"ଲୋଥଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ , - କୁ +କୁ )
୪୭ କ ଧାଡ଼ି:
 
 
'''ଲୋଥଲ''' ({{lang-gu|લોથલ}} ) ଭାରତର ପଶ୍ଚିମ ଭାଗରେ ଅବସ୍ଥିତ [[ଗୁଜରାଟ]] ପୁରୁଣା ରାଜଧାନୀ [[ଅହମଦାବାଦ]] ଠାରୁ ଦକ୍ଷିଣ-ପଶ୍ଚିମ ଦିଗକୁ ୮୦କି.ମି ଦୂର ସରଗବାଲା ଠାରେସରଗବାଲାଠାରେ ଅବସ୍ଥିତ । ଏହାର ଆବିଷ୍କାର ୧୯୫୪ ମସିହା ନଭେମ୍ବର ମାସରେ ହୋଇଥିଲା । ଲୋଥର ଶବ୍ଦର ଅର୍ଥ ମୃତ୍ୟୁ ହେଇଥିବା କୁହେଇଥିବାକୁ ବୁଝାଏ । ଲୋଥଲ କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ [[ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ]] ବିଭାଗର ଏକ ପୁରାତନ ସଂସ୍କୃତିକ ସ୍ଥଳ । ଲୋଥଲକୁ ବହୁତ ପ୍ରାଚୀନ ବୋଲି କୁହାଯାଉଛି । ଏହାର ସମୟକାଳ ଖ୍ରୀ.ପୂ ୨୪୫୦ ରୁ୨୪୫୦ରୁ ଖ୍ରୀ.ପୂ ୧୯୦୦ ବୋଲି ଅନୁମାନ କରାଯାଏ ।
== ଆଧାର ==
{{ଆଧାର}}
"https://or.wikipedia.org/wiki/ଲୋଥଲ"ରୁ ଅଣାଯାଇଅଛି