୍ରଭାବିତ କରିବ ।
[[ଫାଇଲ:2004-tsunami.jpg|thumb|300px|୨୦୦୪ରେ ଭାରତୀୟ ମହାସାଗରରେ ହୋଇଥିବା ସୁନାମି ବେଳେ [[ଥାଇଲାଣ୍ଡ|ଥାଇଲାଣ୍ଡର]] ଆଓ ନାଙ୍ଗ ଠାରେନାଙ୍ଗଠାରେ ଉଠାଯାଇଥିବା ଫୋଟ ]]
 
== ବ୍ୟୁତ୍ପତି ==
[[ଫାଇଲ:Ie Beuna Narit Aceh.JPG|right|thumb|ଇଣ୍ଡୋନେସିଆରେ ଦୁଇଟି ଭାଷାରେ ଲେଖାଯାଇଥିବା ଏକ ସୁନାମି ସୂଚନା ଫଳକ]]
 
ଏହି ସୁନାମି ଶବ୍ଦଟି ଜାପାନୀ ଶବ୍ଦ 津波 ରୁ ଆସିଛି । ଏଥିରେ ଦୁଇଟି କାଞ୍ଜି ([[:en:kanji|''kanji'']]- କିଛି ଚିନୀୟ ଶବ୍ଦ ଯାହା ଅଧୁନା ଜାପାନୀ ଭାଷାରେ ବ୍ୟବହୃତ ହେଉଛି) ଅଛି, ଯଥା : 津 (ସୁ) ମାନେ ପୋତାଶ୍ରୟ ଓ 波 (ନାମି) ମାନେ ଲହଡି ।
 
ସୁନାମି କୁସୁନାମିକୁ ବେଳେବେଳେ '''ଜୁଆରିଆ ଲହଡି''' (''tidal wave'') କୁହାଯାଇଥାଏ । କିଛି ବର୍ଷ ହେବ ଏହି ଶବ୍ଦର ବ୍ୟବହାର ବନ୍ଦ ହୋଇଯାଇଛି, ମୁଖ୍ୟତଃ ବୈଜ୍ଞାନିକ ଗୋଷ୍ଠୀ ଭିତରେ, କାରଣ ସୁନାମି ସହ ଜୁଆରର କୌଣସି ସମ୍ପର୍କ ନଥାଏ । ଦିନେ ଏତେ ଲୋକପ୍ରିୟ ଥିବା ନାଁ'ଟି ପ୍ରକୃତରେ ସେମାନଙ୍କର ଏକା ପ୍ରକାରର ଦୃଶ୍ୟପଟ ଯୋଗୁଁ ହୋଇଥିଲା । ସୁନାମି ଓ ଜୁଆର ଉଭୟ ଜଳ ଲହଡି ସୃଷ୍ଟି କରନ୍ତି ଯାହାକି ଭୁପୃଷ୍ଠ ଭିତରକୁ ମାଡି ଆସେ, କିନ୍ତୁ ସୁନାମି କ୍ଷେତ୍ରରେ ଏହା ବହୁତ ବିଶାଳ ହୋଇଥାଏ ଓ ଅଧିକ ଦିନ ପର୍ଯ୍ୟନ୍ତ ରହେ, ଏହାକୁ '''ଉଚ୍ଚ ଜୁଆର''' (high tides) କୁହାଯାଏ ।
 
ପ୍ରକୃତରେ ବହୁତ କମ୍ ଭାଷା ଅଛି ଯେଉଁଥିରେ "ସୁନାମି" ପାଇଁ କିଛି ନିଜସ୍ଵ ଶବ୍ଦ ରହିଛି । ଆସେନୀୟ ଭାଷାରେ ([[:en:Acehnese language|''Acehenese'']]) ଏହାକୁ '''ଇଏ ବେଉନା''' (''ië beuna'') <ref>[http://www.seis.nagoya-u.ac.jp/kimata/ref/ICTW08_paper_CPM12JP.pdf Proposing The Community-Based Tsunami Warning System]</ref> କିମ୍ବା '''ଆଲୋନ ବୁଲୁଏକ୍''' (''alôn buluëk'') କୁହାଯାଏ <ref>[http://books.google.co.id/books?id=efBrY41Hm5QC&pg=PP7&lpg=PP7&dq=alon+buluek+ie+beuna+tsunami&source=bl&ots=1Hj_pswzTy&sig=V7PmAnPptfO7BNMWBAC5aWMGKGI&hl=id&sa=X&ei=etrET-DgDMbPrQeRxcm6CQ&ved=0CCsQ6AEwAA#v=onepage&q=alon%20buluek%20ie%20beuna%20tsunami&f=false Novel Alon Buluek]</ref> (ଏହା ଆଞ୍ଚଳିକ 'ବୋଲି' ଉପରେ ନିର୍ଭର କରେ) । [[ତାମିଲ ଭାଷା|ତାମିଲ ଭାଷାରେ]] ଏହା ହେଉଛି ''ଆଜାଇ ପେରାଲାଇ'' । ସୁମାତ୍ରାର ପଶ୍ଚିମ ତଟରେ ଥିବା ସିମେଉଲୁ ([[:en:simeulue|simeulue]]) ଦ୍ଵୀପରେ ଦେବ୍ୟାନ ଭାଷାରେ ଏହା ''ସ୍ମୋଙ୍ଗ'' ଓ ସିଗୁଲାଇ ଭାଷାରେ ଏହା ''ଏମୋଙ୍ଗ'' । <ref>[http://www.jtic.org/phocadownload/archived_old_files/pdf/SMGChapter3.pdf Tsunami 1907: Early Interpretation and its Development]</ref> ଆସେଃ ରାଜ୍ୟର ସିଙ୍ଗକିଲ୍‌ରେ ସୁନାମିକୁ ସ୍ଥାନୀୟ ଲୋକ ''ଗ୍ଲୋରୋ'' କହନ୍ତି । <ref>[http://m.tribunnews.com/2010/04/19/13-pulau-di-aceh-singkil-hilang 13 Pulau di Aceh Singkil Hilang]</ref>
"https://or.wikipedia.org/wiki/ସୁନାମି"ରୁ ଅଣାଯାଇଅଛି