"ପଞ୍ଜାବ, ଭାରତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Bot: Automated text replacement (- ଠାରେ +ଠାରେ )
୮୨ କ ଧାଡ଼ି:
[[File:Kabaddi.....JPG|left|thumb|[[Punjabi Kabaddi|କବାଡି (ବୃତ୍ତ ଶୈଳୀ)]]]]
[[File:LightsMohali.png|right|thumb|ପିସିଏ ଷ୍ଟାଡ଼ିୟମ, ଅଜିତଗଡ]]
[[Punjabi Kabaddi|କବାଡି (ବୃତ୍ତ ଶୈଳୀ)]], ପଞ୍ଜାବର ଗ୍ରାମାଞ୍ଚଳରୁ ଆରମ୍ଭ ହୋଇଥିବା ଏକ ଖେଳ, ଯାହା ପରେ ରାଜ୍ୟ ଖେଳର ସମ୍ମାନ ପାଇଥିଲା ।<ref>{{cite news|title=Circle Style Kabaddi in a new avatar - World-wide Kabaddi League|url=http://www.afaqs.com/news/company_briefs/?id=57212_Circle+Style+Kabaddi+in+a+new+avatar+-+World-wide+Kabaddi+League}}</ref><ref>{{cite news|title=Kabaddi player alleges Punjab Police pushed him into drugs|url=http://www.tribuneindia.com/news/sport/kabaddi-player-alleges-punjab-police-pushed-him-into-drugs/99617.html}}</ref> [[ହକି]] ମଧ୍ୟ ରାଜ୍ଯର ଏକ ଲୋକପ୍ରିୟ ଖେଳ ।<ref>{{cite news|title=Punjab women enter semifinals of National Hockey Championship|url=http://www.hindustantimes.com/chandigarh/punjab-women-enter-semifinals-of-national-hockey-championship/article1-1343137.aspx}}</ref> [[କିଲ୍ଲା ରାୟପୁର ଖେଳ ଉତ୍ସବ]],ଯାହା ଗ୍ରାମ ଅଲିମ୍ପିକ୍‌ସ ଭାବେ ଜଣାଶୁଣା, ବର୍ଷକେ ଥରେ ଲୁଧିଆନା ନିକଟରେ [[କିଲ୍ଲା ରାୟପୁର]] ଠାରେ ଅନିଷ୍ଠିତ ହୁଏ । ଏଠାରେ ମୁଖ୍ୟତଃ ପଞ୍ଜାବୀ ଗ୍ରାମାଞ୍ଚଳ ଖେଳ ଅନୁଷ୍ଠିତ ହୁଏ, ଯଥା; ବଳଦ ଟଣା, ଦୁଡି ଭିଦା, ପ୍ରଭୃତି । ପଞ୍ଜାବ ସରକାର [[ବିଶ୍ୱ କବାଡି ଲିଗ]]ର ଆୟୋଜନ କର୍ତ୍ତା ।<ref>{{cite news|title=World Kabaddi League announces team franchise names and logos|url=http://www.firstpost.com/sports/world-kabaddi-league-announces-team-franchise-names-logos-1634393.html}}</ref><ref>{{cite news|title=the World Kabaddi League (WKL) was launched with the promoters — Punjab Deputy Chief Minister Sukhbir Singh Badal is the president of the league while former India hockey captain Pargat Singh is the league commissioner — unveiling the eight teams, their owners and marquee players.|url=http://www.thehindu.com/sport/other-sports/world-kabaddi-league-launched/article6246251.ece}}</ref> ଏଥିରେ [[ଆର୍ଜେଣ୍ଟିନା]], [[କାନାଡା]], ଡେନମାର୍କ]], [[ଇଂଲଣ୍ଡ]], [[ଭାରତ]], [[କେନିଆ]], [[ପାକିସ୍ତାନ]], [[ସ୍କଟଲ୍ୟାଣ୍ଡ]], [[ସିଏରା ଲିଓନ୍]], [[ସ୍ପେନ]] ଓ [[ଆମେରିକା]], ପ୍ରଭୃତି ଦେଶ ଅଂଶଗ୍ରହଣ କରିଥିଲେ ।
 
