"ସୀତାରାମଙ୍କ ବାହାଘର କଳିଯୁଗରେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Bot: Automated text replacement (- ରୁ +ରୁ )
୨୬ କ ଧାଡ଼ି:
}}
 
'''ସୀତାରାମଙ୍କ ବାହାଘର କଳିଯୁଗରେ''' ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଏବଂ ତେଲୁଗୁ କଥାଚିତ୍ର ।<ref>{{cite news|title=“୨୦୧୭ ଆରମ୍ଭ ରୁଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି” is locked ୨୦୧୭ ଆରମ୍ଭ ରୁଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି|url=https://enewsodiaofficial.blogspot.in/2017/07/is-locked.html|accessdate=8 August 2017|newspaper=E News ଓଡ଼ିଆ|date=6 July 2017}}</ref> [[ଓଡ଼ିଆ କଥାଚିତ୍ର ଜଗତ]] ଏବଂ ତେଲୁଗୁ କଥାଚିତ୍ର ଜଗତର କଳାକାରଙ୍କ ସମିଶ୍ରଣରେ ନିର୍ମିତ ଏହି ଚଳଚ୍ଚିତ୍ରଟି ପ୍ରଥମ ଓଡ଼ିଆ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟି ୩୧ ମାର୍ଚ୍ଚ ୨୦୧୭ରେ ମୁକ୍ତିଲାଭ କରିଥିଲା । ତେଲୁଗୁ ନିର୍ଦ୍ଦେଶକ ଜି.ଏନ୍.ଏସ୍. ପ୍ରସାଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ଏଦୁପୁଗନ୍ତି ଶେଷଗିରି ଏବଂ ମରେଦୀ ପିଚ୍ଚି ରେଡ୍ଡି । ଓଡ଼ିଆ ଚଳଚ୍ଚିତ୍ର ପାଇଁ ସଂଳାପ ଲେଖିଥିଲେ ଡଃ ରଜନୀ ରଞ୍ଜନ । ଓଡ଼ିଆ ଗୀତ ପାଇଁ ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀ ଏବଂ ନିର୍ମଳ ନାୟକ ।
 
ଏହି ଚଳଚ୍ଚିତ୍ରରେ ଓଡ଼ିଆ କଳାକାର [[ସବ୍ୟସାଚୀ ମିଶ୍ର]], [[ବିଜୟ ମହାନ୍ତି]], [[ଅନିତା ଦାସ]], [[ପପୁ ପମ ପମ]], ଜୀବନ ପଣ୍ଡା, ମନୀଶା ଚାଟାର୍ଜୀ ଆଦି ଅଭିନୟ କରିଥିଲେ ।<ref>{{cite news|title=odia star sabyasachi mishra's tollywood debut|url=http://www.tollywood.net/topstories/odia-star-sabyasachi-mishras-tollywood-debut|accessdate=13 April 2017|newspaper=Tollywood.net|date=17 February 2017}}</ref> ତେଲୁଗୁ କଳାକାର ମନେଶା, ସୁମନ ତଲ‌ୱାର, ନେହା ଆଦି ଅଭିନୟ କରିଥିଲେ ।<ref>{{cite news|title=SITA RAMA NKA BAHAGHARA (KALI JUGARE) ODIA MOVIE OF SABYASACHI|url=http://incredibleorissa.com/sita-rama-nka-bahaghara-kali-jugare-odia-movie/|accessdate=13 April 2017|newspaper=IncredibleOrissa.com|date=11 November 2017}}</ref>