"ଲଡୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
୧ କ ଧାଡ଼ି:
[[ଫାଇଲ:Laddu2.JPG|thumb|ବିବାହ ଉତ୍ଶବ ପାଇଁ ପ୍ରସ୍ତୁତ ଲଡୁ ]]
[[ଫାଇଲ:A_view_of_Laddu.JPG|thumb|200x200_ପିକସେଲ|ବୁନ୍ଦି ଲଡୁ ]]{{ଆଧାର ନାହିଁ}}
ଲଡୁ ଏକ ଗୋଲାକାର ମିଷ୍ଠାନ୍ନ ଯାହା ଭାରତୀୟ ଉପମହାଦେଶରେ ବହୁଳ ଭାବରେ ପ୍ରଚଳିତ । ଲଡୁ କୁଲଡୁକୁ ମଇଦା , ବେସନ ଓ [[ଚିନି]] ପରି ଉପାଦାନ ସାହାଯ୍ୟରେ ବିଭିନ୍ନ ପ୍ରକାର ତିଆରି କରାଯାଏ । ଉତ୍ଶବ ତଥା ଧାର୍ମିକ ଅନୁଷ୍ଠାନରେ ଲଡୁ ବଣ୍ଟନ କରାଯାଇଥାଏ । ଲଡୁ ଗଣେଶଙ୍କ ପ୍ରିୟ ଯୋଗୁଁ ତାଙ୍କ ନିକଟରେ ଭୋଗ କରାଯାଏ ।
 
== ପ୍ରସ୍ତୁତି ବିଧି ==
ଲଡୁର ଅରସ୍ତୁତି ବିଧି ବିଭିନ୍ନ ପ୍ରକାର ଲଡୁ ପାଇଁ ବିଭିନ୍ନ । ତେବେ ବହୁଳ ଭାବରେ ଲଡୁ ବେସନ , ଗହମ ଗୁଣ୍ଡ , ବଟା ଯାଇଥିବା ନଡିଆ , ଚିନି ଦେଇ ପ୍ରସ୍ତୁତ ହୁଏ । ଲଡୁ କୁଲଡୁକୁ ଆକର୍ଷଣୀୟ ଦେଖାଯିବା ପାଇଁ ଏଥିରେ ରଙ୍ଗର ମଧ୍ୟ ପ୍ରୟୋଗ କରା ଯାଏ । ସମସ୍ତ ଦ୍ରବ୍ଯ କୁଦ୍ରବ୍ଯକୁ ଘିଅରେ ରନ୍ଧା ଯାଇ ତାକୁ ଶୀତଳ ହେଲା ପରେ ବଲ ଆକାରରେ ସଜା ଯାଏ । କେତେକ ସ୍ଥଳରେ ଆୟୁର୍ବେଦିକ ଜୈବିକ ପଦାର୍ଥର ମିଶ୍ରଣରେ ସ୍ଵତନ୍ତ୍ର ଲଡୁ ମଧ୍ୟ ପ୍ରସ୍ତୁତ ହୁଏ । ଲଡୁରେ ବାଦାମ ବା କାଜୁ ଖଣ୍ଡ, ପିସ୍ତାବାଦାମ  ଦେଇ ତାହାକୁ ଆହୁରି ସ୍ଵାଦିଷ୍ଟ କରାଯାଇଥାଏ ।  
 
=== ବୁନ୍ଦି ଲଡୁ ===
ସବୁଠୁ ବେସୀ ପ୍ରଚଳିତ ଲଡୁ ହେଲା ବୁନ୍ଦି ଲଡୁ । ବେସନ କୁବେସନକୁ ଗୋଳି ତାକୁ ତେଲରେ ଛୋଟ ବୁନ୍ଦି ଆକାରରେ  ଛଣା ଯାଇ ତାହାକୁ ଚିନି ସିରାରେ ପକାଇ ରଖା ଯାଏ । ତାହା ଶୀତଳ ହେଲା ପରେ ତାକୁ ଛୋଟ ବଲ ଆକାରରେ ଗଢା ଯାଏ । ଉତ୍ତର ଭାରତ ସମେତ ଓଡ଼ିଶା , ବଙ୍ଗରେ ଏହାର ପ୍ରଚାଳନ ଖୁବ ବେଶୀ । ବିବାହ , ରକ୍ଷ୍ୟା ବନ୍ଧନ , ଦୀପାବଳି ପରି ପାର୍ବଣରେ ଏହି ଲଡୁ ବହୁ ପରିମାଣରେ ବ୍ଯବହ୍ରୁତ ହୁଏ ।  
 
