"ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଭାରତର ୯ଟି ଡାକ ମଣ୍ଡଳ: clean up, replaced: ପାକିସ୍ଥାନ → ପାକିସ୍ତାନ using AWB
ଟିକେ Bot: Automated text replacement (- କୁ +କୁ )
୪ କ ଧାଡ଼ି:
ଭାରତରେ ବ୍ୟବହୃତ ୬ଅଙ୍କ ମଧ୍ୟରୁ ବାମପଟର ୩ଟିଅଙ୍କ ମୁଖ୍ୟ ଅଞ୍ଚଳ ଓ ଡାହାଣପଟର ୩ଟିଅଙ୍କ ତତସଂଲଗ୍ନ କ୍ଷୁଦ୍ରାଞ୍ଚଳ ପାଇଁ ଉଦ୍ଧିଷ୍ଟ ।
ବାମପଟୁ ପ୍ରଥମ ଅଙ୍କଟି ଗୋଟିଏ ନିର୍ଦ୍ଧିଷ୍ଟ ଜୋନକୁ ଚିହ୍ନଟ କରିଥାଏ । ଭାରତର ସମସ୍ତ ଅଞ୍ଚଳକୁ ୯ଟି ଜୋନରେ ବିଭକ୍ତ କରାଯାଇଅଛି ।
ବାମପଟୁ ଦ୍ଵିତୀୟ ଅଙ୍କଟି ସବ-ଜୋନ କୁଜୋନକୁ ଚିହ୍ନଟ କରିଥାଏ ।
ବାମପଟୁ ତୃତୀୟ ଅଙ୍କଟି ବଣ୍ଟନ ହେବାକୁ ଥିବା ଜିଲ୍ଲାକୁ ଚିହ୍ନଟ କରିଥାଏ ।
ଅନ୍ୟ ତିନିଟି ଅଙ୍କ ନିର୍ଦ୍ଧିଷ୍ଟ ଡାକଘରଟିକୁ ଚିହ୍ନଟ କରିବାରେ ସାହାଯ୍ୟ କରେ ।