"ପ୍ରଥମ ବିଶ୍ୱଯୁଦ୍ଧ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ରୁ +ରୁ )
୧ କ ଧାଡ଼ି:
{{WW1InfoBox}}
ପ୍ରଥମ ବିଶ୍ୱଯୁଦ୍ଧ ହେଉଛି ପ୍ରଥମ ବିଶ୍ଵ ବ୍ୟାପୀ ଯୁଦ୍ଧ ଯାହାକି ଇଉରୋପ ମହାଦେଶରେ କେନ୍ଦ୍ରିଭୂତ ହୋଇଥିଲା ଏହା 28 ଜୁଲାଇ 1914ରେ ଆରମ୍ଭ ହୋଇ 11 ନଭେମ୍ବର 1918ରେ ଶେଷ ହୋଇଥିଲା ।ଏହି ଯୁଦ୍ଧରେ ଇଉରୋପର 70 ଅୟୁତ ରୁଅୟୁତରୁ ଅଧିକ ମିଲିଟାରୀ ସେନା ଭାଗ ନେଇଥିଲେ । ଏଥିରେ 9 ଅଯୁତ ସେନା ଓ 7 ଅଯୁତ ସାଧାରଣ ଜନତା ମୃତ୍ୟୁବରଣ କରିଥିଲେ । ଏହି ଇତିହାସର ଗୋଟିଏ ଭୟଙ୍କର ଯୁଦ୍ଧ ଥିଲା।ଏହି ଯୁଦ୍ଧରେ ବିଶ୍ଵର ଅର୍ଥନୈତିକ ମହାଶକ୍ତି ମାନେ ପରସ୍ପର ବିରୋଧରେ ମେଣ୍ଟ କରିଥିଲେ ।ଗୋଟେ ମେଣ୍ଟରେ ଥିଲେ ଇଂଲଣ୍ଡ ,ଫ୍ରାଣ୍ସ ଏବଂ ଋଷିଆ ଓ ସେମାଙ୍କ ବିରୋଧରେ ଥିଲେ ଜର୍ମାନୀ ଏବଂ ଅଷ୍ଟ୍ରିଆ ହଙ୍ଗେରୀ ଓ ଇଟାଲୀ । ଏଥିରେ ବହୁ କ୍ଷୟକ୍ଷତି ହୋଇଥିଲା ।
[[ଶ୍ରେଣୀ:ବିଶ୍ୱଯୁଦ୍ଧ]]