"ବଚେନ୍ଦ୍ରୀ ପାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ରୁ +ରୁ )
୩୪ କ ଧାଡ଼ି:
 
==ଜୀବିକା==
ବଚେନ୍ଦ୍ରୀଙ୍କ ପାଇଁ ପର୍ବତାରୋହଣର ପ୍ରଥମ ସୁଯୋଗ ତାଙ୍କୁ ୧୨ବର୍ଷ ବୟସ ହେଇଥିବା ବେଳେ ଆସିଥିଲା, ଯେତେବେଳେ ସେ ସ୍କୁଲର ସହପାଠୀମାନଙ୍କସହ ୪୦୦ମିଟର ଉଚ୍ଚର ଏକ ପାହାଡ଼ ଚଢ଼ିଥିଲେ । ୧୯୮୪ରେ ଭାରତର ଚତୁର୍ଥ ଏଭେରେଷ୍ଟ ଅଭିଯାନ ଆରମ୍ଭ ହେଲା । ଏହି ଅଭିଯାନ ପାଇଁ ଯେଉଁ ଦଳ ଗଠନ କରାଗଲା ସେଥିରେ ବଚେନ୍ଦ୍ରୀଙ୍କ ସମେତ ୭ ମହିଳା ଓ ୧୧ ପୁରୁଷଙ୍କୁ ନିଆଗଲା । ଏହି ଦଳଦ୍ଵାରା ୨୩ ମଇ ୧୯୮୪ରେ ଅପରାହ୍ନ ଗୋଟେ ସାତ ମିନିଟରେ ୨୯,୦୨୮ଫୁଟ (୮୮୪୮ ମିଟର) ଉଚ୍ଚତାରେ ସାଗରମଥା (ଏଭେରେଷ୍ଟ)ରେ ଭାରତର ଜାତୀୟ ପତାକା ଉଡ଼ାଯାଇଥିଲା । ଏହା ସହ ଏଭେରେଷ୍ଟରେ ସଫଳତାର ସହ ପାଦ ରଖିବାରେ ସେ ବିଶ୍ଵର ପଞ୍ଚମ ମହିଳା ହେଲେ। ଭାରତୀୟ ଅଭିଯାନ ଦଳର ସଦସ୍ୟ ରୂପେ ଏହି ଏହି ଯାତ୍ରା ସାରିବାର କିଛି ସମଯପରେ ସେ ମହିଳାମାନଙ୍କ ଏକ ଦଳ ଗଠନ କରି ଏହାର ସଫଳ ନେତୃତ୍ଵ ନେଇ ପୁଣି ଏଭେରେଷ୍ଟ ଚଢ଼ିଥିଲେ। ସେ ୧୯୯୪ରେ ହରିଦ୍ଵାର ରୁହରିଦ୍ଵାରରୁ କଲିକତା ପର୍ଯ୍ୟନ୍ତ ଗଙ୍ଗାନଦୀରେ ୨୫୦୦ ଦୀର୍ଘ ଜଳପଥ ଯାତ୍ରାର ନେତୃତ୍ଵ ନେଇଥିଲେ । ହିମାଳୟର ଗଳିରେ [[ଭୁଟାନ]], [[ନେପାଳ]], [[ଲେହ]] ଓ [[ସିଆଚେନ]] ଦେଇଯାଇଥିବା [[କାରାକୋରମ ପର୍ବତମାଳା]]ର ୪୦୦୦ କି.ମି. ଲମ୍ବା ଗିରିପଥର ଯାତ୍ରା ସେ ପୂରଣ କରିଥିଲେ, ଯାହାକୁ ଏହି ଦୁର୍ଗମ ଅଞ୍ଚଳରେ ପ୍ରଥମ ମହିଳା ଅଭିଯାନ ବୋଲି କୁହାଯାଏ। <ref>{{cite web|url=http://web.archive.org/http://www.tsafindia.org/mystory.html|title=mystory|publisher=web.archive.org|accessdate=2014-02-19}}</ref><ref>{{cite web|url=http://www.everesthistory.com/climbers/pal.htm|title=EverestHistory.com: Bachendri Pal|accessdate=19 Feb 2014}}</ref><ref>{{cite web|url=http://sports.ndtv.com/othersports/othersports/210099-everest-conquerors-to-the-rescue|title=Everest conquerors to the rescue! – Other Sports - More – NDTVSports.com|accessdate=19 Feb 2014}}</ref>
==ସମ୍ମାନ/ପୁରସ୍କାର==
*ଭାରତୀୟ ପର୍ବତାରୋହଣ ଫାଉଣ୍ଡେସନରୁ ପର୍ବତାରୋହଣରେ ଉତ୍କର୍ଷତା ପାଇଁ ସ୍ଵର୍ଣ୍ଣ ପଦକ (୧୯୮୪)<ref name="ref-139443309">{{cite web|url=https://en.wikipedia.org/wiki/Indian_Mountaineering_Foundation|title=ଭାରତୀୟ ପର୍ବତାରୋହଣ ପ୍ରତିଷ୍ଠାନ - ଉଇକିପିଡ଼ିଆ,ଏକ ଖୋଲା ଜ୍ଞାନକୋଷ|accessdate=19 Feb 2014}}</ref>
୪୪ କ ଧାଡ଼ି:
* ଜାତୀୟ ଦୁଃସହସିକତା ପୁରସ୍କାର [[ଭାରତ ସରକାର]]ଙ୍କ ଦ୍ଵାରା (୧୯୯୪)।
*[[ଉତ୍ତର ପ୍ରଦେଶ]] ସରକାରଦ୍ଵାରା ଯଶ ଭାରତୀ ସମ୍ମାନ (୧୯୯୫)।
*[[ହେମବତୀ ନନ୍ଦନ ବହୁଗୁଣା ଗଢବାଲ ବିଶ୍ୱବିଦ୍ୟାଳୟ]] ରୁ ପି. ଏଚ.ଡି.ର ଉତ୍ପାଧି (୧୯୯୭)।
*ସଂସ୍କୃତି ମନ୍ତ୍ରଣାଳୟ, [[ମଧ୍ୟ ପ୍ରଦେଶ]] ସରକାରଙ୍କ ତରଫରୁ ପ୍ରଥମ ବୀରାଙ୍ଗନା ଲକ୍ଷ୍ମୀବାଇ ରାଷ୍ଟ୍ରୀୟ ସମ୍ମାନ (୨୦୧୩-୧୪)<ref>{{cite web|url=http://news.oneindia.in/2013/06/22/bachendri-pal-gets-mp-rashtriya-samman-1243022.html|title=Bachendri Pal gets MP 'Rashtriya Samman' - News Oneindia|accessdate=19 Feb 2014}}</ref><ref>{{cite web|url=http://news.outlookindia.com/items.aspx?artid=801445|title=Bachendri Pal gets 'Rashtriya Samman' from MP Governor|accessdate=19 Feb 2014}}</ref>
==ଆଧାର==