"ଦେବଯାନୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- କୁ +କୁ )
୧୮ କ ଧାଡ଼ି:
}}
 
'''ଦେବଯାନୀ ଦେଘୁରିଆ''' ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।<ref>{{cite web|title=Real Life Images of Debjani Deghuri Odia Actress|url=http://www.bestodisha.in/2013/10/real-life-images-of-debjani-deghuria.html|publisher=BestOdisha.In|accessdate=6 April 2017}}</ref> ସେ ଓଡ଼ିଆ ଚଳଚ୍ଚିତ୍ର [[ରଙ୍ଗିଲା ଟୋକା]]ରେ ପ୍ରଥମ କରି ନାୟିକା ଭାବରେ ଅଭିନୟ କରିଥିଲେ ।<ref>{{cite news|title=ଦେବଯାନୀଙ୍କ ନୂଆ ଓଡିଆ ସିନେମା “ଅଜାତଶତ୍ରୁ” ଖୁବ ଶୀଘ୍ର ପରଦା କୁପରଦାକୁ ଆସୁଛି|url=http://enewsodia.com/debjani-new-odia-movie/|accessdate=29 August 2017|newspaper=E News ଓଡ଼ିଆ|date=12 July 2017}}</ref> ଏହା ପୂର୍ବରୁ ଦେବାଯାନୀ କିଛି ଓଡ଼ିଆ ଚଳଚ୍ଚିତ୍ରରେ ସ‌ହକାରୀ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । [[ଆଇ ଲଭ୍ ମାଇଁ ଇଣ୍ଡିଆ]] ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିବା ଦେବଯାନୀ [[ପାଗଳ ପ୍ରେମୀ]], [[ତୋ ବିନା ମୋ କାହାଣୀ ଅଧା]], [[ରସିକ ନାଗର]], [[ଲାଲ ଟୁକୁ ଟୁକୁ ସାଧବ ବୋହୂ]], [[ଡନ୍]] ଆଦି ଚଳଚ୍ଚିତ୍ରରେ ସ‌ହକାରୀ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୧୨ରେ ରଙ୍ଗିଲା ଟୋକା ଚଳଚ୍ଚିତ୍ରରେ ସେ ଶୀର୍ଷ ନାୟିକା ଭାବରେ ଅଭିନୟ କରିଥିଲେ । ଏହା ପରେ ସେ [[ଚାନ୍ଦ ନା ତମେ ତାରା]], [[ସଲାମ ସିନେମା]], [[ଖାସ୍ ତୁମରି ପାଇଁ]] ଭଳି ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ ।
 
==ପ୍ରାରମ୍ଭିକ ଜୀବନ==
"https://or.wikipedia.org/wiki/ଦେବଯାନୀ"ରୁ ଅଣାଯାଇଅଛି