"ନାଗରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Bot: Automated text replacement (- ରୁ +ରୁ )
୧ କ ଧାଡ଼ି:
{{Infobox instrument|name=ନାଗରା|image=Dhumasa (Nagara).JPG|background=ପର୍କ୍ୟୁସନ|names=ଢୁମୁସା|classification=ପର୍କ୍ୟୁସନ|inventors=|related=|musicians=|builders=|developed=ପୁରାତନ|range=|articles=|image_capt=|hornbostel_sachs=|hornbostel_sachs_desc=}}'''''ନାଗରା''''' ଏକ ମଧ୍ୟ ପୂର୍ବ [[ବାଦ୍ୟ ଯନ୍ତ୍ର|ବାଦ୍ୟଯନ୍ତ୍ର]] । ଏହାର ଗୋଲ ପଛ ଓ ସମାନ ମୁଣ୍ଡି ଥାଏ । ଏହା ସାଧାରଣତଃ ଯୋଡ଼ା ବଜାଯାଏ । ଏଥିପାଇଁ ଏହାକୁ '''ଯୋଡ଼ିନାଗରା '''ମଧ୍ୟ କୁହାଯାଏ । ଏହା ବାକିସ୍ଥାନରେ ଏକ ଝିଲ୍ଲିବାଜା କେଟଲି ବାଜା ପ୍ରକାରର ହୋଇଥିଲେ ହେଁ କେବଳ [[ଓଡ଼ିଶା]]ରେ ଏକ ଗୋଲାକାର ।<ref name="(India)1967">{{cite book|author=Orissa (India)|title=Orissa District Gazetteers: Balangir|url=https://books.google.com/books?id=5CtuAAAAMAAJ|year=1967|publisher=Superintendent, Orissa Government Press}}</ref><ref name="Barthakur2003">{{cite book|author=Dilip Ranjan Barthakur|title=The Music and Musical Instruments of North Eastern India|url=https://books.google.com/books?id=oP4vH-4oSEcC&pg=PA103|year=2003|publisher=Mittal Publications|isbn=978-81-7099-881-5|pages=103–}}</ref> ଓଡ଼ିଶାରେ ବିଭିନ୍ନ ପାରମ୍ପାରିକ ଲୋକନୃତ୍ୟ [[ଛଉ ନାଚ|ଛଉ]], [[ପାଇକ]] ଓ [[ନାଗା ନାଟ]]ରେ [[ଧୁମସା]], [[ଢୋଲ]], [[ପଖଉଜ]] ଆଦି ସହ ନାଗରା ମଧ୍ୟ ବାଜିଥାଏ ।<ref name="Dāśa1991">{{cite book|author=Kuñjabihāri Dāśa|title=Folklore of Orissa|url=https://books.google.com/books?id=1VpiAAAAMAAJ|year=1991|publisher=Orissa Sahitya Akademi}}</ref>
 
ଆରବିକ '''ନକ୍କରା''' ('''''naqqāra,''''' '''نقاره'''), ବା نقارات ନକ୍କରତ ''naqqarat'', ନଗ୍ଗାରା'' naqqarah'', ନଗ୍ଗାରେ ''naqqåre'', ନକ୍କାରେ ''nakkare'', ନଗ୍ଗୋରା ''nagora'' ଆଦି ଆରବିକ ଶବ୍ଦ ''ନକ୍କର'' ''naqr'' ରୁ ଆନୀତ । ଏହାର ଅର୍ଥ "ବଜାଇବା" ।
 
ଏହି ବାଦ୍ୟ ଇଉରୋପରେ ଆହରିତ ହୋଇ କ୍ରୁସେଡ଼ ସମୟରେ ବଜାଯାଉଥିଲା । ସେ ସମୟରୁ ଏହା '''ନାକାଇର''' '''naccaire''' ବା '''ନାକେର''' '''naker''' ନାମରେ ନାମିତ ।
"https://or.wikipedia.org/wiki/ନାଗରା"ରୁ ଅଣାଯାଇଅଛି