"ତରାଜୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ରୁ +ରୁ )
୩ କ ଧାଡ଼ି:
'''ତରାଜୁ''', ନିକିତି, ତୁଳା ବା ଦଣ୍ଡି ହେଉଛି କୌଣସି ସ୍ଥୂଳ ପଦାର୍ଥର ଓଜନ ମାପକ ଯନ୍ତ୍ର ବିଶେଷ । ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ ଏହାର ବହୁଳ ବ୍ୟବହାର ହେବା ସହିତ ଘରୋଇ କାମରେ ଯଥା ରୋଷେଇ ଘରେ, ଦେହର ଓଜନ ମାପିବା ଆଦିରେ ମଧ୍ୟ ଏହାର ବ୍ୟବହାର ହୋଇଥାଏ । ନ୍ୟାୟର ପ୍ରତୀକ ଭାବରେ ଦର୍ଶିତ ନାରୀମୂର୍ତ୍ତି ଆଖିରେ ଅନ୍ଧପୋଟଳି ବାନ୍ଧି ହାତରେ ଏକ ଦୁଇ ପଲା ବିଶିଷ୍ଟ ତରାଜୁ ଧରିଥିବାର ଦେଖାଯାଏ ଯାହା ନିରପେକ୍ଷତାକୁ ଦର୍ଶାଇଥାଏ ।
== ଇତିହାସ ==
ସର୍ବପ୍ରଥମେ ତୁଳାଯନ୍ତ୍ରର ବ୍ୟବହାର କେବେ ହେଲା ତାର ନିର୍ଦ୍ଦିଷ୍ଟ ପ୍ରମାଣ ମିଳିନାହିଁ । ପ୍ରତ୍ନତତ୍ତ୍ୱବିଦ୍‌ମାନଙ୍କ ମତରେ କୃଷି ଭିତ୍ତିକ ସମାଜର ପ୍ରତିଷ୍ଠା ସହିତ ସମ୍ଭବତଃ କୃଷି ଉତ୍ପାଦର ବିନିମୟ ପାଇଁ ଖ୍ରୀପୂ ୨୪୦୦ ରୁ୨୪୦୦ରୁ ୧୮୦୦ ମଧ୍ୟରେ ଏହାର ପ୍ରଥମ ବ୍ୟବହାର ହୋଇଥିଲା । ମସୃଣ ଘନୀକୃତ ପଥରଖଣ୍ଡମାନଙ୍କର ଆବିଷ୍କାର ଏବଂ ସେଗୁଡ଼ିକର ଓଜନ ଏକ ସାଧାରଣହାରର ଗୁଣିତକ ହୋଇଥିବାରୁ ଆପେକ୍ଷିକ ବସ୍ତୁତ୍ଵ ମାପିବା ପାଇଁ ତରାଜୁରେ ସେଗୁଡ଼ିକର ବ୍ୟବହାର ହେବା ମନେ କରାଯାଏ । ଖ୍ରୀ.ପୂ. ୧୮୭୯ ସମୟରେ ଇଜିପଟରେ ଭାରର ଚିହ୍ନଥିବା ପଥର ଖୋଦାଇ ଓ ପ୍ରାଚୀର ଚିତ୍ରାକ୍ଷରର ଆବିଷ୍କାରରୁ ମିଶରର ବଣିକମାନଙ୍କ ଦ୍ଵାରା ଏହାର ବ୍ୟବହାରର ପ୍ରମାଣ ମିଳେ । ଅନେକ ଐତିହାସିକଙ୍କ ମତରେ ତରାଜୁର ବ୍ୟବହାର ୫୦୦୦ ବର୍ଷ ପୁରାତନ ।
== କ୍ରମବିକାଶ ==
=== ଦୁଇପଲା ତରାଜୁ ===
"https://or.wikipedia.org/wiki/ତରାଜୁ"ରୁ ଅଣାଯାଇଅଛି