"ସବ୍ୟସାଚୀ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଠାରେ +ଠାରେ )
୨୨ କ ଧାଡ଼ି:
'''ସବ୍ୟସାଚୀ ମିଶ୍ର''' ଜଣେ ଜଣାଶୁଣା [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର ଅଭିନେତା ।
== ପ୍ରାରମ୍ଭିକ ଜୀବନ ==
'''ସବ୍ୟସାଚୀ''' [[ଓଡ଼ିଶା]]ର [[ଭୁବନେଶ୍ଵର]] ଠାରେ ୧୯୮୪ ମସିହା ଅକ୍ଟୋବର୦୬ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । <ref>[http://incredibleorissa.com/oriyafilms/sabyasachi-mishra/ incredibleorissa.com]</ref>
== ସିନେମା ଜୀବନ ==
୨୦୦୭ ମସିହାରେ [[ପାଗଳ ପ୍ରେମୀ]] କଥାଚିତ୍ରରୁ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିବା ସବ୍ୟସାଚୀ,<ref>{{cite web |url= http://www.telegraphindia.com/1120916/jsp/odisha/story_15980782.jsp#.UPzywGdP9tY |title=Hara conquers cancer, directs life |first= Shilpi|last=Sampad |work=telegraphindia.com |year=2012|quote=Actor Sabyasachi, who was inducted into the Odia moviedom by Patnaik in Pagala Premi in 2007 |accessdate=21 January 2013}}</ref> ବର୍ତ୍ତମାନ ସୁଦ୍ଧା ୨୧ଟି [[ଓଡ଼ିଆ ସିନେମା|ଓଡ଼ିଆ କଥାଚିତ୍ର]]ରେ ଅଭିନୟ କରିସାରିଛନ୍ତି ।