"ମା’ ଘର ଫାଉଣ୍ଡେସନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- ର +ର ) |
ଟିକେ Bot: Automated text replacement (- ଠାରେ +ଠାରେ ) |
||
୨ କ ଧାଡ଼ି:
==କାର୍ଯ୍ୟ ==
ଏହାର ପ୍ରାରମ୍ଭିକ ସ୍ଥରରେ ଉଦ୍ଧାର, ଚାଲାଣ ଏବଂ ଦୁଷ୍କର୍ମ ପୀଡିତାଙ୍କୁ ପୁନର୍ବାସ,ସାମୟିକ ବାସଗୃହ, ଖାଦ୍ୟ, ସ୍ବାସ୍ଥ୍ୟସେବା, ଆଇନଗତ ସହାୟତା ଏବଂ ଦକ୍ଷତାବୃଦ୍ଧି ପ୍ରଶିକ୍ଷଣ ଆଦିର ବ୍ୟବସ୍ଥା କରେ । ଆବାସିକ ସ୍ଥାନଟି ସେପର୍ଯ୍ୟନ୍ତ ଏକ ସାମୟିକ ଘର ଭାବେ ଧରାଯାଇଥାଏ ଯେପର୍ଯ୍ୟନ୍ତ ଅସହାୟଙ୍କୁ ସମାଜିକ ସ୍ବୀକୃତି ନମିଲିଛି ଏବଂ ସେ ଆର୍ଥିକ ସ୍ବାବଲମ୍ବୀ ନହୋଇଛନ୍ତି । ପୀଡିତାଙ୍କ ପାଖ ପଡୋଶୀଙ୍କମାନଙ୍କୁ ଏକତ୍ରିତ କରାଇ ଏକ କମ୍ୟୁନିଟି ଭିଜିଲାନ୍ସ ଗୋଷ୍ଠୀ ଗଠନ କରାଯାଏ । ସେମାନଙ୍କୁ ସଶକ୍ତ କରି ଗଢିତୋଳି ନିଜ ଅଂଚଳରେ ମାନବ ଚାଲାଣ, ମହିଳାମାନଙ୍କ ପ୍ରତି ଘଟୁଥିବା ଘରୋଇ ହିଂସା ଆଦି କାର୍ଯ୍ୟରେ ହସ୍ତକ୍ଷେପ କରି ଏହି ଭଳି କାର୍ଯ୍ୟକୁ ରୋକିବାକୁ ସଚେତନ କରାଯାଇଥାଏ । ଏହିସବୁ କାର୍ଯ୍ୟ ମାତ୍ର ୫ ବର୍ଷରେ ପାଖାପାଖି ସବୁ ବୟସବର୍ଗର ୧୫,୦୦୦ ଅସହାୟ ମହିଳାଙ୍କୁ ପୁନର୍ବାସ ଏବଂ ଥଇଥାନ କରାଯାଇପାରିଛି । ଏକ ଲକ୍ଷରୁ ଅଧିକ ମହିଳା ସେମାନଙ୍କ ଅଧିକାର ବାବଦରେ ସଚେତନ ହୋଇସାରିଛନ୍ତି । ଏଠାରେ ସହସ୍ରାଧିକ ବେରୋଜଗାରୀ ଯୁବତୀଙ୍କୁ ସୁରକ୍ଷା, କମ୍ପୁଟର, ପ୍ରଶିକ୍ଷଣ ଏବଂ ତାପରେ ନିଯୁକ୍ତି ସୁଯୋଗ ମିଳିଛି । ମହିଳା ମାନେ ମଧ୍ୟ ଭିନ୍ନ ସମସ୍ୟା ମାନ ଯାହା ସେମାନଙ୍କ ଅଧିକାର କ୍ଷୁର୍ଣ୍ଣ କରୁଛି ଆସି ମା’
ଦ୍ୱିତୀୟ ସ୍ତରରେ ନ୍ୟାୟ ପ୍ରାପ୍ତି, ନୀତି ନିର୍ଦ୍ଧାରଣ, ଜନ ଶୁଣାଣୀ, ସମ୍ବେଦନଶୀଳ ନିଷ୍ପତ୍ତିନେବା ପାଇଁ ବୟସ୍କ ବ୍ୟକ୍ତି, ପୋଲିସ, ନ୍ୟାୟିକ ପଦାଧିକାରୀ, ଆଇନ ପରାମର୍ଶଦାତା, ବିଶ୍ବବିଦ୍ୟାଳୟ ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ ଜନପ୍ରତିନିଧିମାନଙ୍କୁ ନେଇ ସମାଜିକ ଶାନ୍ତିପ୍ରତିଷ୍ଠା ପାଇଁ ପ୍ରଚେଷ୍ଟା
|