"ଧର୍ମ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- ର +ର ) |
ଟିକେ Bot: Automated text replacement (- କୁ +କୁ ) |
||
୧୪ କ ଧାଡ଼ି:
ଧାର୍ମିକ ଅନୁସନ୍ଧାନ ହେଉଛି ମାନବର ପ୍ରାରମ୍ଭିକ ବୌଦ୍ଧିକ ଅନୁସନ୍ଧାନ ଏବଂ ସଂଗଠିତ ଧର୍ମ ହେଉଛି ମନୁଷ୍ୟ ଦ୍ଵାରା ଗଠିତ ହେଇଥିବା ବୋଧହୁଏ ସର୍ବ ପ୍ରଥମ ସମାଜିକ ସଂସ୍ଥା । ଧର୍ମ ମାନବ ସମାଜ ଉପରେ ପ୍ରବଳ ପ୍ରଭାବ ବିସ୍ତାର କରି ଆସିଛି ଏବଂ ଧର୍ମ ହିଁ ଇତିହାସ ପାଇଁ ରହିଆସିଛି ଏକ ପ୍ରବଳ ଉତପ୍ରେରକ ଶକ୍ତି ରୂପେ । ପ୍ରତ୍ୟେକ ସଂଗଠିତ ସମାଜରେ ରହିଛନ୍ତି ଧର୍ମତ୍ୟାଗୀ, ଧର୍ମବିରାଗୀ ଏବଂ ଅପଧର୍ମୀ ବ୍ୟକ୍ତିମାନେ । ସେମାନଙ୍କ ମଧ୍ୟରେ ବିବାଦ ତଥା ସଂଘର୍ଷ ଉପୁଜିବା କାରଣରୁ ମୂଳ ଧାର୍ମିକ ଗୋଷ୍ଠୀରେ ନୂଆନୂଆ ଉପଗୋଷ୍ଠୀମାନ ଜନ୍ମ ନେଇଛି ।
ମଣିଷର ଅନ୍ତରତମ ପ୍ରଦେଶକୁ ପ୍ରବେଶ କରି ଅନୁସନ୍ଧାନ କରିବା, ତାର ଆକଂକ୍ଷା ଏବଂ ସମ୍ଭାବିତ ସମ୍ଭାବନାକୁ ଅନ୍ଵେଷଣ କରିବା , ବ୍ୟକ୍ତି ଓ
== Bibliography ==
<div class="references-small">
|