"ରଘୁନାଥ ମୁର୍ମୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଠାରେ +ଠାରେ )
୧୮ କ ଧାଡ଼ି:
 
== ପ୍ରାରମ୍ଭିକ ଜୀବନ ==
ସେ [[ମୟୂରଭଞ୍ଜ ଜିଲ୍ଲା|ମୟୂରଭଞ୍ଜ]]ରେ ୧୯୦୫ ମସିହା ବୈଶାଖ ପୂର୍ଣ୍ଣମୀ ତିଥି (୧୮ ମଇ ୧୯୦୫)<ref>{{cite web|title=ବୈଶାଖ ପୂର୍ଣ୍ଣିମା|url=http://www.drikpanchang.com/panchang/month-panchang.html?l=10502&date=18/05/1905|publisher=ଦୃକ ପଞ୍ଚାଙ୍ଗ|accessdate=15 May 2017}}</ref>ରେ ଡହରଡିହା (ଦାଣ୍ଡବୋସ) ଠାରେ ଜନ୍ମ ନେଇଥିଲେ । ସେ [[ରାଇରଙ୍ଗପୁର]]ର ବଡାମତଳିଆ ଠାରେବଡାମତଳିଆଠାରେ ଜଣେ ସ୍କୁଲ ଶିକ୍ଷକ ଥିବା ସମୟରେ ସାନ୍ତାଳୀ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ । <ref>ସମ୍ବାଦ ୧୯/୦୪/୨୦୧୩ ପୃଷ୍ଠା ୪ରେ ପ୍ରକାଶିତ ଖବର, ଅଲଚିକି ସ୍ରଷ୍ଟାଙ୍କ ସ୍ମୃତିରକ୍ଷା : ଓଡ଼ିଶାଠାରୁ ପଶ୍ଚିମବଙ୍ଗ ଆଗରେ</ref>
 
୧୯୮୨ ମସିହା ଫେବୃଆରୀ ୧ ତାରିଖରେ ରଘୁନାଥ ମୁର୍ମୁଙ୍କ ଦେହାନ୍ତ ହୋଇଥିଲା ।<ref>{{cite news|title=ସାନ୍ତାଳୀ ଭାଷାର ପ୍ରଜ୍ଞାପୁରୁଷ|url=http://sambadepaper.com/Details.aspx?id=228510&boxid=24229896|accessdate=1 February 2016|newspaper=ସମ୍ବାଦ ୦୧/୦୨/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୪}}</ref>