"ଦାରିଦ୍ର୍ୟ ରୋଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Wikipedia python library
ଟିକେ Bot: Automated text replacement (- ରୁ +ରୁ )
୨ କ ଧାଡ଼ି:
କେତେକ ରୋଗ, [[ବିକଳାଙ୍ଗ]]ତା ଓ ସ୍ଵାସ୍ଥ୍ୟ ସମସ୍ୟା ଯାହା ଧନୀ ଲୋକଙ୍କଠାରେ ନ ହୋଇ କେବଳ ଗରୀବ ଲୋକଙ୍କଠାରେ ଦେଖାଯାଏ ସେଗୁଡିକର ସମଷ୍ଟିକୁ ଦାରିଦ୍ର୍ୟ ରୋଗ କୁହାଯାଏ । ଅନେକ କ୍ଷେତ୍ରରେ ଦାରିଦ୍ର୍ୟକୁ ଅନେକ ରୋଗର ସଙ୍କଟଦାୟୀ ଅବସ୍ଥା ବୋଲି ଧରାଯାଏ, ଯାହା ଅର୍ଥନୈତିକ ବିକାଶ ତଥା ଦାରିଦ୍ର୍ୟ ଦୂରିକରଣର ପ୍ରଧାନ ବାଧା କାରକ ରୁପେ ବିବେଚନା କରଯାଏ । ଅପପୁଷ୍ଟିରେ ଦାରିଦ୍ର୍ୟ ସର୍ବବ୍ୟାପି ଥାଏ<ref name= primary>Singh, A. R., & Singh, S. A. (2008). Diseases of Poverty and Lifestyle, Well-Being and Human Development. Mens Sana Monographs, 6(1), 187-225.</ref> ।
== ସହାୟତାକାରୀ ଉପାଦାନ ==
=== ଅପମିଶ୍ରିତ ଜଳ ଯୋଗାଣ ===
ପ୍ରତ୍ୟେକ ବର୍ଷ ପରିସ୍କାର ପାନୀୟ ଜଳ ଉପଲବ୍ଧ ନ ହେବା ଏବଂ ଦୁର୍ବଳ ଶୌଚ ବ୍ୟବସ୍ଥା ଯୋଗୁ ଅନେକ ଶିଶୁ ଓ ବୟପ୍ରାପ୍ତ ଲୋକ ମୃତ୍ୟୁ ବରଣ କରନ୍ତି । କେବଳ ପାନୀୟ ଜଳ ଯୋଗୁ ଅନେକ ରୋଗ ବ୍ୟାପେ । ଏଥି ନିମନ୍ତେ ମିଲେନି ୟୁନିସେଫ ହିସାବ ଅନୁସାରେ ପୃଥିବୀରେ ଦୈନିକ ୩୦୦୦ ଶିଶୁ ମରୁଛନ୍ତି<ref name= unicef>http://www.unicefusa.org/work/water/</ref> । ମିଲେନିୟମ ଡେଭଲପମେଣ୍ଟ ଗୋଲ ଦ୍ଵାରା ଅର୍ଦ୍ଧାଧିକ ସ୍ଥାନରେ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇଥିଲେ ମଧ୍ୟ ଅଦ୍ୟାପି ୭୮୩ ନିୟୁତ ଲୋକ ପାନୀୟ ଜଳ ପାଇ ପାରୁ ନାହାନ୍ତି । ପାନୀୟ ଜଳ ଏକ ମୌଳିକ ମାନବ ଅଧିକାର । ସରକାରଙ୍କର ଉନ୍ନତ ଜଳ ଯୋଗାଣ ଏକ କର୍ତ୍ତବ୍ୟ<ref name= water1>Singh, Nandita, Per Wickenberg, Karsten Åström, and Håkan Hydén. 2012. "Accessing water through a rights-based approach: problems and prospects regarding children." Water Policy 14, no. 2: 298-318.</ref> । ମହିଳା ଓ କନ୍ୟାମାନେ ଦୂରବର୍ତ୍ତୀ ଇଲାକାକୁ ଯାଇ ଜଳ ବୋହି ଆଣୁ ଥିବାରୁ ସେମାନଙ୍କର ଶିକ୍ଷା କ୍ଷତିଗ୍ରସ୍ତ ହୁଏ <ref>Access to Clean Water and Sanitation Pose 21st-Century Challenge for Millions. JAMA. 2004;292(3):318-320. doi:10.1001/jama.292.3.318.</ref> । ରନ୍ଧନ, ପରିଛନ୍ନତା ଓ ଲୁଗା ସଫା ନିମନ୍ତେ ପରିସ୍କାର ଜଳ ଅପରିହାର୍ଯ୍ୟ <ref>Mintz, E., Reiff, F., & Tauxe, R. (1995). Safe water treatment and storage in the home. A practical new strategy to prevent waterborne disease. JAMA: The Journal Of The American Medical Association, 273(12), 948-953.</ref>।
୮ କ ଧାଡ଼ି:
ମ୍ୟାଲେରିଆ, ବିଭିନ୍ନ ପରଜୀବି ରୋଗ ଓ ସିସ୍ଟୋସୋମିଆ ଭଳି ଦାରିଦ୍ର୍ୟ ରୋଗ ଅପମିଶ୍ରିତ ଜଳ ଓ ନିଅଣ୍ଟିଆ ସ୍ଵାସ୍ଥ୍ୟରକ୍ଷା ବ୍ୟବସ୍ଥା ଯୋଗୁ ବ୍ୟାପେ<ref>{{cite web |author= |title=Common water and sanitation-related diseases |year=2005 |work= |publisher=UNICEF |url=http://www.unicef.org/wash/index_wes_related.html}}</ref> ଏହି ସଂକ୍ରମଣ ଯୋଗୁ ଏଚ୍.ଆଇ.ଭି. ବୃଦ୍ଧି ପ୍ରାପ୍ତ ହୁଏ । ଅଧିକାଂଶ ପାଇପ୍ ଜଳ ଭୂମି ଉପରେ ଥିବା ଜଳ ସହ ମିଶି ଅସ୍ଵାସ୍ଥ୍ୟକର ହୁଏ । ଏଣୁ ଘର ଭିତରେ ଜଳ ଉତ୍ସ ସୃଷ୍ଟି କରିବା ଆବଶ୍ୟକ<ref>{{cite web |author= |title=Common water and sanitation-related diseases |year=2005 |work= |publisher=UNICEF |url=http://www.unicef.org/wash/index_wes_related.html}}</ref>
=== ଅପପୁଷ୍ଟି ===
ଆଫ୍ରିକାର ସାହାରା ଅଞ୍ଚଳରେ ୫ବର୍ଷ ବୟସ ତଳେ ଥିବା ୩୫% ରୁ ଉର୍ଦ୍ଧ୍ଵ ପିଲାମାନଙ୍କ ଦେହରେ ଅପପୁଷ୍ଟି ଲକ୍ଷଣ ଦୃଷ୍ଟି ଗୋଚର ହୁଏ<ref name=Piwoz00>{{cite web |author=Piwoz, Ellen G.; Preble, Elizabeth A. |title=HIV/AIDS and Nutrition: A Review of the Literature and Recommendations for Nutritional Care and Support in Sub-Saharan Africa |date=December 2000 |publisher=Academy for Educational Development |location=Washington DC |url=http://www.dec.org/pdf_docs/PNACK673.pdf |id=PN-ACK-673 |format=PDF}}</ref> । ଅପପୁଷ୍ଟି, ଇମ୍ମ୍ୟୁନ ସିସ୍ଟମ ଓ ସଂକ୍ରାମକ ରୋଗ ଚକ୍ରାକାରରେ କାମ କରନ୍ତି, ସଂକ୍ରାମକ ରୋଗ ଶରୀର ପୁଷ୍ଟି ଉପରେ ପ୍ରଭାବ ପକାନ୍ତି, ଯାହା ଇମ୍ମ୍ୟୁନ ସିସ୍ଟମକୁ ଦୂର୍ବଳ କରିଦିଏ । ଏଣୁ ସଂକ୍ରାମକ ରୋଗ ସୃଷ୍ଟି ହୁଏ । ମାକ୍ରୋ ଓ ମାଇକ୍ରୋ ପୋଷକ, ଉଭୟର ଅଭାବରେ ଇମ୍ମ୍ୟୁନିଟି ଦୂର୍ବଳ ହୋଇଯାଏ । ଏହା ଦ୍ଵାରା ଏଚ୍.ଆଇ.ଭି. ସଂକ୍ରମଣ ସଂକଟ ଅଧିକ ହୁଏ ଓ ମା ଠାରୁ ଶିଶୁକୁ ଓ ଯୌନ ସମ୍ଭୋଗ ଦ୍ଵାରା ଏଚ୍.ଆଇ.ଭି ସଂକ୍ରମିତ ହୁଏ<ref>{{cite journal |author=Friis H, Michaelsen KF |title=Micronutrients and HIV infection: a review |journal=Eur J Clin Nutr |volume=52 |issue=3 |pages=157–63 |year=1998 |month=March |pmid=9537299 |doi=10.1038/sj.ejcn.1600546 }}</ref> । ଆନିମିଆ ରୋଗ ହେଲେ ଜନ୍ମ ପଥରେ ଭାଇରସ୍ ଜାତ ହୁଅନ୍ତି ଓ ଶିଶୁ ଦେହକୁ ଚାଲି ଯାଆନ୍ତି<ref>{{cite journal |author=John GC |title=Genital shedding of human immunodeficiency virus type 1 DNA during pregnancy: association with immunosuppression, abnormal cervical or vaginal discharge, and severe vitamin A deficiency |journal=J. Infect. Dis. |volume=175 |issue=1 |pages=57–62 |year=1997 |month=January |pmid=8985196 |url=http://www.jid.oxfordjournals.org/cgi/pmidlookup?view=long&pmid=8985196 |author-separator=, |author2=Nduati RW |author3=Mbori-Ngacha D |display-authors=3 |doi=10.1093/infdis/175.1.57 |last4=Overbaugh |first4=J |last5=Welch |first5=M |last6=Richardson |first6=BA |last7=Ndinya-Achola |first7=J |last8=Bwayo |first8=J |last9=Krieger |first9=J}}</ref> । ଉପଯୁକ୍ତ ପୋଷକ ଅଭାବ ହେଲେ ଶରୀରରେ ରୋଗ ନିରୋଧ ଶକ୍ତି ଅଭାବ ହୁଏ । ଏଚ୍.ଆଇ.ଭି. ଯୋଗୁ କେତେକ ହର୍ମୋନ୍ ସୃଷ୍ଟି ହେବାରେ ବାଧା ପ୍ରାପ୍ତ ହୁଏ ଓ ସେଥି ଯୋଗୁ ଶ୍ଵେତ ସାର, ପୁଷ୍ଟି ସାର ଓ ଚର୍ବି ଜାତୀୟ ସାରମାନଙ୍କର ବିପାକ ବା ମେଟାବୋଲିଜ୍ମ(Metabolism) ବାଧା ପ୍ରାପ୍ତ ହୁଏ ।
ଆମେରିକା ଭଳି ଦେଶରେ ମଧ୍ୟ ୧୧.୧ % ଲୋକ ଖାଦ୍ୟ ସଂକଟରେ ଅଛନ୍ତି<ref name=food>Chilton, M. (2009). A Rights-Based Approach to Food Insecurity in the United States. American Journal Of Public Health, 99(7), 1203.</ref> । ଲାଟିନ ଆମେରିକା ଓ କ୍ୟାରିବିଆନ୍ ଦେଶମାନଙ୍କରେ ୧୦% ଲୋକଙ୍କର ଖାଦ୍ୟାଭାବ ଓ ଅପପୁଷ୍ଟି ଅଛି<ref name=hunger>Freeing Latin America and the Caribbean from hunger http://www.fao.org</ref> ।
=== ସ୍ଵାସ୍ଥ୍ୟ ଯତ୍ନର ଅଭାବ ===
୩୪ କ ଧାଡ଼ି:
* [[ସିସ୍ଟୋସୋମିଆସିସ୍]]
* [[ଟ୍ରାଇକୋମୋନିଆସିସ୍]]
ଏହି ରୋଗମାନଙ୍କ ଚିକିତ୍ସା ନିମନ୍ତେ ୨୫ ବର୍ଷ ମଧ୍ୟରେ(୧୯୭୫ ରୁ୧୯୭୫ରୁ ୧୯୯୯) କେବଳ ୧୩ ଟି ଔଷଧ ଏହି ରୋଗମାନଙ୍କ ନିମନ୍ତେ ଆବିଷ୍କୃତ ହୋଇଥିଲା । ୨୦ ଟି ଗବେଷଣା ରତ ଔଷଧ କମ୍ପାନୀ ମଧ୍ୟରୁ କେବଳ ୨ ଟି କମ୍ପାନୀ ଏହି ଦିଗରେ ଗବେଷଣା କରୁଥିଲେ ।
==== ଟ୍ରାଇକୋମୋନିଆସିସ୍ ====
୪୧ କ ଧାଡ଼ି:
ଚିକିତ୍ସା ଶାସ୍ତ୍ରର ଉନ୍ନତି ଯୋଗୁ ୩ ଟି ରୋଗକୁ ଆପାତତଃ ଅବହେଳିତ ରୋଗ ହିସାବରେ ଧରାଯାଉଛି ।
=== ମ୍ୟାଲେରିଆ ===
ପୃଥିବୀରେ ଦେଖାଯାଉଥିବା ୩୦୦ ରୁ୩୦୦ରୁ ୫୦୦ ମ୍ୟାଲେରିଆ ରୋଗୀଙ୍କ ମଧ୍ୟରୁ ଅଧିକାଂଶ (୮୦ %) ଆଫ୍ରିକାରେ ଦେଖା ଯାଆନ୍ତି<ref name= malaria>Crosse, M. (2005). Global malaria control [electronic resource] : U.S. and multinational investments and implementation challenges. Washington, DC : U.S. Government Accountability Office, [2005].</ref> । ପାଞ୍ଚ ବର୍ଷରୁ କମ୍ ବୟସ ପିଲାମାନଙ୍କ ମଧ୍ୟରୁ ୧ ନିୟୁତ ପିଲା ମୃତ୍ୟ ବରଣ କରନ୍ତି<ref>World Health Organization (WHO). 2004. http://www.who.int/tdt/diseases/malaria/diseaseinfo.htm (accessed March 2011).</ref> । ଗ୍ରାମୀଣ ଇଲାକାର ଥିବା ଗରିବ ପିଲା ସହ ଅଶିକ୍ଷିତ ମାଆ ଥିଲେ ମ୍ୟାଲେରିଆ ଓ ତତ୍‌ଜନିତ ମୃତ୍ୟୁ ସମ୍ଭାବନା ବଢିଯାଏ<ref>Ingstad, B., Munthali, A., Braathen, S., & Grut, L. (2012). The evil circle of poverty: a qualitative study of malaria and disability. Malaria Journal, 1115.</ref> । ସବ୍-ସାହାରା ଆଫ୍ରିକାରେ ମ୍ୟାଲେରିଆର ସିଧା ସଳଖ ଏଚ୍.ଆଇ.ଭି. ବଢିବା ସହ ସମ୍ପର୍କ ଅଛି<ref>{{cite journal |author=Whitworth J |title=Effect of HIV-1 and increasing immunosuppression on malaria parasitaemia and clinical episodes in adults in rural Uganda: a cohort study |journal=Lancet |volume=356 |issue=9235 |pages=1051–6 |year=2000 |month=September |pmid=11009139 |doi=10.1016/S0140-6736(00)02727-6 |url=http://linkinghub.elsevier.com/retrieve/pii/S0140-6736(00)02727-6 |author-separator=, |author2=Morgan D |author3=Quigley M |display-authors=3 |last4=Smith |first4=Adrian |last5=Mayanja |first5=Billy |last6=Eotu |first6=Henry |last7=Omoding |first7=Nicholas |last8=Okongo |first8=Martin |last9=Malamba |first9=Samuel}}</ref> । ଏହା ଯୋଗୁ ଭୁତାଣୁ ସଂଖ୍ୟ ୧୦ ଗୁଣ ବଢିଯାଏ ଓ ଯୌନ ସମ୍ପର୍କ ଦ୍ଵାରା ଅଣସଂକ୍ରମିତ ସାଥୀକୁ ଆକ୍ରମଣ କରେ<ref>{{cite journal |author=Hoffman IF |title=The effect of ''Plasmodium