"ଶିଳ୍ପୀ , ତାମିଲ ଚିତ୍ରକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
୪ କ ଧାଡ଼ି:
ଶ୍ରୀନିଭାସନ ପ୍ରଥମେ ମାଦ୍ରାସ ସ୍କୁଲ ଅଫ ଆର୍ଟସରେ ଶିକ୍ଷ୍ୟା ପ୍ରାପ୍ତ ହେଇ ପରେ ଚେନ୍ନଇ ସ୍ଥିତ  ସରକାରୀ ସୂକ୍ଷ୍ମ କଳା ମହାବିଦ୍ୟାଳୟ ସେ କାଳି ଓ କଲମ ଦ୍ଵାରା ଅଙ୍କନରେ ଦକ୍ଷ୍ୟତା ହାସଲ କରିଥିଲେ । .<ref>{{cite web|first=Vijay|title=Silpi - An Artist Par Excellence|url=http://poetryinstone.in/lang/en/2008/10/21/silpi-an-artist-par-excellance.html|publisher=Poetry in Stone}}</ref>
 
ଆନନ୍ଦ ଭିକାତନ ମେଗାଜିନରେ ଶ୍ରୀନିଭାସନ ରାଜନୈତିକ ଓ ସାମାଜିକ ବିଷୟବସ୍ତୁ କୁବିଷୟବସ୍ତୁକୁ ନେଇ ଅଙ୍କନ ମାନ ପ୍ରକାଶ କରୁଥିଲେ । ତତ୍ କାଳୀନ ବରିଷ୍ଠ ଚିତ୍ରକାର ମାଳୀଙ୍କ ତତ୍ବାବଧାନରେ ସେ ଅଙ୍କନ କରୁଥିଲେ ଓ ମାଳୀ ହିଁ ତାଙ୍କୁ " ଶିଳ୍ପୀ" ନାମ ଦେଇଥିଲେ । ସେ ନିଜେ ଜଣେ ନିଷ୍ଠାପର ଭକ୍ତ ହେଇଥିବାରୁ ହିନ୍ଦୁ ମନ୍ଦିର ତଥା ଦେବାଦେବୀଙ୍କ ଚିତ୍ର ଅଙ୍କନରେ ଖୁବ ମନ ଦଉଥିଲେ । 
 
ସେ 'ଆନନ୍ଦ ଭିକାତନ ' ମେଗାଜିନ ପାଇଁ ୧୯୪୫ ରୁ୧୯୪୫ରୁ ୧୯୬୭ ଯାଏ କର୍ଜୟା କଳା ପରେ ଭବନ 'ଙ୍କ ପତ୍ରିକା , କଳାଇ ମାଗଳ , ଥିନାମଣି କାଠିର , ଅମୁଥୁସୁରଭି ଆଦି ପ୍ରକାଶନରେ କାର୍ଯ୍ୟ କରିଥିଲେ ଓ ପରେ ଜଣା ଶୁଣା ଚିତ୍ରକର ପଦ୍ମଭାଷନଙ୍କୁ ସେ ଦିଗଦର୍ଶନ ଦେଇଥିଲେ । 
 
ଦକ୍ଷିଣ ଭାରତର ସମସ୍ତ ପ୍ରାଚୀନ ମନ୍ଦିର ମାନଙ୍କୁ ସେ ଭ୍ରମଣ କରି ସେଠାରେ ଥିବା ପ୍ରାଚୀନ କଳାକୃତି ମାନଙ୍କୁ ଅନୁଧ୍ୟାନ କରିଥିଲେ । ସେଠାରେ ସେ ରାତ୍ର କାଳରେ ମନ୍ଦିର ଖାଲି ହେଲା ପରେ ବସି ମନ୍ଦିରର ଭାସ୍କାର୍ଜୀର ପ୍ରତିକୃତି ଅଙ୍କନ କରୁଥିଲେ । ସେ ତାଙ୍କର ଅଙ୍କନ ସବୁ ଜରିଆରେ ତାଙ୍କର ପ୍ରଶଂଶକ ମାନଙ୍କୁ ମନ୍ଦିର ଗାତ୍ରାରେ ଥିବା ସୁନ୍ଦର କଳା କୁକଳାକୁ ପ୍ରଦର୍ଶନ କରାଉଥିଲେ । ସେ ଦେବାଦେବୀଙ୍କ ପ୍ରତିକୃତିରେ ଥିବା ଅଳଙ୍କାର ସବୁ କୁସବୁକୁ ମଧ୍ୟ ନିଖୁଣ ଭାବରେ ଅଙ୍କନ ଚିତ୍ରରେ ସ୍ଥାନିତ କରୁଥିଲେ । ଭକ୍ତ ମାନେ ତାଙ୍କର ଅଙ୍କିତା ଚିତ୍ର କୁଚିତ୍ରକୁ ସେମାନଙ୍କ ପ୍ରାର୍ଥନା ଗୃହରେ ରଖି ପୂଜା ମଧ୍ୟ କରୁଥିବାର ଦେଖା ଯାଇଥାଏ । 
 
== ଆହାର ସମୂହ ==