"ପୋଭିଡନ-ଆୟୋଡିନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Bot: Automated text replacement (- ରୁ +ରୁ )
୫୪ କ ଧାଡ଼ି:
<!-- ପାର୍ଶ୍ୱ ପ୍ରତିକ୍ରିୟା ଓ କାର୍ଯ୍ୟବିଧି -->
ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ ଉତ୍ତେଜନା ହୋଇପାରେ ।<!--<ref name=WHO2008/> --> ବଡ଼ ଖଣ୍ଡିଆରେ ଲଗେଇଲେ [[ବୃକ୍‌କ ସମସ୍ୟା]] ([[:en:kidney problems|kidney problems]]), [[ଅଧିକ ରକ୍ତ ସୋଡ଼ିଅମ]] ([[:en:high blood sodium|high blood sodium]]) ଓ [[ମେଟାବୋଲିକ ଏସିଡୋସିସ]] ([[:en:metabolic acidosis|metabolic acidosis]]) ହୋଇପାରେ ।<ref name=WHO2008/> [[ଲିଥିଅମ ଔଷଧ]] ନେଉଥିବା ଓ [[ଗର୍ଭାବସ୍ଥା]]ରେ ଥିବା ମହିଳାମାନେ ଏହା ନେବାକୁ ମନା କରାଯାଏ ।<!--<ref name=BNF69/> --> [[ଥାଇରଏଡ ସମସ୍ୟା]] ([[:en:thyroid problems|thyroid problems]]) ଥିଲେ ବାରମ୍ଭାର ଏହା ବ୍ୟବ‌ହାର କରିବାକୁ ସୁପାରିସ କରାଯାଏନାହିଁ ।<ref name=BNF69>{{cite book|title=British national formulary : BNF 69|date=2015|publisher=British Medical Association|isbn=9780857111562|page=840|edition=69}}</ref> ପୋଭିଡନ ଆୟୋଡିନ ଏକ ରାସାୟନିକ ଯୌଗିକ ([[:en:complex (chemistry)|chemical complex]]) ପଦାର୍ଥ ଯେଉଁଥିରେ [[ପୋଭିଡନ]] ([[:en:povidone|povidone]]) ଓ ଏଲିମେଣ୍ଟ [[ଆୟୋଡିନ]] ([[:en:iodine|iodine]]) ଥାଏ ।<!--<ref name=En2013/> --> ଏଥିରେ ୯% ରୁ ୧୧% ଆୟୋଡିନ ଥାଏ ।<ref name=En2013>{{cite book|title=Encyclopedia of polymer science and technology|date=2013|publisher=John Wiley & Sons|isbn=9780470073698|page=728|edition=3|url=https://books.google.ca/books?id=Vfh1AQAAQBAJ}}</ref> ଏହି ପଦାର୍ଥରୁ ଆୟୋଡିନ ନିର୍ଗତ ହୋଇ [[ଅଣୁଜୀବ]]ମାନଙ୍କୁ ([[:en:microorganisms|microorganisms]]) ମାରିଦିଏ ।<ref name=WHO2008/>
 
<!-- ଇତିହାସ ଓ ସଂସ୍କୃତି -->