ପଞ୍ଜାବରେ ମଧ୍ୟ [[ଗୁରୁ ଗୋବିନ୍ଦ ସିଂହ ଷ୍ଟାଡ଼ିୟମ]], [[ଗୁରୁ ନାନ‌କ ଷ୍ତାଡ଼ିୟମ]], [[ପଞ୍ଜାବ କ୍ରିକେଟ ଆସୋସିଏସନ ଆଇ ଏସ୍ ବିନ୍ଦ୍ରା ଷ୍ଟାଡ଼ିୟମ]], [[ଆନ୍ତର୍ଜାତୀୟ ହକି ଷ୍ଟାଡ଼ିୟମ]], [[ଗାନ୍ଧି ସ୍ପୋର୍ଟ୍‌ସ କମ୍ପ୍ଲେକ୍ସ ଷ୍ଟାଡ଼ିୟମ]] ଓ [[ସୁରଜିତ ହକି ଷ୍ଟାଡ଼ିୟମ]], ପ୍ରଭୃତି ରହିଛି ।
୯୫ କ ଧାଡ଼ି:
ପଞ୍ଜାବରେ ପର୍ଯ୍ୟଟନ କ‌ହିଲେ, ଐତିହାସିକ ପ୍ରାସାଦ, ଯୁଦ୍ଧ କ୍ଷେତ୍ର, ଶିଖ ନିର୍ମାଣ ପ୍ରଭୃତିକୁ ବୁଝାଏ ।<ref>{{cite news|title=World Heritage Day: 8 places to visit in Punjab|url=http://www.hindustantimes.com/chandigarh/world-heritage-day-places-to-visit-in-punjab/article1-1338517.aspx}}</ref> ଉଦାହରଣ ସ୍ୱରୂପ [[ସିନ୍ଧୁ ଉପତ୍ୟାକା ସଭ୍ୟତା]]ର ବିଭିନ୍ନ ସ୍ଥାନ, [[ବାଥିଣ୍ଡ]]ର ଦୁର୍ଗ, [[କାପୁରଥାଲା]], [[ପଟିଆଲା]] ଓ [[ଚଣ୍ରଡିଗଡ]]ର କୀର୍ତ୍ତି, ଓ ଆଧୁନିକ ରାଜଧାନୀ [[ଲି କୋର୍ବୁସିଅର]] ।<ref>[http://www.mapsofindia.com/stateprofiles/punjab/ Punjab]. Mapsofindia.com. Retrieved on 2012-01-18.</ref>
ଅମୃତସରର ହରମନ୍ଦିର ସାହିବ ମନ୍ଦିର ବା ସ୍ୱର୍ଣ୍ଣ ମନ୍ଦିର ପର୍ଯ୍ୟଟନର ମୁଖ୍ୟ ଆକର୍ଷଣ ।୨୦୦୮ର [[ଲୋନ୍ଲି ପ୍ଲାନେଟ]]ର ବ୍ଲୁ ଲିଷ୍ଟ ହରମନ୍ଦିର ସାହିବ ମନ୍ଦିରକୁ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିଲା ।<ref>[http://web.archive.org/web/20080202051110/http://www.ptinews.com/pti/ptisite.nsf/0/03d3a18aa4bdceae6525738e00199bff?OpenDocument Lonely Planet tips Mumbai as a must-see destination in 2008]. ptinews.com. 9 November 2007</ref> ଅଧିକନ୍ତୁ ଏଠାରେ ବିଦେଶୀ ହୋଟେଲମାନ ବ‌ହୁତ ଶିଘ୍ର ସେମାନଙ୍କ ହୋଟେଲ ରାତି ରହଣି ପାଇଁ ଖୋଲୁଛନ୍ତି ।
ଅନ୍ୟ ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ହେଉଛି ଧାର୍ମିକ ଓ ଐତିହାସିକ ସ‌ହର ଶ୍ରୀ [[ଆନନ୍ଦପୁର ସାହିବ]], ଯେଉଁଠିକୁ ବ‌ହୁ ପର୍ଯ୍ୟଟକ [[ବୀରାସତ-ଇ-ଖାଲ୍‌ସା]] ଓ [[ହୋଲା ମୋହଲା]] ଉତ୍ସବରେ ଯୋଗ ଦେବା ପାଇଁ ଆସନ୍ତି । ଲୁଧିଆନା ନିକଟରେ [[କିଲ୍ଲା ରାୟପୁର]] ଠାରେ କିଲ୍ଲା ଋୟପୁର ଖେଳ ଉତ୍ସବ ପାଇଁ ଆସନ୍ତି ।<ref>{{cite news|title=Pictures displayed at media centre attract visitors to 'Kila Raipur' games|url=http://www.hindustantimes.com/ludhiana/pictures-displayed-at-media-centre-attract-visitors-to-kila-raipur-games/article1-1179480.aspx}}</ref><ref>{{cite news|title=Kila Raipur sports festival begins today|url=http://indianexpress.com/article/cities/ludhiana/kila-raipur-sports-festival-begins-today/}}</ref><ref>{{cite news|title=Kila Raipur sports festival concludes|url=http://www.tribuneindia.com/news/punjab/community/kila-raipur-sports-festival-concludes/36826.html}}</ref> [[ପଠାଙ୍କୋଟ]]ର ଶାହପୁର କାଣ୍ଡି ଦୁର୍ଗ, ରଣଜିତ ସାଗର ହ୍ରଦ ଓ ମୁକ୍ତସାର ମନ୍ଦିର ମଧ୍ୟ ଲୋକପ୍ରିୟ ସ୍ଥାନ ।
 
== ଆଧାର ==