"ଲଲିତ ମାକେନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- କୁ +କୁ )
୨ କ ଧାଡ଼ି:
'''ଲଳିତ ମାକେନ , '''ଜଣେ ଭାରତୀୟ ପାର୍ଲିଆମେଣ୍ଟ ସଦସ୍ୟ ତଥା [[ଭାରତୀୟ ଜାତୀୟ କଂଗ୍ରେସ]]ର ରାଜନେତା ଥିଲେ । ସେ ଭୂତପୂର୍ବ ରାଷ୍ଟ୍ରପତି [[ଶଙ୍କର ଦୟାଲ ଶର୍ମା]]ଙ୍କ ଜାମାତା ଥିଲେ । ଲଳିତ ମାକେନ ଜଣେ ଟ୍ରେଡ ଇଉନିଅନ ନେତା ଭାବରେ ପରିଚିତ ଥିଲେ ।
 
୧୯୮୪ରେ ସେ ପ୍ରଥମ କରି [[ଲୋକ ସଭା]] କୁ ଦକ୍ଷିଣ ଦିଲ୍ଲୀ ଆସନରୁ ବିଜୟୀ ହେଇ ନିର୍ବାଚିତ ହେଇଥିଲେ । ତରୁଣ ବୟସରୁ ନିଜର ନେତୃତ୍ଵ ଦକ୍ଷତା ପ୍ରତିପାଦନ କରିଥିବା ଲଳିତ ପାର୍ଲିଆମେଣ୍ଟକୁ ଆସିବା ଆଗରୁ ଦିଲ୍ଲୀ ମେଟ୍ରୋପଲିଟାନର ସଦସ୍ୟ ଭାବେ ମଧ୍ୟ ନିର୍ବାଚିତ ହେଇଥିଲେ । ସେ ପରେ ଭରତ ସରକାରଙ୍କ କ୍ରିଡା ଓ ଯୁବକଲ୍ୟାଣ ବିଭାଗରେ ମନ୍ତ୍ରୀ ପଦରେ ଥିଲେ ।
 
== ୧୯୮୪ ଶିଖ ଦଙ୍ଗା ==