"ନଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଠାରେ +ଠାରେ )
୧ କ ଧାଡ଼ି:
ନଦୀ ହେଉଛି ଏକ ସ୍ଵତ ପ୍ରବାହିତ ଜଳବାହକ ,ଯେଉଁଥିରେ ସାଧାରଣତଃ ମିଠାଜଳ, ସମୁଦ୍ର କିମ୍ବା ଆଉ ଏକ ନଦୀରେ ଯାଇ ମିଶିଥାଏ ।ବେଳେ ବେଳେ ନଦୀ ଭୂମି ଭିତରେ ପ୍ରବାହିତ ହୋଇ ବସି ଯାଇଥାଏ । ନଦୀର କୌଣସି ପ୍ରକୃତ ସଂଜ୍ଞା ନଥାଏ । ଭୌଗଳିକ ଅବସ୍ଥିତି ନେଇ ଛୋଟ ଛୋଟ ନଦୀର ନାମ କାରଣ କର ଯାଇଥାଏ । ଉଦାହରଣ ସ୍ୱରୂପ ''ରନ'' ଆମେରିକାରେ , ''ବର୍ନ'' ସ୍କଟଲାଣ୍ଡରେ,''ବେକ'' ଉତ୍ତର ଇଂଲଣ୍ଡ ଠାରେଇଂଲଣ୍ଡଠାରେ । ନଦୀ [[ଜଳଚକ୍ର]]ର ଏକ ଅଂଶ ଅଟେ ।
ନଦୀ ସମ୍ପର୍କିତ ବୈଜ୍ଞାନିକ ଅଧ୍ୟୟନକୁ ''patamology'' କୁହାଯାଏ ।
== ଭୂମିରୁପ ==
"https://or.wikipedia.org/wiki/ନଦୀ"ରୁ ଅଣାଯାଇଅଛି