"ଫ୍ରାଙ୍କଲିନ ଡି ରୁଜଭେଲଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
୧ କ ଧାଡ଼ି:
ଫ୍ରାଙ୍କଲିନ ଡି॰ରୁଜଭେଲଟ ( ଜାନୁୟାରୀ ୩୦ , ୧୮୮୨-ଏପ୍ରିଲ ୧୨, ୧୯୪୫ ) , ଜଣେ ଆମେରିକୀୟ ନାଗରିକ ତଥା ରାଜନୈତିକ ନେତା , ଯିଏ ଆମେରିକା ଯୁକ୍ତରାଷ୍ଟ୍ରର ୩୨ ତମ ରାଷ୍ଟ୍ରପତି ଭାବରେ ୧୯୩୩ ରୁ୧୯୩୩ରୁ ୧୯୪୫ ପର୍ଯ୍ୟନ୍ତ ଥିଲେ । ଜେନ ଗଣତନ୍ତ୍ର ବାଦୀ ଭାବରେରେ ରେକର୍ଡ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଇଥିଲେ ଏବଂ ୧୯୩୨ ପରେ ସେ ତାଙ୍କ ଦଳର ଅପ୍ରତିଦ୍ଵନ୍ଦୀ ନେତା ଭାବରେ ରହିବା ସହ ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ସାରା ପୃଥିବୀର ଜେନ କେନ୍ଦ୍ରୀୟ ବ୍ୟକ୍ତିତ୍ବ ରହିଥିଲେ । ସେହି ସମୟ ମଧ୍ୟରେ ବିଶ୍ୱବ୍ୟାପି ଅର୍ଥନୈତିକ ମାନ୍ଦା ଅବସ୍ଥା ତଥା ସମ୍ପୂର୍ଣ ଯୁଦ୍ଧ ପରିସ୍ଥିତିରେ ଯୁକ୍ତରାଷ୍ଟ୍ର ଆମେରିକା କୁଆମେରିକାକୁ ଦୃଢ ନେତୃତ୍ଵ ଦେଇ ପାରିଥିଲେ । ତାଙ୍କ ପ୍ରାୟୋଜିତ ଉପଶମ , ପୁନରୁଦ୍ଧାର ଏବଂ ସଂସ୍କାର କାର୍ଯ୍ୟକ୍ରମ ଯାହା " ନୂତନ ବ୍ୟବସ୍ଥା " ଭାବରେ ପରିଚିତ ଥିଲା , ସେଥିରେ ସାଯୁକ୍ତ ସରକାର ରାଷ୍ଟ୍ରର ଅର୍ଥନୀତି ସହିତ ବିସୃତ ଭାବରେ ଜଡିତ କରି ଥିଲେ ।  ଡେମୋକ୍ରାଟ ଦଳର ଜଣେ ପ୍ରଭାବଶାଳି ନେତା ହିସାବରେ ସେ ମିଳିତ ଶ୍ରମିକ ସଂଘ , ଗୋରା ମୂଳ ଅଧିବାସୀ , ଆଫ୍ରିକୀୟ ଆମେରିକାନ , ଉତ୍ତରାଞ୍ଚଳ ଆମେରିକାର ଗ୍ରାମୀଣ ଗୋରା ଅଧିବାସୀ ସମସ୍ତଙ୍କୁ ଏକଜୁଟ କରି ଏକ ' ନୂତନ ବ୍ୟବସ୍ଥାପିତ ସଂଘ ' ଗଠନ କରିଥିଲେ , ଯାହାକି ଡେମୋକ୍ରାଟ ଦଳର ପୂର୍ଣା ସମର୍ଥନ ହାସଲ କରିଥିଲା । ତାଙ୍କ ସମୟକାଳ ମଧ୍ୟରେ ଆମେରିକୀୟ ରାଜନୀତିରେ ପୁନଃ - ସମୀକରଣ ଘଟି ' ପଞ୍ଚମ ଦଳୀୟ ବ୍ୟବସ୍ଥା 'ର ଅୟମାରମ୍ଭ ହେଇ ବିଂଶ ଶତାବ୍ଦୀର ତୃତୀଯାଂଶରେ ଆମେରିକୀୟ ଉଦରବାଦୀତ୍ଵର ବିସ୍ତାର ହେଇଥିଲା । 
[[ଫାଇଲ:Franklin-Roosevelt-1884.jpg|thumb|୧୮୮୪ରେ ୨ ବର୍ଷ ବୟସ୍କ ତରୁଣ ରୁଜଭେଟ.{{Efn|It was common for boys to wear what was considered "gender-neutral" clothing, thus boys wore dresses up until they were 6 or 7.<ref>{{cite web|title=When Did Girls Start Wearing Pink?|publisher=Smithsonian|date=2011-04-17|url=http://www.smithsonianmag.com/arts-culture/when-did-girls-start-wearing-pink-1370097/}}</ref>}}]]
* Anna Eleanor Roosevelt (May&nbsp;3, 1906&nbsp;– December&nbsp;1, 1975)