"ତାଜମହଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ରୁ +ରୁ )
୯୦ କ ଧାଡ଼ି:
ବୈଞ୍ଜାନିକ ମାନେ ମତ ଦିଅନ୍ତି ଯେ ଆଗ୍ରା ଓ ଆଖ ପାଖ ଅଞ୍ଚଳରେ ଅବାଧ ଭାବେ ଶିଳ୍ପ କାରଖାନା ଆଦି ଗଢ଼ି ଉଠି ଥିବାରୁ ଯମୁନା ଦୂଷିତ ହେବା ସଙ୍ଗେ ସଙ୍ଗେ ବାୟୁମଣ୍ଡଳ ଦୂଷିତ ହେଉଛି । ଯାହା ପ୍ରଭାବ ତାଜମହଲ ଉପରେ ପଡୁଛି। ଏହା ତାଜମହଲଲ ଶଙ୍ଖମଲମଲ କାନ୍ଥକୁ ଦୁର୍ବଳ କରି ଦେଉଛି ।
== ପର୍ଯ୍ୟଟନ ==
ତାଜମହଲ ପ୍ରତି ବର୍ଷ ବହୁ ପର୍ଯ୍ୟଟକଙ୍କୁ ଏଠାକୁ ଆସିବାକୁ ଆକର୍ଷିତ କରିଥଏଵ।ୟୁନେସକୋ ଅନୁସାରେ ୨୦୦୧ରେ ୨୦୦୦,୦୦୦ ରୁ୦୦୦ରୁ ଅଧିକ ପର୍ଯ୍ୟଟକ ତାଜମହଲ ଭ୍ରମଣରେ ଆସିଥିଲେ।<ref>{{cite web| url =http://whc.unesco.org/archive/periodicreporting/APA/cycle01/section2/252.pdf | title =Periodic Reporting Exercise On The Application Of The World Heritage Convention | accessdate =25 May 2012 | author=UNESCO date =2002 | publisher=UNESCO }}</ref>
ତାଜମହଲରେ ପ୍ରବେଶଶୁଳ୍କ ଭାରତୀୟମାନଙ୍କ ପାଇଁ କମ ଥିବାବେଳେ ବିଦେଶୀ ନାଗରିକଙ୍କ ଠାରୁ ଅଧିକ ଶୁଳ୍କ ଆଦାୟ କରାଯାଇଥାଏ । ଏଠାକୁ ଅକ୍ଟୋବର,ନଭେମ୍ବର ଓ ଫେବୃୟାରୀ ମାସରେ ଅଧିକ ପର୍ଯ୍ୟଟକମାନେ ଅସିଥାନ୍ତି।
== ଆଉ କିଛି ଛପା ==
"https://or.wikipedia.org/wiki/ତାଜମହଲ"ରୁ ଅଣାଯାଇଅଛି