"ଦ୍ୱିତୀୟ ବିଶ୍ୱଯୁଦ୍ଧ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
୨୧ କ ଧାଡ଼ି:
|commander1 = '''ପ୍ରମୁଖ ମିତ୍ରଶକ୍ତି ନେତା'''
{{flagicon|Soviet Union|1923|size=22px}} [[ଜୋସେଫ ଷ୍ଟାଲିନ]]
{{flagicon|United States|1912|size=22px}} [[ଫ୍ରାଙ୍କଲିନ ଡ଼ି ରୁଜଭେଲ୍ଟ]]
{{flagicon|United Kingdom|size=22px}} [[ୱିନଷ୍ଟନ ଚର୍ଚ୍ଚିଲ]]
{{flagicon|Republic of China (1912–1949)|size=22px}} [[ଚିଆଙ୍ଗ କାଇ-ଶେକ]]
|commander2 = '''ପ୍ରମୁଖ କେନ୍ଦ୍ରଶକ୍ତି ନେତା'''
{{flagicon|Nazi Germany|size=22px}} [[ଆଡ଼ୋଲ୍ଫ ହିଟଲର]]
{{flagicon|Empire of Japan|size=22px}} [[ହିରୋହିତୋ]]
{{flagicon|Kingdom of Italy|size=22px}} [[ବେନିତୋ ମୁସୋଲିନୀ]]
|casualties1 = '''ସାମରିକ ମୃତ୍ୟୁ:'''
୧୬,୦୦୦,୦୦୦ ରୁ୦୦୦ରୁ ଊର୍ଦ୍ଧ୍ୱ
'''ନାଗରିକ ମୃତ୍ୟୁ:'''
୪୫,୦୦୦,୦୦୦ ରୁ୦୦୦ରୁ ଊର୍ଦ୍ଧ୍ୱ
'''ମୋଟ ମୃତ୍ୟୁ:'''
୬୧,୦୦୦,୦୦୦ ରୁ୦୦୦ରୁ ଊର୍ଦ୍ଧ୍ୱ (୧୯୩୭–୪୫)
[[ଦ୍ୱିତୀୟ ବିଶ୍ୱଯୁଦ୍ଧ ମୃତାହତ|...''ଅଧିକ ତଥ୍ୟ'']]
|casualties2 = '''ସାମରିକ ମୃତ୍ୟୁ:'''
୮,୦୦୦,୦୦୦ ରୁ୦୦୦ରୁ ଊର୍ଦ୍ଧ୍ୱ
'''ନାଗରିକ ମୃତ୍ୟୁ:'''
୪,୦୦୦,୦୦୦ ରୁ୦୦୦ରୁ ଊର୍ଦ୍ଧ୍ୱ
'''ମୋଟ ମୃତ୍ୟୁ:'''
୧୨,୦୦୦,୦୦୦ ରୁ୦୦୦ରୁ ଊର୍ଦ୍ଧ୍ୱ (୧୯୩୭–୪୫)
[[ଦ୍ୱିତୀୟ ବିଶ୍ୱଯୁଦ୍ଧ ମୃତାହତ|...''ଅଧିକ ତଥ୍ୟ'']]
|campaignbox=

ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ ରୁ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତି ମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋ‍ଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତି କୁଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ [[ହଲୋକାଉଷ୍ଟ]] ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା<ref>{{cite book |title=War, Violence, and Population: Making the Body Count |author=James A. Tyner |page=49 |date=March 3, 2009 |publisher=The Guilford Press; 1 edition |isbn=1-6062-3038-7}}</ref> ଓ ଏଥିରେ ୫ ରୁ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ । <ref name="Sommerville 2008 5">{{Harvnb|Sommerville|2011|p=5}}.</ref>
==କାଳକ୍ରମ==
==ପୃଷ୍ଠଭୂମି==