"ମଙ୍ଗଳା ଗୌରି ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ , - କୁ +କୁ )
୧ କ ଧାଡ଼ି:
ମଙ୍ଗଳା ଗୌରି ମନ୍ଦିରtଭାରତୀୟ ରାଜ୍ୟ [[ବିହାର]]ର ଗୟା ଠାରେଗୟାଠାରେ ଅବସ୍ଥିତ ଏକ ମନ୍ଦିର । ପଦ୍ମା ପୁରାଣ,ବାୟୁ ପୁରାଣ ଓ ଅଗ୍ନି ପୁରାଣ ଆଦିରେ ଏହି ମନ୍ଦିର ବିଷୟରେ ଉଲ୍ଲେଖ ରହିଛି । ଏହି ମନ୍ଦିର ଭାରତରେ ଥିବା 18 ଟି ଶକ୍ତି ପିଠ ମଧ୍ୟ ରୁମଧ୍ୟରୁ ଅନ୍ୟତମ ।ବର୍ତମାନର ମନ୍ଦିର 15 ଶ ଶତାବ୍ଦୀରେ ନିର୍ମିତ ହେଇଥିଲା । ମାଁ ଶକ୍ୟ ଦେବୀଙ୍କ ଆରାଧନା ପାଇଁ ମନ୍ଦିର ସ୍ଥାପିତ ହେଇଥିଲା । ଗୟା ତୀର୍ଥ ସ୍ଥଳୀରେ ଏହା ଏକ ବିଶିଷ୍ଟ ବୈଷ୍ଣବ ଧର୍ମ ସ୍ଥଳୀ ଭାବରେ ମଙ୍ଗଳଗୌରୀଙ୍କ ଆରାଧନା ପିଠା ହିସାବରେ ବିଖ୍ୟାତ । ବିଶ୍ଵାସ କରାଯାଏ ଯେ ଏଠାରେ ଦର୍ଶନ କଲେ ମନୋସ୍କାମନା ପୂରଣ ହୁଏ ।<ref>[http://www.durga-puja.org/mangalagauri-temple.html www.durga-puja.org/mangalagauri-temple.html]</ref> 
 
ମଙ୍ଗଳଗୌରୀ ପାହାଡ ଉପରେ ପୂର୍ବ ଦିଗ କୁଦିଗକୁ ମୁଖ କରି ମନ୍ଦିର ନିର୍ମିତ ହେଇଥିଲା । ମନ୍ଦିର ନିକଟକୁ ଯିବା ପାଇଁ ପ୍ରସ୍ତର ସୋପାନ ଓ ଗାଡି ଯିବା ରାସ୍ତା ମଧ୍ୟ ରହିଛି । ଏହି ମନ୍ଦିରରେ ପ୍ରାଚୀନ ପ୍ରସ୍ତର ଖୋଦେଇ କଳା ମଧ୍ୟ ଦେଖିବାକୁ ମିଳେ । ଏଠାରେ ଏକ ପ୍ରାର୍ଥନା ଗୃହ ରହିଛି । 
 
ମୁଖ୍ୟ ମନ୍ଦିର ସନ୍ନିକଟରେ ଭଗବାନ ଶିବ, ମାଁ କାଲୀ , ଭଗବାନ ହନୁମାନ  ଙ୍କ ପାଇଁ ଅଲଗା ମନ୍ଦିର ରହିଛି ।<ref>[http://www.durga-puja.org/mangalagauri-temple.html www.durga-puja.org/mangalagauri-temple.html]</ref>