"ମାଟିର ମଣିଷ (ଉପନ୍ୟାସ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଓଡିଶା +ଓଡ଼ିଶା)
ଟିକେ Bot: Automated text replacement (- କୁ +କୁ )
୫୪ କ ଧାଡ଼ି:
 
== ସଂକ୍ଷିପ୍ତ କାହାଣୀ ==
ଶ୍ୟାମ ପ୍ରଧାନଙ୍କର ଦୁଇ ପୁଅ ବରଜୁ ଓ ଛକଡ଼ି । ବରଜୁ ବିବାହିତ, ୪ଟି ସନ୍ତାନ-ସନ୍ତତିର ପିତା, ଦାୟିତ୍ୱବାନ, କିନ୍ତୁ ଛକଡ଼ି ଫୁଲାଫାଙ୍କିଆ । ଛକଡ଼ିର ବିବାହ ନେତ୍ରମଣି ସହିତ ହୋଇଥିଲା କିନ୍ତୁ ସେମାନଙ୍କର କିଛି ସନ୍ତାନ ସନ୍ତତି ନଥିଲେ । ପଧାନ ବୁଢା ଓ ବୁଢୀର ମୃତ୍ୟୁ ପରେ ଦୁଇ ଜାଆଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଦୁଇ ଭାଇଙ୍କ ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି କଲା । ମାମଲତକାର ହରି ମିଶ୍ର ମଧ୍ୟ ଛକଡ଼ିକୁ ଭାଇଠାରୁ ଅଲଗା ହେବା ପାଇଁ ଉସୁକାଇଥିଲେ, କାରଣ ବରଜୁର ଗାଁ ଭଲମନ୍ଦରେ ନିଷ୍ପତ୍ତି ଯୋଗୁଁ ତାଙ୍କର ମାମଲାତକାରୀ ବ୍ୟବସାୟ ବାଧାପ୍ରାପ୍ତ ହେଉଥିଲା । ନେତ୍ରମଣି ବି ଛକଡ଼ିକୁ ଭିନ୍ନେ ହାଣ୍ଡି କରିବାପାଇଁ ଖୁଣ୍ଟା ଦେଉଥିଲେ । ଛକଡ଼ି କିନ୍ତୁ ବରଜୁକୁ ଏକଥା କହିବା ପାଇଁ ଡରୁଥିଲା । ପଧାନ ବୁଢା ମଲା ବେଳେ ବରଜୁକୁ କହିଯାଇଥିଲା, ଭିନ୍ନେ ନହେବାପାଇଁ, ଘରେ ପାଚେରି ନଉଠେଇବା ପାଇଁ । ବରଜୁ ବହୁକଷ୍ଟରେ ହାରାବୋଉକୁ (ତା' ସ୍ତ୍ରୀ) କୁ ଝଗଡା ନକରିବାପାଇଁ ବୁଝେଇବାରେ ସକ୍ଷମ ହୋଇଥିଲେ ବି ନେତ୍ରମଣି ଅଲଗା ହେବାପାଇଁ ଜିଦ ଧରିଥିଲା । ଛକଡ଼ି, ହରି ମିଶ୍ରର ସାହାଯ୍ୟ ନେଇ ଭିନ୍ନେ ହେବା ପାଇଁ ବାହାରିଲା । ଶେଷରେ ବରଜୁ, ଛକଡ଼ିକୁ ସବୁ ସମ୍ପତିର ମାଲିକାନା ଦେଇ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଗାଁଆ ଛାଡ଼ି ଚାଲିଗଲା । ଉପନ୍ୟାସ ଶେଷରେ ଛକଡ଼ି ପୁରୁଣା ଦିନ ସବୁକୁ ଝୁରିଛି ଓ ବରଜୁ ସହ ଯିବା ପାଇଁ ବାହାରିଛି ।<ref>{{cite web|author1=Jitendra Narayan Patnaik|title=Four Major Modern Oriya Novelists|url=http://odisha.gov.in/e-magazine/Orissareview/2008/November-2008/engpdf/65-72.pdf|publisher=Orissar Review (Nov 2008)|accessdate=8 July 2016}}</ref>
 
== ଆଧାର ==