"ମହୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- କୁ +କୁ )
 
୧୨ କ ଧାଡ଼ି:
*ଦରକାର ଅନୁସାରେ ଲୁଣ,ହଳଦୀ ଗୁଣ୍ଡ ଓ ପାଣି ଦେବେ
==ପ୍ରସ୍ତୁତି==
ପ୍ରଥମେ ପନିପରିବା ସବୁକୁ ପରିଷ୍କାର କରି ବାଛି ଦେଇ ଛୋଟ ଛୋଟ କରି କାଟି ରଖିବେ।ଜିରାକୁ ଅଧେ ଭାଜି ଗୁଣ୍ଡ କରି ରଖିବେ।ପରିବା ସହିତ ଆବଶ୍ୟକ ଅନୁସାରେ ଲୁଣ ଓ ହଳଦୀ ଗୁଣ୍ଡ ମିଶାଇ ଚୁଲିରେ ସିଝାନ୍ତୁ । ବିରିବଡ଼ି କୁବିରିବଡ଼ିକୁ ଭାଜି ଖଣ୍ଡ ଖଣ୍ଡ କରି ରଖନ୍ତୁ । ୬ଚାମଚ [[ଘିଅ]] ଗୋଟିଏ ପାତ୍ରରେ ନେଇ ତାକୁ ଗରମ କରି ସେଥିରେ ତେଜପତ୍ର, ଅବଶିଷ୍ଟ [[ଜିରା]] ପକାଇ ଫୁଟାନ୍ତୁ।ଏଥିରେ ସିଝା ପନିପରିବା ଓ ଭଜା ଖଣ୍ଡ ବଡ଼ି ପକାନ୍ତୁ।ଦରକାର ଅନୁସାରେ ପାଣି ଦେଇ ଭଲକରି ଖରଡ଼ି ଦିଅନ୍ତୁ।ତରକାରୀ ଭଲକରି ଫୁଟିଗଲେ ସେଥିରେ ଆଗରୁ ଭଜା ହୋଇଥିବା ଜିରା ଗୁଣ୍ଡ ପକାଇ ଭଲକରି ଗୋଳାଇ ଦେବେ।ବାସ୍ ଏଥର ମହୁର ତରକାରୀ ପ୍ରସ୍ତୁତ ହୋଇଗଲା।
 
[[ଶ୍ରେଣୀ:୨୦୧୬ ରଥଯାତ୍ରା ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]
"https://or.wikipedia.org/wiki/ମହୁର"ରୁ ଅଣାଯାଇଅଛି