"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ରୁ +ରୁ )
୨୦ କ ଧାଡ଼ି:
 
<!-- ପ୍ରତିଷେଧ ଓ ଚିକିତ୍ସା -->
ଗର୍ଭବତୀ ମହିଳା ମାନେ ଲୌହ ବା [[ଆଇରନ ପିଲ୍]] ଖାଇଲେ ଏହାର ପ୍ରତିଷେଧ ହୁଏ ।<ref name=EBM2013/><ref>{{cite journal|last1=Bhutta|first1=ZA|last2=Das|first2=JK|last3=Rizvi|first3=A|last4=Gaffey|first4=MF|last5=Walker|first5=N|last6=Horton|first6=S|last7=Webb|first7=P|last8=Lartey|first8=A|last9=Black|first9=RE|last10=Lancet Nutrition Interventions Review|first10=Group|last11=Maternal and Child Nutrition Study|first11=Group|title=Evidence-based interventions for improvement of maternal and child nutrition: what can be done and at what cost?|journal=Lancet|date=Aug 3, 2013|volume=382|issue=9890|pages=452–77|pmid=23746776|doi=10.1016/S0140-6736(13)60996-4}}</ref> ନିର୍ଦ୍ଦିଷ୍ଟ କାରଣ ନ ଥାଇ ଅଧିକ ପୂରକ(supplement) ଖାଦ୍ୟ ଦେବା ନିଷେଧ । <!-- <ref name=EBM2013/> --> ଚିହ୍ନ ଓ ଲକ୍ଷଣ ଦେଖି ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଏ । <ref name=EBM2013/> ଲକ୍ଷଣହୀନ ଆନିମିଆରେ ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଏ ନାହିଁ; ହେମୋଗ୍ଲୋବିନ ସ୍ତର ୬ରୁ୮ଗ୍ରା/ଡେ.ଲି.(60 to 80&nbsp;g/L ବା 6 to 8&nbsp;g/dL) ରୁ କମ ଥିଲେ ଦିଆଯାଏ ।<ref name=EBM2013/><ref name=Amir2013/> ଆକ୍ୟୁଟ ରକ୍ତସ୍ରାବ ଥିଲେ ମଧ୍ୟ ଏହି ଧାରା ମାନିହେବ । <ref name=EBM2013/> ଅତ୍ୟଧିକ ରକ୍ତସ୍ରାବ ହେଉଥିଲେ ଟ୍ରାନ୍ସଫ୍ୟୁଜନ ଦିଆଯାଏ ।<ref name=EBM2013 /> ଅତ୍ୟଧିକ ଆନିମିଆ ଥିଲେ [[ରକ୍ତକଣିକା ସୃଷ୍ଟିକାରୀ ଔଷଧ]] ଦେବାକୁ ପରାମର୍ଶ ଦିଆଯାଏ ।<ref name=Amir2013>{{cite journal|last1=Qaseem|first1=A|last2=Humphrey|first2=LL|last3=Fitterman|first3=N|last4=Starkey|first4=M|last5=Shekelle|first5=P|last6=Clinical Guidelines Committee of the American College of|first6=Physicians|title=Treatment of anemia in patients with heart disease: a clinical practice guideline from the American College of Physicians.|journal=Annals of internal medicine|date=Dec 3, 2013|volume=159|issue=11|pages=770–9|pmid=24297193|doi=10.7326/0003-4819-159-11-201312030-00009}}</ref>
 
<!-- ରୋଗାନୁଶୀଳନ, ସମାଜ ଓ ସଂସ୍କୃତି -->
୧୮୫ କ ଧାଡ଼ି:
* [[ମେଥୋଟ୍ରେକ୍ସେଟ]], [[ଜିଡୋଭୁଡିନ]] ତ‌ଥା [[ସୀସା]] ଭଳି ଆନେକ ପଦାର୍ଥ ଡିଏନଏ ରେପ୍ଲିକେସନ ବନ୍ଦ କରିଦେଇ ପାରେ ।
 
ଦୁଇ ପ୍ରକାର ମାକ୍ରୋସାଇଟିକ ଆନିମିଆ ଅଛି ଯଥା:- ମେଗାଲୋବ୍ଲାସ୍ଟିକ ଆନିମିଆ ଓ ନନ୍‌ମେଗାଲୋବ୍ଲାସ୍ଟିକ ଆନିମିଆ । ଆରଏନଏ ସଂଶ୍ଳେଷଣ ଠିକ ଥାଇ ଡିଏନଏ ତିଆରିରେ ତୃଟି ଥିଲେ ପ୍ରୋଜେନିଟର ଜୀବକୋଷ ବିଭାଜିତ ହୋଇ ନପାରି ସୀମିତ ମେଗାଲୋବ୍ଲାସ୍ଟିକ ଆନିମିଆ ହୁଏ । ମେଗାଲୋବ୍ଲାସ୍ଟିକ ଆନିମିଆରେ ନିଉଟ୍ରୋଫିଲ ୬ ରୁ୬ରୁ ୧୦ ଲୋବ ବିଶିଷ୍ଟ ହୁଏ । ନନ୍‌ମେଗାଲୋବ୍ଲାସ୍ଟିକ ଆନିମିଆର କାରଣ ପୃଥକ୍ ଯେପରିକି ଆଲକୋହୋଲିଜ୍ନ ।
 
