"ମିର୍ଜା ଗାଲିବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଠାରେ +ଠାରେ )
୨୯ କ ଧାଡ଼ି:
==ପରିଚୟ==
 
ଗାଲିବ ବା ମିର୍ଜା ଆସାଦୁଲ୍ଲା ବୈଗ ଖାଁ ମୋଗଲ ଯୁଗର ଲୋକପ୍ରିୟ ଶାୟର ବା କବି ଥିଲେ | ସେ ବହୁତ ଗଜଲ ଓ ନଜମା ଲେଖିଥିଲେ | ତାଙ୍କ ବ୍ୟକ୍ତିତ୍ୱ ଓ ସାହିତ୍ୟ ଉପରେ ସବୁଠାରୁ ଅଧିକ ସମାଲୋଚନାତ୍ମକ ପୁସ୍ତକମାନ ଲେଖାଯାଇଛି | ମିର୍ଜା ଗାଲିବ ୨୭ ଡ଼ିସେମ୍ୱର ୧୭୯୭ ମସିହାରେ ଆଗ୍ରାରେ ଜନ୍ମଗ୍ରହଣ କରିଥିଲେ ଓ ୧୫ ଫେବୃଆରୀ ୧୮୬୯ରେ ୭୧ ବର୍ଷ ବୟସରେ ଦିଲ୍ଲୀ ଠାରେଦିଲ୍ଲୀଠାରେ ତାଙ୍କର ଦେହାନ୍ତ ହୋଇଥିଲା | ସେ ଗଜଲ ଗୁଡ଼ିକରେ ତାଙ୍କ ଉପନାମ (ତଖଲ୍ଲୁସ/pen-name) ଗାଲିବ ଓ ଅସଦ୍ ବ୍ୟବ‌ହାର କରୁଥିଲେ । ସେ ମୋଗଲ ଯୁଗର ଶେଷ ବିଖ୍ୟାତ କବି ଥିଲେ । ସେ ତାଙ୍କ କବିତା ଗୁଡ଼ିକ ଉର୍ଦ୍ଦୁ ଏବଂ ପାର୍ସୀ ଭାଷାରେ ଲେଖିଥିଲେ । ଆଜି ମଧ୍ୟ ସେ କେବଳ ଭାରତରେ ନୁହେଁ ପାକିସ୍ଥାନ ଏବଂ ପ୍ରବାସୀ ଭାରତୀୟଙ୍କ ଲୋକପ୍ରିୟ ଅଟନ୍ତି ।
 
==ପିଲାଦିନ==
୪୦ କ ଧାଡ଼ି:
 
==କବ୍ର ବା ମଜାର==
ଗାଲିବଙ୍କ କବ୍ର [[ଦିଲ୍ଲୀ]]ର [[ହଜରତ ନିଜାମୁଦ୍ଦିନ]] ଠାରେ ଥିବା ଗୁମ୍ୱଦ ବା ମକବାର [[ନିଜାମୁଦ୍ଦିନ ଆଉଲିଆ]] ପାଖରେ ଅବସ୍ଥିତ । ଏଠାରେ ଥିବା ଚିତ୍ରରେ ତାହା ଦେଖାଯାଉଛି । ଏବଂ ଏବି କବ୍ରରେ ଲେଖାହୋଇଛି
 
[[File:Mazar-e-Ghalib.jpg|thumb|Side view of Mazar-e-Ghalib]]