"ମନ୍ଦୋଦରୀ ମନ୍ଦିର, ବେଟକୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ , - କୁ +କୁ )
୧ କ ଧାଡ଼ି:
[[ଫାଇଲ:Mandodari_temple.JPG|ଡାହାଣ|thumb|200x200_ପିକସେଲ|ମନ୍ଦୋଦରୀ ମନ୍ଦିର]]
ଶ୍ରୀ '''ମନ୍ଦୋଦରୀ ମନ୍ଦିର''' , ଭାରତୀୟ ରାଜ୍ୟ [[ଗୋଆ]]ର ବେତକୀ ଠାରେବେତକୀଠାରେ ଥିବା ଏକ ହିନ୍ଦୁ ମନ୍ଦିର । ,<ref>{{cite web|url=http://wikimapia.org/668091/Shree-Mandodari-Saunsthan-Betki|title=Shree Mandodari Sounsthan, Betki|accessdate=17 May 2014}}</ref> ଏହା ପୋଣ୍ଡା ଅଞ୍ଚଳ ରୁଅଞ୍ଚଳରୁ ପ୍ରାୟ 5 କିଲୋମିଟର ଦୂରରେ ଅବସ୍ଥିତ । ଏହା ସମୁଦ୍ରପତ୍ତାନ ଠାରୁ 81 ଫୁଟ ଉପରେ ରହିଛି । 
 
== ଆରାଧ୍ୟା ଦେବୀ ==
ଏହା ବେଟକୀ ଗ୍ରାମର ଆରାଧ୍ୟା ଦେବୀ ଭାବରେ ରହିଛନ୍ତି । ଏହା ରାମାୟଣର ଚରିତ୍ର ରାବଣଙ୍କ ପତ୍ନୀ ମନ୍ଦୋଦରୀ ନୁହନ୍ତି । ବ୍ୟୁପତ୍ତି  "ମନ୍ଦ" ସ୍ଥାନୀୟ ଭାଷାରେ ଜଳ ଓ " ଉଦର"  କୁ ପିଟିଏ କୁପିଟିଏକୁ ବୁଝାଏ । ତେଣୁ ଜଳରେ ଜନ୍ମ ହେଇଥିବାର ଅର୍ଥ ଭାବରେ " ମନ୍ଦୋଦରୀ " ଶବ୍ଦ ବୁଝାଇଥାଏ ।   ପୁରାକାଳରେ ବେତକୀ ଗ୍ରାମରେ ବହୁ ଜଳାଭାବ ଥିବାରୁ କେତେକ ବ୍ୟକ୍ତି ତାଙ୍କର ସନ୍ତାନ କୁସନ୍ତାନକୁ ଜଳରେ ଭସେଇ ଦେଇଥିଲେ , ଏହା ବିଶ୍ଵାସ କରି ଯେ ଗ୍ରାମରେ ଜଳାଧାର ଆସିବା । ତାଙ୍କର ସ୍ମୃତିରେ ଏହି ମନ୍ଦିର ନିର୍ମିତ ହେଇଥିବା କୁହାଯାଇଥାଏ । 
 
ଶ୍ରୀ ମନ୍ଦୋଦର ଦେବସ୍ଥାନମ ସଂସ୍ଥା 2013 ମସିହାରେ ତାହାର ଶତବାର୍ଷିକୀ ପାଳନ କରିଥିଲା ।