"ମିଳିମିଳା ଟିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Bot: Automated text replacement (- ରୁ +ରୁ )
 
୩୯ କ ଧାଡ଼ି:
}}
<!-- Definition and effectiveness -->
'''ମିଳିମିଳା ଟିକା''' ଏକ ଟିକା ଯାହା [[ମିଳିମିଳା]] ରୋଗର ପ୍ରତିଷେଧ ଭାବରେ ଅତି ଉପାଦେୟ ଅଟେ । <ref name=WHO2009Vac/> ନଅ ମାସ ବୟସ ବେଳେ ଗୋଟିଏ ଡୋଜ ଦେଲେ ୮୫ % ପିଲା ଇମ୍ମ୍ୟୁନ ହୋଇଯାଆନ୍ତି ଓ ୧୨ ମାସ ବୟସ ବେଳେ ଆଉ ଏକ ଡୋଜ ଦେବା ପରେ ୯୫% ପିଲା ଇମ୍ମ୍ୟୁନ ହୋଇଯାଆନ୍ତି । <ref name=Yellow2014/> ଗୋଟିଏ ଡୋଜ ଟିକା ଦେବାପରେ ଇମ୍ମ୍ୟୁନିଟି ନ ହେବା ପିଲା ଦ୍ୱିତୀୟ ଡୋଜ ପରେ ଇମ୍ମ୍ୟୁନିଟି ପାଇଯାଆନ୍ତି । <!-- <ref name=WHO2009Vac/> --> ଦେଖାଯାଇଛି, ଜନସଂଖ୍ୟାର ୯୩ % ରୁ ଅଧିକ ଲୋକ ଟିକା ନେଲେ ମିଳିମିଳା ଆଉ ହୁଏ ନାହିଁ, କିନ୍ତୁ ଟିକା ଦେବା କମିଗଲେ ଆଉ ଥରେ ସେଠାରେ ରୋଗ ହୁଏ । <!-- <ref name=WHO2009Vac/> --> ଏହି ଟିକାର ପ୍ରଭାବ ବ‌ହୁତ ବର୍ଷ ପର୍ଯ୍ୟନ୍ତ ରହେ । <!-- <ref name=WHO2009Vac/> --> ସମୟକ୍ରମେ ଟିକାର ପ୍ରଭାବ କମିଯିବା ନିଶ୍ଚିତ ନୁହେଁ । <!-- <ref name=WHO2009Vac/> --> ମିଳିମିଳା ରୋଗୀ ସଂସ୍ପର୍ଷରେ ଆସିବାର ଦୁଇ ଦିନ ମଧ୍ୟରେ ଟିକା ଦେଲେ ମଧ୍ୟ କାର୍ଯ୍ୟକାରୀ ହୁଏ । <ref name=WHO2009Vac>{{cite journal|title=Measles vaccines: WHO position paper.|journal=Weekly epidemiological record|date=28 August 2009|volume=84|issue=35|pages=349–60|pmid=19714924|url=http://www.who.int/wer/2009/wer8435.pdf}}</ref>
 
<!-- ସୁରକ୍ଷା -->