ଅନିମିଆର ଅନିର୍ଦ୍ଦିଷ୍ଟ ଲକ୍ଷଣ ସହିତ ଅନେକ ନିର୍ଦ୍ଦିଷ୍ଟ ଲକ୍ଷଣ ଥାଏ ଯେପରିକି [[ପେରିଫେରାଲ ନିଉରୋପାଥି]] ଓ ମେରୁଦଣ୍ଡର [[ସବ୍ଆକ୍ୟୁଟ କମ୍ବାଇଣ୍ଡ ଡିଜେନେରେସନ]] ଯେଉଁଥିରେ ପୋସ୍ଟିରିଅର କଲମର ଡିଜେନେରେସନ ଯୋଗୁ ବାଲାନ୍ସ ବା ଶରୀରର ସନ୍ତୁଳନ ରହେନି । <ref>[http://www.emedicine.com/NEURO/topic439.htm eMedicine – Vitamin B-12 Associated Neurological Diseases : Article by Niranjan N Singh, MD, DM, DNB] July 18, 2006</ref> ଏହା ବ୍ୟତୀତ ଚିକ୍କଣ, ଲାଲ ଜିଭ ଓ [[ଗ୍ଲୋସାଇଟିସ]] ହୁଏ ।
୨୨୦ କ ଧାଡ଼ି:
 
===ରକ୍ତ ଟ୍ରାନ୍‌ସ୍‌ଫ୍ୟୁଜନ===
କୌଣସି ଲକ୍ଷଣ ନ ଥିଲେ ରକ୍ତ ଟ୍ରାନ୍‌ସ୍‌ଫ୍ୟୁଜନ ଦିଆଯାଏ ନାହିଁ, ଦିଆଯାଏ ଯଦି ହେମୋଗ୍ଲୋବିନ ସ୍ତର ୬୦ ରୁ୬୦ରୁ ୮୦&nbsp;ଗ୍ରା/ଲି (୬ ରୁ୬ରୁ ୮&nbsp;ଗ୍ରା/ଡେଲି) କମ ଥାଏ ।<ref name=EBM2013/> ହେମୋଗ୍ଲୋବିନ ସ୍ତର ୬୦ ରୁ୬୦ରୁ ୮୦&nbsp;ଗ୍ରା/ଲି (୬ ରୁ୬ରୁ ୮&nbsp;ଗ୍ରା/ଡେଲି) କମ ଥିଲେ କାରୋନାରି ହୃଦରୋଗରେ ରକ୍ତସ୍ରାବ ହେଉ ନ ଥିଲେ ମଧ୍ୟ ଦିଆଯାଏ ।<ref name=Amir2013/> ପୂର୍ବରୁ ରକ୍ତ ଟ୍ରାନ୍‌ସ୍‌ଫ୍ୟୁଜନ ଦେଲେ ମଧ୍ୟ ବଞ୍ଚିବା ଆଶା ବଢ଼ିଯାଏନି ।<ref name=Kan2013>{{cite journal | author = Kansagara D, Dyer E, Englander H, Fu R, Freeman M, Kagen D | title = Treatment of anemia in patients with heart disease: a systematic review | journal = Annals of internal medicine | volume = 159 | issue = 11 | pages = 746–57 | date = Dec 3, 2013 | pmid = 24297191 | doi=10.7326/0003-4819-159-11-201312030-00007| last2 = Dyer | last3 = Englander | last4 = Fu | last5 = Freeman | last6 = Kagen }}</ref>
 
ଅସନ୍ତୁଳିତ ହୃଦରକ୍ତନଳୀ ରୋଗରେ ରକ୍ତ ଟ୍ରାନ୍‌ସ୍‌ଫ୍ୟୁଜନ ଦିଆଯାଏ । <ref>{{cite journal | author = Goddard AF, James MW, McIntyre AS, Scott BB | title = Guidelines for the management of iron deficiency anaemia | journal = Gut | volume = 60 | issue = 10 | pages = 1309–1316 | year = 2011 | pmid = 21561874 | pmc = | doi = 10.1136/gut.2010.228874 | author5 = British Society of Gastroenterology | last2 = James | last3 = McIntyre | last4 = Scott }}</ref>