"ମହାବୀର ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
୧ କ ଧାଡ଼ି:
{{Infobox Hindu temple|name=Mahavir Mandir<br>महावीर मंदिर|image=Mahavir Mandir.jpg|pushpin_map=India Patna|latm=36|latNS=N|latd=25|longm=8|longEW=E|longd=85|lats=14|longs=11|map_caption=Location in Patna|other_names=Hanuman Mandir|proper_name=Mahavir Mandir|devanagari='''महावीर मंदिर''' या '''हनुमान मंदिर'''|Devanagari='''महावीर मंदिर''' या '''हनुमान मंदिर'''|country=[[India]]|state=[[Bihar]]|location=[[Patna]]|coordinates_region=IN|coordinates_display=title|primary_deity=[[Hanuman]]|architecture=[[Nagri Architecture]]|date_built=First built - unknown<br> Rebuilt - 1947<br>Final Rebuilt - 1987|creator=unknown|website=http://www.mahavirmandirpatna.org/}}'''ମହାବୀର ମନ୍ଦିର ''' (Hindi: '''महावीर मंदिर''' or '''हनुमान मंदिर''')ଭଗବାନ ହନୁମାନଙ୍କୁ ଉତ୍ଶାର୍ଗୀକୃତ ଓ ଏହା ଭାରତୀୟ ରାଜ୍ୟ ବିହାରର ପାଟଣା ସହରରେ ଅବସ୍ଥିତ । ଏହି ମନ୍ଦିର କୁମନ୍ଦିରକୁ ସମଗ୍ର ଭାରତ ରୁଭାରତରୁ ଲକ୍ଷ୍ୟାଧିକ ଭକ୍ତ ପ୍ରତିବର୍ଷ ଆସିଥାନ୍ତି । ଏହା ଉତ୍ତର ଭାରତର ଦ୍ଵିତୀୟ ସର୍ବାଧିକ ଲୋକପ୍ରିୟ ମନ୍ଦିର ଭାବରେ ଖ୍ୟାତ । ମହାବୀର ଟ୍ରଷ୍ଟର ସମ୍ପାଦକ ଭାବେ ଆଚାର୍ଯ୍ୟ କିଶୋର କୁନାଲ ଏହାର ପରିଚାଳନା କରନ୍ତି । <ref>{{Cite news|date=9 July 2009|title=Mahavir Mandir to have its twin in Houston|url=http://articles.timesofindia.indiatimes.com/2009-07-09/patna/28197134_1_acharya-kishore-kunal-houston-patna|publisher=Times of India}}</ref>
 
ଏହି ଟ୍ରଷ୍ଟର ଆଯ ଓ ବଜେଟ ମଧ୍ୟ ଉତ୍ତର ଭାରତରେ ଦ୍ଵିତୀୟ ସର୍ବାଧିକ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମାଁ ବାଇସ୍ନୋଦେବୀଙ୍କ ମନ୍ଦିରର ଆୟସର୍ବାଧିକ ।  <ref name="timesofindia.indiatimes.com">{{Cite web}}</ref> ଏହି ମନ୍ଦିରର ଦୈନିକ ଆୟ  ହାରାହାରି  1 ଲକ୍ଷ୍ ରୁଲକ୍ଷ୍ରୁ  ଅଧିକ ହେଇଥାଏ । <ref>{{Cite web}}</ref>
 
