"ଲିଉକେମିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
୨୨ କ ଧାଡ଼ି:
 
<!-- ଚିକିତ୍ସା ଓ ପୂର୍ବାନୁମାନ -->
[[କେମୋଥେରାପି]], [[ରାଡିଏସନ ଥେରାପି]], [[ଟାର୍ଗେଟେଡ ଥେରାପି]] ଓ [[ଅସ୍ଥି ମଜ୍ଜା ଟ୍ରାନ୍ସପ୍ଲାଣ୍ଟ]]ର ମିଳିତ ପଦ୍ଧତିକୁ ନେଇ ଏହାର ଚିକିତ୍ସା କରାଯାଏ । <!--<ref name=NCISnap/> --> ଅଳ୍ପ କେତେକ ଲିଉକେମିଆରେ 'ଦେଖା ଓ ଅପେକ୍ଷା' ଚିକିତ୍ସା କରାଯାଏ । <ref name=NCISnap/> ରକ୍ତ କିମ୍ବା ପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନ ସ‌ହ ଯନ୍ତ୍ରଣା ଚିକିତ୍ସା ଆବଶ୍ୟକ ହୁଏ । <ref name=NCIBook2013/> [[ପାଲିଏଟିଭ ଯତ୍ନ]] ସ‌ହ ବା ବିହୁନେ ଅନ୍ୟ ଚିକିତ୍ସା ଦରକାର ହୋଇପାରେ । <ref>{{cite book|last1=Hesdorffer|first1=Candis Morrison, Charles S. [i.e. L.?]|title=Johns Hopkins patients' guide to leukemia|date=2011|publisher=Jones and Bartlett Learning|location=Sudbury, Mass.|isbn=9781449618896|page=109|url=http://books.google.ca/books?id=ScY6aFzPUtsC&pg=PT109}}</ref> ରୋଗୀର ବୟସ ଓ ଲିଉକେମିଆ ଟାଇପ ଉପରେ ଚିକିତ୍ସା ସଫଳତା ନିର୍ଭର କରେ । ବିକଶିତ ଦେଶମାନଙ୍କରେ ଫଳାଫଳ ଉନ୍ନତି କରୁଛି । <ref name=WCR2014/> ହାରାହାରି [[ପାଞ୍ଚବର୍ଷିଆ ଆୟୁଷ]] ହାର ଆମେରିକାରେ ୫୭ % । <ref name=SEER>{{cite web| url = http://seer.cancer.gov/statfacts/html/leuks.html#incidence-mortality| title = SEER Stat Fact Sheets: Leukemia| year = 2011| publisher = National Cancer Institute}}</ref> ପନ୍ଦର ବର୍ଷରୁ କମ ପିଲାଙ୍କର ପାଞ୍ଚବର୍ଷିଆ ଆୟୁଷ ହାର ଲିଉକେମିଆର ଟାଇପ ନେଇ ୬୦ ରୁ୬୦ରୁ ୮୫ % ରୁ ଅଧିକ ହୋଇପାରେ । <ref name=ACS2014/> ଆକ୍ୟୁଟ ଲିଉକେମିଆରୁ ଲୋକ ପାଞ୍ଚ ବର୍ଷ ରୋଗମୁକ୍ତ ହୋଇଥିଲେ ଏହା ଆଉଥରେ ହେବା ସମ୍ଭାବନା କମ ।<ref name=ACS2014>{{cite web|author1=American Cancer Society|title=Survival rates for childhood leukemia|url=http://www.cancer.org/cancer/leukemiainchildren/overviewguide/childhood-leukemia-overview-survival-rates|date=02/03/2014}}</ref>
 
<!-- ରୋଗାନୁଶୀଳନ, ସମାଜ ଓ ସଂସ୍କୃତି -->
"https://or.wikipedia.org/wiki/ଲିଉକେମିଆ"ରୁ ଅଣାଯାଇଅଛି