"ରିମା କାଗତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ )
୧୨ କ ଧାଡ଼ି:
 
== ପ୍ରାରମ୍ଭିକ ଜୀବନୀ ==
ରିମାଙ୍କ ଜନ୍ମ [[ଆସାମ]]ର ଗୁଆହାଟି ଠାରେଗୁଆହାଟିଠାରେ ହେଇଥିଲା । ସେ ମୁମ୍ବାଇର ସୋଫିଆ ମହିଳା କଲେଜରେ ଇଂରାଜୀ  ଭାଷା ସାହିତ୍ଯରେ ଡିଗ୍ରୀ କରିଥିଲେ । ପରେ ସେ ସେଠାରେ ସାମାଜିକ ଯୋଗାଯୋଗ ବିଷୟ ନେଇ ସ୍ନାତକୋତ୍ତର ଡିଗ୍ରୀ କରିଥିଲେ । 
 
== କାର୍ଯ୍ୟ ଜୀବନୀ ==
ରିମା ଅନେକ ମୁଖ୍ୟ ନିର୍ଦେଶକଙ୍କ ସହ ସହ ନିର୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ସେଥି ମଧ୍ୟ ରୁମଧ୍ୟରୁ ଫରହାନ ଅଖତାର , ଆଶୁତୋଷ ଗୋବାରିକର , ମୀରା ନାୟାର ଆଦିଙ୍କ ସହ ଅନେକ ସଫଳ ଫିଲ୍ମରେ କାର୍ଯ୍ୟ କରିଥିଲେ । .<ref>{{cite web|url=http://www.bollywoodhungama.com/features/2006/11/07/1798/index.html|title="Initially I had plans to make a dark film; in fact it was darker than an average film" - Reema Kagti|publisher=Bollywoodhungama.com|date=2006-11-07|accessdate=2011-07-04}}</ref>
 
ସେ ଫରହାନ ଅଖାତର ଓ ଯୋୟା ଅଖତାରଙ୍କ ସହ ଏକ୍ସେଲ ଏଣ୍ଟରଟେନମେଣ୍ଟ   ନାମକ କମ୍ପାନୀରେ ବହୁ ଫିଲ୍ମ ଓ ବିଜ୍ଞାପନ ଫିଲ୍ମରେ କାର୍ଯ୍ୟ କରିଆସୁଛନ୍ତି । .<ref>{{cite web|url=http://www.imagineindia.net/archivo/2009/eng/Programme/SeccionIndia/RetroShabanaAzmi/Honeymoon-Travels/honeymoon.html |title=Honeymoon Travels |publisher=Imagineindia.net |date= |accessdate=2011-07-04}}</ref>