"ବିସ୍‌ମିଲ୍ଲା ଖାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- କୁ +କୁ )
୨୧ କ ଧାଡ଼ି:
}}
 
'''ବିସ୍‌ମିଲ୍ଲା ଖାନ''' (୨୧ ମାର୍ଚ୍ଚ ୧୯୧୩ - ୨୧ ଅଗଷ୍ଟ ୨୦୦୬) ଜଣେ [[ଭାରତ|ଭାରତୀୟ]] ସଙ୍ଗୀତକାର ଓ ଶେହ‌ନାଇ ବା‌ଦକ ଥିଲେ । ‌ବ‌ହୁ ଦିନ ଯାଏଁ ଶେହ‌‌ନାଇ ମୁଖ୍ୟତଃ ପାରମ୍ପରିକ ପୂଜା ପାଠରେ ବ୍ୟ‌ବ‌ହାର କରାଯାଉଥିଲା । ଶେହ‌ନାଇକୁ ଲୋକ ଲୋଚନ‌କୁ ଆଣିବା ଓ ସଙ୍ଗୀତ ସ‌ମାରୋହରେ ପ୍ରସିଦ୍ଧ କରିବାର ମୁଖ୍ୟ ଶ୍ରେୟ ଉସ୍ତାଦ ବିସମିଲ୍ଲା ଖାନ କୁଖାନକୁ ଯାଏ ।
 
ଏଥିପାଇଁ ୨୦୦୧ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରୀକ ସମ୍ମାନ [[ଭାରତ ରତ୍ନ]] ସମ୍ମାନୀତ କରାଯାଇଛି । ବିସ୍‌ମିଲ୍ଲା ଖାନ ଏହି ସମ୍ମାନରେ ସମ୍ମାନୀତ ହୋଇଥିବା ତୃତୀୟ ଶାସ୍ତ୍ରୀୟ ସଙ୍ଗୀତକାର । ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଛି ।