"ଦନ୍ତ କ୍ଷୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Bot: Automated text replacement (- କୁ +କୁ )
 
୧୯ କ ଧାଡ଼ି:
 
<!-- କାରଣ -->
ଦାନ୍ତରେ ଲାଗିଥିବା ଖାଦ୍ୟାଂଶରୁ ଜୀବାଣୁଦ୍ୱାରା ଏସିଡ୍ ନିର୍ଗତ ହୋଇ କଠିନ ତନ୍ତୁରେ ତିଆରି ଦାନ୍ତର [[ଦାନ୍ତ ଏନାମେଲ୍|ଏନାମେଲ୍]], ଡେଣ୍ଟିନ୍ ଓ ସେମେଣ୍ଟମ୍ କୁସେମେଣ୍ଟମ୍କୁ ନଷ୍ଟ କରିଦିଏ । <ref name=Peads2014/> ଜୀବାଣୁର ଶକ୍ତିଦାୟୀ ଖାଦ୍ୟ [[ସରଳ ଶର୍କରା]] ହୋଇଥିବାରୁ ଶର୍କରାଜାତୀୟ ଖାଦ୍ୟ ରୋଗ ସଙ୍କଟ ସୃଷ୍ଟି କରିପାରେ । <ref name=Peads2014/> ଦାନ୍ତରେ ଲବଣ ପ୍ରସ୍ତୁତିଠାରୁ ଲବଣ କ୍ଷୟ ପରିମାଣ ଅଧିକ ହେଲେ ଦନ୍ତ କ୍ଷୟ ହୁଏ । <ref name=Peads2014>{{cite journal|last1=SECTION ON ORAL|first1=HEALTH|last2=SECTION ON ORAL|first2=HEALTH|title=Maintaining and improving the oral health of young children.|journal=Pediatrics|date=December 2014|volume=134|issue=6|pages=1224–9|pmid=25422016|doi=10.1542/peds.2014-2984}}</ref> କୌଣସି ରୋଗରେ ପାଟିରେ ନିସୃତ ଲାଳ ପରିମାଣ କମିଗଲେ ଏହି ରୋଗ ହୁଏ ଯେପରିକି [[ଡାଏବେଟିସ୍ ମାଲିଟସ୍]], [[ଜୋଗ୍ରେନ ସିଣ୍ଡ୍ରୋମ୍]] ଓ କେତେକ ଔଷଧ ସେବନ । <ref name=Peads2014/> ଲାଳ କମେଇବା ଔଷଧଗୁଡ଼ିକ ମଧ୍ୟରେ ଆଣ୍ଟିହିସ୍ଟାମିନ ଓ ଆଣ୍ଟିଡିପ୍ରେସାଣ୍ଟ ମୁଖ୍ୟ । <ref name=Peads2014/> [[ଦାରିଦ୍ର୍ୟ]], [[ମୁଖ ପରିଚ୍ଛନ୍ନତା]]ର ଅଭାବ ହେଲେ ଓ [[ମାଢ଼ି]] କମିଯାଇ ଦାନ୍ତ ମୂଳ ଅନାବରଣ ହେଲେ ଦନ୍ତ କ୍ଷୟ ଅଧିକ ହୁଏ । <ref>{{cite journal|last1=Schwendicke|first1=F|last2=Dörfer|first2=CE|last3=Schlattmann|first3=P|last4=Page|first4=LF|last5=Thomson|first5=WM|last6=Paris|first6=S|title=Socioeconomic Inequality and Caries: A Systematic Review and Meta-Analysis.|journal=Journal of dental research|date=January 2015|volume=94|issue=1|pages=10–18|pmid=25394849|doi=10.1177/0022034514557546}}</ref><ref name=Silk2014/>
 
<!-- ପ୍ରତିଷେଧ ଓ ଚିକିତ୍ସା -->