== ଇତିହାସ ==
ମଦିରର ପ୍ରଥମ ସ୍ଥାପନ କାଳ ବର୍ତମାନ ସୁଦ୍ଧା ଜଣାପଡି ନାହି । 1947 ମସିହାରେ ଏହି ମନ୍ଦିର ଭାରତୀୟ ବିଭାଜନ ପରେ ହିନ୍ଦୁ ମାନେ ପାଟଣା କୁପାଟଣାକୁ ଆସିଲା ପରେ ଜନପ୍ରିୟତା ହାସଲ କଳା । ସେହି ସମୟରେ ମନ୍ଦିରର ପୁନର ନିର୍ମାଣ ମଧ୍ୟ ହେଇଥିଲା । ଏହି ମନ୍ଦିର ପୁଣି 1987 ମସିହାରେ ରୁଗଣ ହେଇଯିବାରୁ ତାହାକୁ ବିଶାଳ କାୟ ମରବଲ ନିର୍ମିତ ମନ୍ଦିରରେ ପରିଣତ କରାଯାଇଥିଲା । ମନ୍ଦିରରେ ସଙ୍କଟ -ମୋଚନଙ୍କ ପ୍ରତିମୂର୍ତି ରହିଛି । <ref>http://patna.bih.nic.in/html/mahavirtemple.htm</ref>
 
== ଦର୍ଶନ ==
ପ୍ରତି ଶନିବାର ଓ ମଙ୍ଗଳବାର ଦିନ ବହୁ ସଂଖ୍ୟାରେ ଭକ୍ତ ମନ୍ଦିର କୁମନ୍ଦିରକୁ ଆସି ଆରାଧନା କରିଥାନ୍ତି । ରାମ ନବମୀ ଓ ନବବର୍ଷ ଦିନ ଏଠାରେ ବହୁ ଅଞ୍ଚଳ ରୁଅଞ୍ଚଳରୁ ସହସ୍ରାଧିକ ଭକ୍ତ ମାନେ ଆସିଥାନ୍ତି ଓ ମନ୍ଦିର କୁମନ୍ଦିରକୁ ଯିବା ପାଇଁ ଲମ୍ବା ଧାଡିରେ ଲାଗି ଯାନ୍ତି । <ref>{{Cite web}}</ref><gallery>
File:Mahavir Mandir,Patna.jpg|Mahavir Mandir, Patna
File:Mahavir Mandir Front Gate and Shoe Stand.jpg|Mahavir Mandir front gate and shoe stand
୧୩ କ ଧାଡ଼ି:
 
== ଶ୍ରୀ ମହାବୀର ନ୍ୟାସ ସମିତି ==
ମନ୍ଦିରର ଉନ୍ନତି , ପରିଚାଳନା ତଥା ସାମାଜିକ ସେବା ପରିଚାଳନା ପାଇଁ ମହାବୀର ସ୍ଥାନ ନ୍ୟାସ ନାମରେ ସମିତି ରହିଛି । ଏହା ତରଫ ରୁତରଫରୁ ମହାବୀର କାନସର ପ୍ରତିଷ୍ଠାନ ଓ ଗବେଷଣା କେନ୍ଦ୍ର ପରିଚାଳନା କରାଯାଇଥାଏ । <ref>[http://www.canceratlasindia.org/CenterFilter.asp?CenterCode=95&CenterName=Mahavir%20Cancer%20Sansthan,%20Patna]{{Dead link|date=October 2013}}</ref> ବାର୍ଷିକ 35.13 କୋଟି ବଜେଟରେ ଏହି ନ୍ୟାସ ତରଫ ରୁତରଫରୁ ମହାବୀର ବାତଶଲ୍ୟ ଚିକିସ୍ଥାଲୟ , ମହାବୀର ଆରୋଗ୍ଯ ଚିକିସ୍ଥାଲୟ ଓ ଅନାଥାଶ୍ରମ ବିହାରର କୃଷି ଅଞ୍ଚଳରେ ସ୍ଥାପିତ ହେଇଛି . .<ref name="timesofindia.indiatimes.com">{{Cite web}}</ref>।ରାମ ସେତୁ ଅଞ୍ଚଳ ରୁଅଞ୍ଚଳରୁ ଭାସମାନ ପ୍ରସ୍ତର ଅଣାଯାଇ ଏଠାରେ ରଖାଯାଇଛି । 
 
== ପୁନଶ୍ଚ ଦେଖଣା ==