"ସଦାଶିବ ଅମରାପୁରକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ )
୧ କ ଧାଡ଼ି:
'''ସଦାଶିବ ଅମ୍ରାପୁରକାର''' ( ୧୧ , ମଇ , ୧୯୫୦- ୩ ନଭେମ୍ବର ୨୦୧୪) ଜଣେ ଭାରତୀୟ ଅଭିନେତା । ସେ କାଦର ଖାନଙ୍କ ପରି ଜଣେ ନିଖୁଣ ଅଭିନେତା ଥିଲେ । ହିନ୍ଦୀ ଓ ମାରାଠି ଫିଲ୍ମରେ ସେ ୧୯୮୩ ରୁ୧୯୮୩ରୁ ୧୯୯୯ ଯାଏ ସବୁ ପ୍ରକାର ଚରିତ୍ରରେ ଖୁବ ପ୍ରକୃତିକ ଭାବରେ ଅଭିନୟ କରି ବିପୁଳ ଜନପ୍ରିୟତା ହାସଲ କରିଥିଲେ । 
 
'ସଡକ' ଚଳଚିତ୍ର ପାଇଁ ସର୍ବଶ୍ରେଷ୍ଠ ଖଳନାୟକ ଅଭିନୟ ନିମନ୍ତେ ସେ ୧୯୯୧ରେ ଫିଲ୍ମ ଫେୟାର ପୁରସ୍କାରରେ ସମ୍ମାନିତ ହେଇଥିଲେ । ସେ ଖଳନାୟକ ଭୂମିକା ସହ , ଚରିତ୍ର ଅଭିନେତା , ହାସ୍ୟ ଅଭିନେତା ଭାବରେ ପାରଦର୍ଶିତାର ସହ ଅଭିନୟ ସବୁ କରି ପାରୁଥିଲେ । 
 
== ବ୍ୟକ୍ତିଗତ ଜୀବନୀ ==
ସଦାଶିବ ଅମ୍ରାପୁରକାର ୧୯୫୦ରେ ମହାରାଷ୍ଟ୍ରର ଅହମଦନଗର ଠାରେଅହମଦନଗରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଛାତ୍ର ଜୀବନ ରୁଜୀବନରୁ ହିଁ ସେ ତାଙ୍କର ଅଭିନୟ କଳା ପ୍ରତି ଗଭୀର ଆଗ୍ରହ ଓ ନିଷ୍ଠାର ପ୍ରକଟ କରିଥିଲେ । [[ପୁନେ]] ବିଶ୍ୱବିଦ୍ୟାଳୟ ରୁବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର କଳା ପରେ ନାଟକ ଜଗତରେ ପୂର୍ଣ ଭାବରେ ମନୋନିବେଶ କାଲେ । ମଞ୍ଚ କଳାକାର ହିସାବରେ ସେ ଅନେକ ପୁରସ୍କାର ପ୍ରାପ୍ତ ହେଲା ପରେ ପ୍ରସିଦ୍ଧ ନିର୍ଦେଶକ ଗୋବିନ୍ଦ ନିହାଲାନିଙ୍କ ' ଅର୍ଦ୍ଧ ସତ୍ୟ ' ( ୧୯୮୩ )ରେ ପ୍ରଥମ କରି ଫିଲ୍ମ ଜଗତରେ ପ୍ରବେଶ କଲେ । ଏହି ପ୍ରଥମ ଅବଦାନରେ ହିଁ ସେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ । 
 
କେବଳ ବିବିଧତା ନୁହେ , ବହୁ ଅନନ୍ୟ ଭାଷାରେ ୩୦୦ ରୁ୩୦୦ରୁ ଉର୍ଦ୍ଧ  ଫିଲ୍ମରେ ଅଭିନୟ କରି ସଦାଶିବ ଖ୍ୟାତି ଅର୍ଜନ କରିଥିଲେ । ସେ ହିନ୍ଦୀ ଛଡା , ନିଜ ଭାଷା ମାରାଠି , ବେଙ୍ଗଲି , ଓଡ଼ିଆ , ହାରିୟାନୀ, ତେଲେଗୁ ଏବଂ ତାମିଲ ଚଳଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ଖଳନାୟକ ଭୂମିକା ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବା ସଦାଶିବ ହାସ୍ୟଭିନେତା ଭାବେ ମଧ୍ୟ ଶ୍ରେଷ୍ଠ ପୁରସ୍କାର ପାଇବା ଉଲ୍ଲେଖନୀୟ କଥା । ସେ ' ଆଖେ ' ଚଳଚିତ୍ରରେ ଇନ୍ସପେକ୍ଟର ପ୍ୟାରେ ମୋହନ ଭୂମିକା କରି ଦର୍ଶକଙ୍କ ବହୁଳ ପ୍ରଶଂଷା ମଧ୍ୟ ପାଇଥିଲେ । 
 
ସଦାଶିବ ଜଣେ ସାମାଜିକ କର୍ମୀ ତଥା  ଦାତବ୍ୟ ବ୍ୟକ୍ତି ଭାବରେ ମଧ୍ୟ ତାଙ୍କ ସହରରେ ପରିଚିତ ଥିଲେ । ନରେନ୍ଦ୍ର ଧାବୋଲକର, ବାବା ଆଧବ , ଅଭିନେତା ଡାଃ ଶ୍ରୀରାମ ଲାଗୁ  ଙ୍କ ସହ ମିଶି ସେ ସମାଜର ଦଳିତ ଶ୍ରେଣୀ ଲୋକଙ୍କ ସହାୟତା ପାଇଁ ୫୦ ଲକ୍ଷ ଟଙ୍କା ସଂଗ୍ରହ କରି ଏକ ଟ୍ରଷ୍ଟ ସୃଷ୍ଟି କରିଥିଲେ ।