"ମୂଳା (ନକ୍ଷତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Bot: Automated text replacement (- ରୁ +ରୁ )
୧ କ ଧାଡ଼ି:
{{ଛୋଟ|Mula (nakshatra)}}
[[File:Scorpius constellation map.png|right|200px|thumb| ରାଶି ଚକ୍ରରେ ମୂଳା ନକ୍ଷତ୍ରର ଅବସ୍ଥିତି]]
ହିନ୍ଦୁ ଜ୍ୟୋତିଷ ମତେ ୨୭ଟି ନକ୍ଷତ୍ର ମଧ୍ୟରୁ ଉନ୍ନବିଂଶ [[ନକ୍ଷତ୍ର]] ହେଉଛି ମୂଳା । ରାଶିଚକ୍ର (ଅପମଣ୍ଡଳ)ରେ ଧନୁ ରାଶିରେ ୦୦ ଡିଗ୍ରୀ ରୁଡିଗ୍ରୀରୁ ୧୩ ଡିଗ୍ରୀ ୨୦ ମିନିଟ ଯାଏଁ ବ୍ୟାପ୍ତ ।
 
== ଜ୍ୟୋତିଷୀୟ ପରିଚୟ ==
୧୦ କ ଧାଡ଼ି:
=== ବିଶେଷତ୍ଵ ===
* ହିନ୍ଦୁ ଜ୍ୟୋତିଷ ମତେ ମୂଳା ନକ୍ଷତ୍ର ଛଅଗୋଟି ତାରାପୁଞ୍ଜର ସମାହାର ।<ref name=Googlebooks>{{cite book|last=Harness|first=Deniss M.|title=The Nakshastras|publisher=Motilal Banarasidas|pages=2-3|url=https://books.google.co.in/books?id=16KCUhgCQHMC&printsec=frontcover&dq=nakshatra+in+vedic+astrology&hl=en&sa=X&ved=0CD0Q6AEwBmoVChMInNWPlrGRyAIVBaKICh2kFwSK#v=onepage&q=nakshatra%20in%20vedic%20astrology&f=false}}</ref> ଏହି ତାରାପୁଞ୍ଜ ଏକ ସିଂହର ଲାଞ୍ଜ ଆକୃତିରେ ଦୃଶ୍ୟମାନ ହେଉଥିବାରୁ ନକ୍ଷତ୍ରର ନାମ ମୂଳା ।<ref name=Ganeshspeaks>{{cite web|title=The 27 ‘Nakshatras’ in the Hindu System of Astrology|url=http://www.ganeshaspeaks.com/blog_The_27_Nakshatras_in_the_Hindu_System_of_Astrology_2414.action|accessdate=24 September 2015}}</ref>
* ମୂଳା ରାଶିଚକ୍ରରେ [[ଧନୁ (ରାଶି)]]ରେ ୦୦ ଡିଗ୍ରୀ ରୁଡିଗ୍ରୀରୁ ୧୩ ଡିଗ୍ରୀ ୨୦ ମିନିଟ ଯାଏଁ ବ୍ୟାପ୍ତ ।
* କେତୁ ଏହାର ଅଧିପତି ।<ref name=astrology>{{cite web|title=27 Constellations or Nakshtras & their Lord Planets or Swami Grahas in Vedic Astrology or Jyotish|url=http://astrologer-astrology.com/constellations_lords_indian_vedic_astrology_jyotish.htm|accessdate=24 September 2015}}</ref>
* ବୈଦିକ ଜ୍ୟୋତିଷମତେ ଏହି ନକ୍ଷତ୍ର ରାକ୍ଷସଗଣ ଓ ରଜଗୁଣ ସହ ସମ୍ବନ୍ଧିତ ।<ref name=dirah>{{cite web|title=Nakshatras, the lunar zodiac of Vedic Astrology|url=http://www.dirah.nl/nakshatras.htm|accessdate=25 September 2015}}</ref><ref name=srath>{{cite web|last=Rath|first=Sanjaya|title=Naxatra Basics|url=http://srath.com/jyoti%E1%B9%A3a/nak%E1%B9%A3atra/nakshatra-basics|accessdate=10 October 2015}}</ref>