falciparum'' malaria on HIV-1 RNA blood plasma concentration |journal=AIDS |volume=13 |issue=4 |pages=487–94 |year=1999 |month=March |pmid=10197377 |url=http://meta.wkhealth.com/pt/pt-core/template-journal/lwwgateway/media/landingpage.htm?issn=0269-9370&volume=13&issue=4&spage=487 |author-separator=, |author2=Jere CS |author3=Taylor TE |display-authors=3 |doi=10.1097/00002030-199903110-00007 |last4=Munthali |first4=P |last5=Dyer |first5=JR |last6=Wirima |first6=JJ |last7=Rogerson |first7=SJ |last8=Kumwenda |first8=N |last9=Eron |first9=JJ}}</ref> । ପ୍ରଥମ ଗର୍ଭ ପରେ ମ୍ୟାଲେରିଆ ଇମ୍ମ୍ୟୁନିଟି ଏଚ୍.ଆଇ.ଭି. ଦ୍ଵାରା କମିଯାଏ, ମହିଳା ଓ ଶିଶୁମାନଙ୍କଠାରେ ଏଚ୍.ଆଇ.ଭି. ରୋଗ ଓ ମୃତ୍ୟୁ ଅଧିକ ହୁଏ<ref>{{cite journal |author=Rowland-Jones SL, Lohman B |title=Interactions between malaria and HIV infection-an emerging public health problem? |journal=Microbes Infect. |volume=4 |issue=12 |pages=1265–70 |year=2002 |month=October |pmid=12467769 |url=http://linkinghub.elsevier.com/retrieve/pii/S1286457902016556 |doi=10.1016/S1286-4579(02)01655-6}}</ref> । ଏହି ଦୁଇ ରୋଗ ପରଷ୍ପରକୁ ଅଧିକ ସଂକ୍ରମିତ କରିବାରେ ସାହାଯ୍ୟ କରନ୍ତି<ref>{{cite journal |author=Abu-Raddad LJ, Patnaik P, Kublin JG |title=Dual infection with HIV and malaria fuels the spread of both diseases in sub-Saharan Africa |journal=Science |volume=314 |issue=5805 |pages=1603–6 |year=2006 |month=December |pmid=17158329 |doi=10.1126/science.1132338 |url=http://www.sciencemag.org/cgi/pmidlookup?view=short&pmid=17158329}}</ref> ।
=== ଅନ୍ତନଳୀ ପରଜୀବି ===
ଗ୍ରୀଷ୍ମ ପ୍ରଧାନ ଦେଶମାନଙ୍କରେ ଲୋକଙ୍କ ଅନ୍ତନଳୀରେ ବହୁତ ପ୍ରକାର ପରଜୀବି ଦେଖା ଯାଆନ୍ତି । ସେମାନଙ୍କ ମଧ୍ୟରେ ହୁକ୍ ଵର୍ମ୍(Hook worm), ରାଉଣ୍ଡ ଵର୍ମ ବା ଜିଆ ଓ ଅନେକ ପ୍ରକାରର ଆମିବା. ସେମାନେ ମଣିଷ ଶରୀରରେ ରକ୍ତ ସ୍ରାବ ଓ ତରଳ ଝାଡା କରାଇ ପୋଷକ ହାନୀ କରନ୍ତି । ବହୁତ ଦିନ ଧରି ଵର୍ମ ରହିଲେ ଇମ୍ମ୍ୟୁନ ସିସ୍ଟମକୁ ଭାରାକ୍ରାନ୍ତ କରନ୍ତି<ref>{{cite journal |author=Bentwich Z, Kalinkovich A, Weisman Z |title=Immune activation is a dominant factor in the pathogenesis of African AIDS |journal=Immunol. Today |volume=16 |issue=4 |pages=187–91 |year=1995 |month=April |pmid=7734046 |url=http://linkinghub.elsevier.com/retrieve/pii/0167569995801197 |doi=10.1016/0167-5699(95)80119-7}}</ref><ref>{{cite journal |author=Borkow G, Bentwich Z |title=Host background immunity and human immunodeficiency virus protective vaccines, a major consideration for vaccine efficacy in Africa and in developing countries |journal=Clin. Diagn. Lab. Immunol. |volume=9 |issue=3 |pages=505–7 |year=2002 |month=May |pmid=11986252 |pmc=119996 |url=http://cvi.asm.org/cgi/pmidlookup?view=long&pmid=11986252 |doi=10.1128/CDLI.9.3.505-507.2002}}</ref> । ଅନ୍ୟ ପକ୍ଷରେ କ୍ରନିକ ଵର୍ମ ରୋଗ ହେଲେ ଏଚ୍.ଆଇ.ଭି. ସଂକ୍ରମଣ ଆଶଙ୍କା ବଢିଯାଏ ।
୬୬ କ ଧାଡ଼ି:
ମହିଳା ଓ ଶିଶୁମାନଙ୍କୁ ସିସ୍ଟୋସୋମିଆସିସ୍ ଅଧିକ ହୁଏ ଯାହା ଫଳରେ ସେମାନଙ୍କର ଏଚ୍.ଆଇ.ଭି. ସଙ୍କଟ ଅଧିକ ହୁଏ । ମହିଳା ଓ ଶିଶୁମାନେ ଘର ପାଖରେ ଥିବା ଅପମିଶ୍ରିତ ଜଳରେ ଗାଧୋଇବା, ଲୁଗା ଧୋଇବା, ପହଁରିବା ଓ ଘରୋଇ ବ୍ୟବହାର କରୁଥିବାରୁ ସେମାନଙ୍କର ସିସ୍ଟୋସୋମିଆସିସ୍ ସଙ୍କଟ ଅଧିକ ରହେ । ସିସ୍ଟୋସୋମିଆସିସ ଥିବା ମହିଳାମାନେ ତିନି ଗୁଣ ଅଧିକ ଏଚ୍.ଆଇ.ଭି. ସଂକ୍ରମିତ ହୁଅନ୍ତି<ref name=Kjetland06>{{cite journal |author=Kjetland EF |title=Association between genital schistosomiasis and HIV in rural Zimbabwean women |journal=AIDS |volume=20 |issue=4 |pages=593–600 |year=2006 |month=February |pmid=16470124 |doi=10.1097/01.aids.0000210614.45212.0a |url=http://meta.wkhealth.com/pt/pt-core/template-journal/lwwgateway/media/landingpage.htm?doi=10.1097/01.aids.0000210614.45212.0a |author-separator=, |author2=Ndhlovu PD |author3=Gomo E |display-authors=3 |last4=Mduluza |first4=Takafira |last5=Midzi |first5=Nicholas |last6=Gwanzura |first6=Lovemore |last7=Mason |first7=Peter R |last8=Sandvik |first8=Leiv |last9=Friis |first9=Henrik}}</ref>।
