"ପ୍ରିୟମ୍ବଦା ମହାନ୍ତି ହେଜମାଦି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Psubhashish (ଆଲୋଚନା | ଅବଦାନ) ଉପକ୍ରମ |
ଟିକେ Bot: Automated text replacement (- ରୁ +ରୁ ) |
||
୩୫ କ ଧାଡ଼ି:
ମିଚିଗାନରେ ତାଙ୍କର ଗବେଷଣା ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଫେରିଥିଲେ । ସେଠାରେ ସେ ଉଭୟଚର ଓ ବିପଦଗ୍ରସ୍ତ [[ସରୀସୃପ]]ଙ୍କ ଗବେଷଣା ନିମନ୍ତେ ଏକ ଲାବୋରେଟରୀ ସ୍ଥାପନା କଲେ । ବେଙ୍ଗଫୁଲାର ଲାଞ୍ଜ [[ଭିଟାମିନ କ]] ସଂସ୍ପର୍ଶରେ (ଆଇ. ଏ. ନିଆଜିଙ୍କ ଦ୍ଵାରା ପ୍ରଥମେ ଆବିଷ୍କୃତ) ଆଣି ଗୋଡ଼ରେ ବଦଳାଇବାରେ ସେ ସଫଳ ହେଲେ । ତାଙ୍କର ଏହି ଗବେଷଣା ପ୍ରସୂତ [[ହୋମିଓଟିକ ଟ୍ରାନସଫରମେସନ]] [[ନେଚର (ପତ୍ରିକା)|ନେଚର]] ପତ୍ରିକାରେ ୧୯୯୨ ମସିହାରେ ପ୍ରକାଶିତ ହୋଇଥିଲା । ଏହା ଦ୍ଵାରା ତାଙ୍କର ଲାବୋରେଟୋରୀ ଆନ୍ତର୍ଜାତୀୟ ସ୍ତରରେ ନାମ କଲା ।<ref>http://www.ias.ac.in/womeninscience/liladaug.html - P Mohanty Hejmadi.pdf - Adobe Reader</ref>
[[ଇଣ୍ଡିଆନ ଡେଭଲପମେଣ୍ଟାଲ ବାୟୋଲୋଜି]]ର ସେ ପ୍ରଥମ ମହିଳା ସଭାପତି ଭାବେ ଦାୟିତ୍ଵ ସମ୍ଭାଳିଥିଲେ ।
== ରଚନା ==
|