=== ବେସନ ଲଡୁ ===
[[ଫାଇଲ:Besan_laddu_photo.JPG|thumb|ସିଲ୍ଭର ଫଏଲ ଓ ପିସ୍ତା ବାଦାମ ଖଣ୍ଡରେ ସଜା ଯାଇଥିବା ବେସନ ଲଡୁ ]]
ବେସନ ଲଡୁ 
 ଏହା ଏକ ଲୋକପ୍ରିୟ ମିଷ୍ଠାନ୍ନ । ଏହାର ପ୍ରସ୍ତୁତି ବିଧି ମଧ୍ୟ ସରଲ । ବେସନ କୁବେସନକୁ ଚିନି ସହିତ ମିଶେଇ ବହଳ ଘୋଳ କଳା ପରେ ତାକୁ ବଲ ଆକାରର କରି ଗରମ ଘିଅରେ ଛଣା ଯାଇଥାଏ । ତାକୁ ଭଲ ଭାବରେ ଘାନ ସ୍ଵରନିମ ରଙ୍ଗ ହେବା ଯାଏ ଛାଣି ତାକୁ ଚିନି ସିରାରେ ପକା ଯାଏ । ତାହା ଉପରେ ସିଲଭର ଫଏଲ, ଓ ପିଷ୍ଟ ବାଦାମ ଖଣ୍ଡ ଦେଇ ସଜାଇ ଦିଅ ଯାଏ । ଏହି ଲଡୁ କୁଲଡୁକୁ ବେଶ କିଛି ଦିନ ରଖା ଯାଇପାରେ ।  
 
=== ନଡିଆ ଲଡୁ ===
ଭାରତରେ ଏଇତିହାସିକ କାଳ ରୁକାଳରୁ ନଡିଆ ଲଡୁ ପ୍ରଚଳିତ ଥିବାର ଜଣା ଯାଏ । ଚୋଳ ସମ୍ଭ୍ରାଜ୍ୟ ଥିବା ସମୟରେ ଏହି ଲଡୁ କୁଲଡୁକୁ ଯୁଦ୍ଧହ ସମୟରେ ମଧ୍ୟ ବ୍ୟବହାର ହାଉଥିବାର ଇତିହାସରେ ଉଲ୍ଲେଖ ରହିଛି । ଦକ୍ଷିଣ ଭାରତରେ ନଡିଆ ବହୁ ପରିମାଣରେ ମିଳୁଥିବାରୁ ଏହାକୁ ଖାଦ୍ଯ ହିସାବରେ ସଂରକ୍ଷ୍ୟନ କରିବାକୁ ତାକୁ ଲଡୁ ହିସାବରେ ରଖା ଯାଉଥିଲା .
 
=== ମଲାଇ ଲଡୁ ===
ଭାରତ ଓ ପାକିସ୍ଥାନର ମରୁଭୁମି ଅଞ୍ଚଳରେ ଏହି ମଲାଇ ଲଡୁର ପ୍ରଚାଳନ ଥାଏ । ଦୁଧ କୁଦୁଧକୁ ଫୁଟେଇ ଦେଲେ ସେଥିରୁ ଖୁଆ ବାହାରେ ଯାହା ଶୁଷ୍କ ଆକାରରେ ଥାଏ । ଏହି ଖୁଆ ସହିତ ଚିନି , ମଇଦା ଆଦି ଉପାଦାନ ଦେଇ ସେଥିରେ ଲଡୁ ତିଆରି କରାଯାଇଥାଏ , ଯାହା ବହୁଦିନ ପର୍ଯ୍ୟନ୍ତ ବ୍ୟବହାର ଯୋଗ୍ୟ ଥାଏ । 
 
== ବ୍ୟବହାର ==
"https://or.wikipedia.org/wiki/ଲଡୁ"ରୁ ଅଣାଯାଇଅଛି