ମହିଳାମାନେ ସଂକ୍ରମିତ ଉପକରଣ ଓ ଛୁଞ୍ଚି ସଂସ୍ପର୍ଶରେ ଅଧିକ ଆସନ୍ତି । ଗର୍ଭାବସ୍ଥା ଓ ଅନ୍ୟ ସ୍ଵାସ୍ଥ୍ୟ ସମସ୍ୟା ସମୟରେ ଅଣ-ବିଶୋଧିତ ଛୁଞ୍ଚିରେ ଇଞ୍ଜେକସନ ନିଅନ୍ତି । ପରିସଂଖ୍ୟାନ ଅନୁଯାୟୀ ଛୁଞ୍ଚି ଯୋଗୁ ୫ ରୁ୫ରୁ ୧୦% ଏଚ୍.ଆଇ.ଭି. ହେଉଥିବା ଜଣା ପଡ଼ିଲେ ମଧ୍ୟ ତାହା ଠାରୁ ବହୁତ ଅଧିକ ହେବା ସମ୍ଭାବନା ଅଛି<ref>{{cite journal |author=Drucker E, Alcabes PG, Marx PA |title=The injection century: massive unsterile injections and the emergence of human pathogens |journal=Lancet |volume=358 |issue=9297 |pages=1989–92 |year=2001 |month=December |pmid=11747942 |doi=10.1016/S0140-6736(01)06967-7 |url=http://linkinghub.elsevier.com/retrieve/pii/S0140-6736(01)06967-7}}</ref> । ଏଚ୍.ଆଇ.ଭି ପଜିଟିଭ ମହିଳା ମାନଙ୍କର ସ୍ଵାମୀଙ୍କୁ ପରୀକ୍ଷା କଲାବେଳେ ଜଣା ପଡ଼ିଛି ପ୍ରାୟ ଅର୍ଧେକ ମହିଳା ମାନଙ୍କର ସ୍ଵାମୀ ଏଚ୍.ଆଇ.ଭି. ନେଗେଟିଭ ଅଛନ୍ତି<ref name=Gisselquist07>{{cite journal |author=Gisselquist, David; Potterat, John J.; Salerno, Lilian |title=Injured and Insulted: Women in Africa Suffer from Incomplete Messages about HIV Risks |journal=Horn of Africa Journal of AIDS |volume=4 |issue=1 |pages=15–8 |year=2007 |doi= |url=}}</ref> । ଏଥିରୁ ଜଣାଯାଏ ଯୌନ ସମ୍ପର୍କ ବ୍ୟତିରେକ ଅନ୍ୟ ମାଧ୍ୟମ ଦ୍ଵାରା ରୋଗ ସଂକ୍ରମିତ ହୁଏ । କିନ୍ତୁ ଏହି ମହିଳାମାନେ ଦୋଚାରୁଣୀ ଦୋଷରେ ପରିବାର ଓ ଗୋଷ୍ଠୀ ଦ୍ଵାରା ଦଣ୍ଡିତ ହୁଅନ୍ତି ।
=== ମାନବିକ ଦକ୍ଷତା ===
ଏଚ୍.ଆଇ.ବି. ସଂକ୍ରମିତ ହେଲେ ମାନବିକ କର୍ମ ଦକ୍ଷତା ହ୍ରାସ ପାଏ, ତେଣୁ ରୋଜଗାର କମିଯାଏ<ref>Hsu, Jean W-C., Paul B. Pencharz, Dereck Macallan, and Andrew Tomkins. 2005 "Macronutrients and HIV/AIDS: A Review of Current Evidence." Presented April 2005 for the Consultation on Nutrition and HIV/AIDS in Africa: Evidence, lessons and recommendations for action.</ref> । ରୋଜଗାର କମିଲେ ଖାଦ୍ୟ କମିଯାଏ ଓ ପୁଷ୍ଟିହାନୀ ହୁଏ । ପିଲାମାନେ ପରୋକ୍ଷରେ କ୍ଷତିଗ୍ରସ୍ତ ହୁଅନ୍ତି । ପିତା ମାତା ମରିଗଲେ ପିଲାମାନଙ୍କ ରକ୍ଷଣାବେକ୍ଷଣ ହୋଇପାରେ ନାହିଁ । ଏହି କାରଣ ଯୋଗୁ ସେମାନେ ଅପପୁଷ୍ଟିର ଶିକାର ହୁଅନ୍ତି ।