"ବ୍ରହ୍ମା ମନ୍ଦିର, ବିନ୍ଦୁସାଗର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- କୁ +କୁ )
୧ କ ଧାଡ଼ି:
'''ବ୍ରହ୍ମା ମନ୍ଦିର , ବିନ୍ଦୁସାଗର , '''ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ତଥା ମନ୍ଦିରମାଳ ନଗରି [[ଭୁବନେଶ୍ଵର]]ରେ ଅବସ୍ଥିତ । ଏହା [[ବିନ୍ଦୁସାଗର]] ପୁଷ୍କରିଣୀର ପୂର୍ବ  ତଟ ନିକଟରେ ଅବସ୍ଥିତ । [[ଲିଙ୍ଗରାଜ ମନ୍ଦିର]] ରାସ୍ତାରେ ଗଲେ ଏହି ମନ୍ଦିର କୁମନ୍ଦିରକୁ ପହଞ୍ଚି ହୁଏ । 
 
== ପ୍ରବାଦ ==
ଲୋକ ମୁଖରେ କଥିତ ଅଛି [[ବ୍ରହ୍ମା]] ଭୁବନେଶ୍ଵର କୁଭୁବନେଶ୍ଵରକୁ ଆସି ମହାଦେବ ଲିଙ୍ଗରାଜଙ୍କ ଅଧିଷ୍ଠାନ ଉତ୍ଶାବରେ ଯୋଗ ଦେଇଥିଲେ । ତାଙ୍କୁ ଏଠାରେ ସ୍ଥାୟୀ ଭାବରେ ରହିଯିବାକୁ ଅନୁରୋଧ କରାଯିବାରୁ ସେ ପ୍ରତି ବର୍ଷ ଚୈତ୍ର ମାସରେ ଅଶୋକାଷ୍ଟମୀ ଯାତ୍ରା ପାଇଁ ଆସିବାକୁ ରାଜି ହେଇଥିଲେ । ପୁଣି ସେ ଲିଙ୍ଗରାଜଙ୍କ ରୁକୁଣା ରଥର ସାରଥି ମଧ୍ୟ ହେବାକୁ କଥା ଦେଇଥିଲେ । ତେଣୁ ତାଙ୍କ ସମ୍ମାନାର୍ଥେ ବିନ୍ଦୁସାଗର ନିକଟରେ ତାଙ୍କର ମନ୍ଦିର ନିର୍ମାଣ କରା ଯାଇଥିଲା । 
 
== ସ୍ଥାପତ୍ୟ ==
ପ୍ରାଚୀନ କଳିଙ୍ଗ ସ୍ଥାପତ୍ୟ କଳା ଅନୁସାରେ ଏହି ମନ୍ଦିରର ୧୫ ତମ ଶତାବ୍ଦୀରେ ନିର୍ମିତ ହେଇଥିଲା । ପରେ ତାହା ଭଗ୍ନ ଅବସ୍ଥା କୁଅବସ୍ଥାକୁ ଆସିବାରୁ ତାକୁ ଗଜପତିଙ୍କ ଅମଳରେ ପୁନରୁଢହର କରାଯାଇଥିଲା । ଏହି ମନ୍ଦିରରେ ବ୍ରହ୍ମାଙ୍କ ଏକ ଚତୁର୍ଦ୍ଧା ମୂର୍ତି ସ୍ଥାପିତ ହେଇଅଛି । ଲିଙ୍ଗରାଜ ମନ୍ଦିର କୁମନ୍ଦିରକୁ ଦର୍ଶନ ଆସିବା ବେଳେ ଏହି ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ମଧ୍ୟ ଦର୍ଶନ ନ କଲେ  ଦର୍ଶନ ଅସମ୍ପୂର୍ଣ ରାହିଜାଏ ।  
 
== ପୁନଶ୍ଚ ଦେଖଣା ==
୧୮ କ ଧାଡ଼ି:
{| class="metadata plainlinks stub" style="background: transparent; margin-bottom: 10px;"
| id="1157" |[[File:Lakshminarayana_Temple_at_Hosaholalu,_close_up_of_shrine_vimana.jpg|alt=Stub icon|33x33_ପିକସେଲ]]
| id="1160" |''ଏହି ଲେଖା ଟି ଅସମ୍ପୂର୍ଣ ଅଟେ । ଆପଣ ଏହାକୁ ସମ୍ପୂର୍ଣ କରି ୱିକିପିଦେୟା କୁୱିକିପିଦେୟାକୁ ସାହାଜ୍ଯ କରି ପାରିବେ । ''<div class="plainlinks hlist navbar mini" id="1167" style="position: absolute; right: 15px; display: none;">
* <abbr title="View this template">v</abbr>
* <abbr title="Discuss this template">t</abbr>