"ଦୃଷ୍ଟିହାନି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଟିକେ Bot: Automated text replacement (- ରୁ +ରୁ )
 
୨୬ କ ଧାଡ଼ି:
 
<!-- ରୋଗାନୁଶୀଳନ ଓ ସମାଜ -->
ସନ ୨୦୧୨ର ଏକ ଆକଳନ ଅନୁସାରେ ପୃଥିବୀରେ ଦୃଷ୍ଟି ଅସୁବିଧା ଥିବା ୨୮୫ ନିୟୁତ ଲୋକଙ୍କ ମଧ୍ୟରେ ୨୪୬ ନିୟୁତ ନମ୍ନ ଦୃଷ୍ଟି ସମ୍ପନ୍ନ ଲୋକ ଓ ୩୯ ନିୟୁତ ଅନ୍ଧ ଥିଲେ । <ref name=WHO2014/> ଏହି ଲୋକଙ୍କ ମଧ୍ୟରୁ ଅଧିକାଂଶ ବିକାଶଶୀଳ ଦେଶର ଲୋକର ବାସିନ୍ଦା ଓ ବୟସ ୫୦ ରୁ୫୦ରୁ ଉର୍ଦ୍ଧ୍ୱ । <ref name=WHO2014>{{cite web|title=Visual impairment and blindness Fact Sheet N°282|url=http://www.who.int/mediacentre/factsheets/fs282/en/|accessdate=23 May 2015|date=August 2014}}</ref> ସନ ୧୯୯୦ ଅପେକ୍ଷା ଦୃଷ୍ଟିହାନି ହାର କମୁଛି । <ref name=WHO2014/> ଚିକିତ୍ସା ଖର୍ଚ୍ଚ ଓ କର୍ମ ଅପାରଗତା ଯୋଗୁ ଦୃଷ୍ଟିହାନି ଥିବା ଲୋକର ଅର୍ଥନୈତିକ ଖର୍ଚ୍ଚ ବଢ଼ିଯାଏ । <ref>{{cite journal|last1=Rein|first1=DB|title=Vision problems are a leading source of modifiable health expenditures.|journal=Investigative Ophthalmology & Visual Science|date=13 December 2013|volume=54|issue=14|pages=ORSF18-22|pmid=24335062|doi=10.1167/iovs.13-12818}}</ref>
 
== ଆଧାର ==