"ଦାନ୍ତା ରାଜ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- କୁ +କୁ )
୩୪ କ ଧାଡ଼ି:
 ଦାନ୍ତା ରାଜ୍ୟ 1068 ମସିହାରେ ସ୍ଥାପିତ ହେଇଥିଲା । ଏହି ରାଜ୍ୟ ହିନ୍ଦୁ ବରଦ ( ପରମାର ) ବଂଶ ଦ୍ଵାରା ଶାସିତ ହଉଥିଲା । ଦାନ୍ତା ପରିବାରର ମୁଖ୍ୟ ଶାସକ ସେହି ସମୟରେ ସମସ୍ତ ପାରମାର  ସଂପ୍ରଦାଯର ରାଜପୁତ ମାନଙ୍କ ମୁଖ୍ୟ ହିସାବରେ ରହୁଥିଲେ । 
 
 1200 ମସିହାରେ ଆରବ ମାନଙ୍କ ଆକ୍ରମଣ ପରେ ପରମାର ମାନେ ଚନ୍ଦ୍ରାବତୀ ସହର କୁସହରକୁ ସେମାନଙ୍କ ରାଜଧାନୀ କରିଥିଲେ । ଆଲ୍ଲାଉଦିନ ଖିଲିଜଙ୍କ ସହ ଯୁଦ୍ଧ ପରେ ସେମାନେ ତରସଙ୍ଗ ଅଞ୍ଚଳ କୁଅଞ୍ଚଳକୁ ପଳାୟନ କରିଥିଲେ ।ଏଠାରୁ ସେମାନେ ଦାନ୍ତା କୁଦାନ୍ତାକୁ 380 ବର୍ଷ ପୂର୍ବରୁ ଆସି ବସବାସ କଲେ । 1948 ମସିହା ନଭେମ୍ବର 6 ତାରିଖରେ ଦାନ୍ତାର ଶେଷ ଶାସକ ରାଜ୍ୟ କୁରାଜ୍ୟକୁ ଭାରତୀୟ ରାଜ୍ୟ ସଂଘ କୁସଂଘକୁ ପ୍ରଦାନ କରିଥିଲେ । .<ref>[http://www.worldstatesmen.org/India_princes_A-J.html Danta Princely State]</ref>
 
=== Maharanas ===