"ଲହରା କାଶ ଟିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
୩୪ କ ଧାଡ଼ି:
}}
<!-- Definition and medical uses -->
'''ଲହରା କାଶ ଟିକା''' ଏକ ପ୍ରକାର [[ଟିକା]] ଯାହା [[ଲହରା କାଶ]] ବା [[ହୁପିଙ୍ଗ କଫ୍‌]]ରୁ ସୁରକ୍ଷା ଦିଏ ।<ref name=WHO2015>{{cite journal|title=Pertussis vaccines: WHO position paper - September 2015.|journal=Wkly Epidemiol Rec|date=2015 Aug|volume=90|issue=35|page=433-58|pmid=26320265|url=http://www.who.int/wer/2015/wer9035.pdf}}</ref> ଏହା ଦୁଇ ପ୍ରକାର ମିଳେ: ସମୁଦାୟ ଜୀବକୋଷ ଟିକା ଓ କୋଷନିହୀନ ଟିକା ।<ref name=WHO2015/> ସମୁଦାୟ ଜୀବକୋଷ ଟିକା ପ୍ରାୟ ୭୮ % ଓ କୋଷନିହୀନ ଟିକା ୭୧ ରୁ୭୧ରୁ ୮୫ % ପ୍ରଭାବଶାଳୀ ।<ref name=WHO2015/><ref name=Cochrane2014>{{cite journal|last1=Zhang|first1=L|last2=Prietsch|first2=SO|last3=Axelsson|first3=I|last4=Halperin|first4=SA|title=Acellular vaccines for preventing whooping cough in children.|journal=The Cochrane database of systematic reviews|date=Sep 17, 2014|volume=9|pages=CD001478|pmid=25228233|doi=10.1002/14651858.CD001478.pub6}}</ref> ଟିକାମାନଙ୍କର ଉପାଦେୟତା ପ୍ରତି ବର୍ଷ ୨ରୁ ୧୦% କମୁଛି ବିଶେଷତଃ କୋଷବିହୀନ ଟିକା ।<!-- <ref name=WHO2015/> --> [[ଗର୍ଭାବସ୍ଥା]]ରେ ଟିକା ଦେଲେ ଶିଶୁକୁ ସୁରକ୍ଷା ମିଳେ ।<ref name=WHO2015/> ସନ ୨୦୦୨ରେ ଏହି ଟିକା ଯୋଗୁ ଅଧ ନିୟୁତ ଜୀବନ ରକ୍ଷା ପାଇଯାଇଥିଲା । <ref name=WHO2007Vac>{{cite web |title=Annex 6 whole cell pertussis |url=http://www.who.int/biologicals/publications/trs/areas/vaccines/whole_cell_pertussis/Annex%206%20whole%20cell%20pertussis.pdf|work=World Health Organization|accessdate=5 June 2011}}</ref>
 
<!-- ସୁପାରିସ -->
୪୦ କ ଧାଡ଼ି:
 
<!-- ସୁରକ୍ଷା -->
ଅଳ୍ପ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ କୋଷନିହୀନ ଟିକା ବିକଶିତ ଦେଶମାନଙ୍କରେ ସାଧାରଣତଃ ବ୍ୟବ‌ହୃତ ହୁଏ ।<!-- <ref name=WHO2015/> --> ସମୁଦାୟ ଜୀବକୋଷ ଟିକା ନେଉଥିବା ୧୦ ରୁ୧୦ରୁ ୫୦% ଲୋକଙ୍କର ଟିକା ନେବା ସ୍ଥାନ ଲାଲ ହୋଇଯାଏ ଓ ଜ୍ୱର ହୁଏ ।<!-- <ref name=WHO2015/> --> ୧ % ପିଲାଙ୍କର [[ଜ୍ୱର ଜନିତ ବାତ]] ହୁଏ ଓ ଦୀର୍ଘ ସମୟ ଧରି କାନ୍ଦନ୍ତି ।<!-- <ref name=WHO2015/> --> କୋଷନିହୀନ ଟିକା ନେଲେ ସାମୟିକ ବାହୁ ଫୁଲା ହୁଏ କିନ୍ତୁ ଏହା ବିପଦଜନ‌‌କ ନୁହେଁ ।<!-- <ref name=WHO2015/> --> ଉଭୟ ପ୍ରକାର ଟିକାରେ ପାର୍ଶ୍ୱ ପ୍ରତିକ୍ରିୟା ହୁଏ ବିଶେଷତଃ ସମୁଦାୟ ଜୀବକୋଷ ଟିକା ନେଲେ କିନ୍ତୁ ବୟସ କମ ଥିଲେ ଅଳ୍ପ ପ୍ରତିକ୍ରିୟା ହୁଏ ।<!-- <ref name=WHO2015/> --> ସମୁଦାୟ ଜୀବକୋଷ ଟିକା ୬ ବର୍ଷ ବୟସ ପରେ ଦେବା ଉଚିତ ନୁହେଁ । <!-- <ref name=WHO2015/> --> ଦୀର୍ଘକାଳିନ ସ୍ନାୟୁଗତ ସମସ୍ୟା ଏହି ଟିକା ସ‌ହିତ ହୁଏ ନାହିଁ । <ref name=WHO2015/>
 
<!-- ଇତିହାସ, ସମାଜ ଓ ସଂସ୍କୃତି -->