"ବରାହମିହିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- କୁ +କୁ )
୫୨ କ ଧାଡ଼ି:
 
=== ପଞ୍ଚ-ସିଦ୍ଧାନ୍ତିକା ===
ବରାହମିହିରଙ୍କ ମୁଖ୍ୟ ରଚନା ଭାବେ '''ପଞ୍ଚ-ସିଦ୍ଧାନ୍ତିକା''' କୁ ଗ୍ରହଣ କରାଯାଏ ଯାହାକି ପ୍ରାୟତଃ ସନ ୫୭୫ରେ ରଚିତ ହୋଇଥିଲା। ଏହି ଗ୍ରନ୍ଥରେ ପୂର୍ବ-ପ୍ରଚଳିତ ପାଞ୍ଚଟି ଜ୍ୟୋତିର୍ବିଜ୍ଞାନୀୟ ସିଦ୍ଧାନ୍ତର ଅବତାରଣା ରହିଛି। ସେଗୁଡ଼ିକ ହେଲା - [[ସୂର୍ଯ୍ୟ ସିଦ୍ଧାନ୍ତ]], [[ରୋମକ ସିଦ୍ଧାନ୍ତ]], [[ପୌଳିଷ ସିଦ୍ଧାନ୍ତ]], [[ବଶିଷ୍ଠ ସିଦ୍ଧାନ୍ତ]], [[ପିତାମହ ସିଦ୍ଧାନ୍ତ]]। ଏହି ରଚନାଟି [[ବେଦାଙ୍ଗ ଜ୍ୟୋତିଷ]] ଏବଂ ହେଲେନୀୟ ଜ୍ୟୋତିଷ(ଗ୍ରୀସ, ମିଶରୀୟ ଓ ରୋମାନ ଜ୍ୟୋତିଷର ସହିତ)ର ଏକ ସମାହାର ରୂପେ ଜଣାଶୁଣା। <ref>"The Pañca-siddhāntikā ("Five Treatises"), a compendium of Greek, Egyptian, Roman and Indian astronomy. Varāhamihira's knowledge of Western astronomy was thorough. In 5 sections, his monumental work progresses through native Indian astronomy and culminates in 2 treatises on Western astronomy, showing calculations based on Greek and Alexandrian reckoning and even giving complete Ptolemaic mathematical charts and tables. Encyclopædia Britannica (2007) s.v.[http://www.britannica.com/eb/article-9074832/Varahamihira ବରାହମିହିର]</ref> ପଞ୍ଚ-ସିଦ୍ଧାନ୍ତିକାରେ ପ୍ରଥମ ଥର ପାଇଁ ଉଲ୍ଲେଖ ହୋଇଥିଲା ଯେ ଅୟନାଂଶ ବା ସମ୍ପାତର ଚଳନ ଅବଧି ୫୦.୩୨ସେକେଣ୍ଡ.୬୬୫୫। ଏହା ବ୍ୟତୀତ ଏହି ଗ୍ରନ୍ଥଟିରେ ଅନେକ ତ୍ରିକୋଣମିତୀୟ ମହତ୍ତ୍ୱପୂର୍ଣ୍ଣ ସୁତ୍ର ରହିଅଛି।
 
ଏକାଦଶ ଶତାବ୍ଦୀର ଆରବୀୟ ଗବେଷକ '''ଆଲବେରୁନି''' ତାଙ୍କ ରଚନାରେ ଏହି ପାଞ୍ଚଟି ଜ୍ୟୋତିର୍ବିଜ୍ଞାନୀୟ ସିଦ୍ଧାନ୍ତର ଉଲ୍ଲେଖ କରିଛନ୍ତି: