"ଡାଏଜେପାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ରୁ +ରୁ )
୬୫ କ ଧାଡ଼ି:
}}
<!-- ସଂଜ୍ଞା ଓ ଡାକ୍ତରୀ ବ୍ୟବ‌ହାର -->
'''ଡାଏଜେପାମ''' ପ୍ରଥମେ '''ଭାଲିଅମ''' ନାମରେ ମାର୍କେଟରେ ମିଳୁଥିଲା; ଏହା [[ବେଞ୍ଜୋଡାଏଜେପିନ]] ଟାଇପର ଔଷଧ ଯାହା ମସ୍ତିଷ୍କର କାମ ବଦଳେଇ ଦିଏ । <!-- <ref name=Cal2014/> --> [[ଉତ୍କଣ୍ଠା]], [[ଆଲକୋହୋଲ ଉଇଥଡ୍ରୟାଲ ସିଣ୍ଡ୍ରୋମ]], [[ବିଞ୍ଜୋଡାଏଜେପିନ ଉଇଥଡ୍ରାୟାଲ ସିଣ୍ଡ୍ରୋମ]], [[ମାଂସପେଶୀ ସ୍ପାଜ୍ମ]], [[ବାତ]], [[ନିଦ୍ରାହୀନତା]] ଓ [[ରେସ୍ଟଲେସ ଲେଗ ସିଣ୍ଡ୍ରୋମ]] ଇତ୍ୟାଦି ରୋଗମାନଙ୍କର ଚିକିତ୍ସାରେ ବ୍ୟବ‌ହୃତ ହୁଏ । <ref name=Cal2014/> କେତେକ ଡାକ୍ତରୀ ପ୍ରଥାରେ ଏହା ସ୍ମୃତି କ୍ଷୟ କରିବା ନିମନ୍ତେ ବ୍ୟବ‌ହାର କରାଯାଏ । <ref name="PubChem">{{cite web|author=|year= 2006|url=http://pubchem.ncbi.nlm.nih.gov/compound/3016|title=Diazepam|work=[[PubChem]]| publisher=National Institute of Health: National Library of Medicine|accessdate= 2006-03-11}}</ref><ref name=AHFS2015/> ଏହା ପାଟିରେ ଖିଆଯାଏ, ମଳାଶୟ ମଧ୍ୟରେ ପ୍ରବେଶ କରେଇଦିଆଯାଏ, ଇଞ୍ଜେକସନ ଆକାରରେ ମାଂସପେଶୀ ବା ଶିରାରେ ଦିଆଯାଏ । <ref name=AHFS2015/> ଶିରାରେ ଇଞ୍ଜେକସନ ଦେଲେ ୧ ରୁ୧ରୁ ୫ ମିନିଟ ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୁଏ ଓ ଏକ ଘଣ୍ଟା ପର୍ଯ୍ୟନ୍ତ ରହେ । <ref name=AHFS2015>{{cite web|title=Diazepam|url=http://www.drugs.com/monograph/diazepam.html|publisher=The American Society of Health-System Pharmacists|accessdate=Jun 5,15}}</ref> ପାଟିରେ ଦେଲେ ଏହା ପ୍ରାୟ ୪୦ ମିନିଟରେ କାମ କରେ । <ref>{{cite book|last1=Ogle|first1=guest editors, Harry Dym, Orrett E.|title=Oral surgery for the general dentist|date=2012|publisher=Saunders|location=Philadelphia|isbn=9781455710324|page=8|url=https://books.google.ca/books?id=lnCKxK0f65oC&pg=PA8}}</ref>
 
<!-- ପ୍ରତିକୂଳ ପ୍ରଭାବ ଓ କାର୍ଯ୍ୟକାରୀତା -->
୭୧ କ ଧାଡ଼ି:
<!-- ଇତିହାସ, ସମାଜ ଓ ସଂସ୍କୃତି -->
[[ଲିଓ ସ୍ଟର୍ଣ୍ଣବ୍ୟାକ]] ପ୍ରଥମେ ଡାଏଜେପାମ ସଂଶ୍ଳେଷଣ କରିଥିଲେ ଓ [[ହଫମ୍ୟାନ-ଲା ରୋସ]] ପ୍ରଥମେ ଉତ୍ପାଦନ କରିଥିଲେ । <!-- <ref name=Cal2014/> --> ସନ ୧୯୬୩ରେ ଏହାର ପ୍ରସ୍ତୁତି ପରଠାରୁ ବ‌ହୁଳ ଭାବରେ ଏହାର ପ୍ରେସ୍କ୍ରିପସନ ଲେଖାହେଉଛି । <!-- <ref name=Cal2014/> --> ସନ ୧୯୬୮ ରୁ୧୯୬୮ରୁ ୧୯୮୨ ମଧ୍ୟରେ ଏହା ଆମେରିକାରେ ସର୍ବାଧିକ ବିକ୍ରି ହୋଇଥିବା ଔଷଧ ଥିଲେ । <!-- <ref name=Cal2014/> --> ସନ ୧୯୮୫ରେ ଏହାର ପେଟେଣ୍ଟ ସରିଯିବା ପରେ ମାର୍କେଟରେ ୫୦୦ ପ୍ରକାର ନାମରେ ଏହି ଔଷଧ ମିଳୁଛି । <ref name=Cal2014>{{cite journal|last1=Calcaterra|first1=NE|last2=Barrow|first2=JC|title=Classics in chemical neuroscience: diazepam (valium).|journal=ACS chemical neuroscience|date=16 April 2014|volume=5|issue=4|pages=253–60|pmid=24552479}}</ref> ମୌଳିକ ସ୍ୱାସ୍ଥ୍ୟ ସାରଣୀରେ ଏହା ଏକ ଅତ୍ୟାବଶ୍ୟକ ଔଷଧ ଭାବରେ [[ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ]] ସ୍ୱୀକୃତି ଦେଇଛି । <ref name="essentialWHO">{{cite web | date=March 2005 | url = http://whqlibdoc.who.int/hq/2005/a87017_eng.pdf | title = WHO Model List of Essential Medicines | format = PDF | publisher = World Health Organization | accessdate = 2006-03-12 }}</ref>
 
== ଆଧାର ==
"https://or.wikipedia.org/wiki/ଡାଏଜେପାମ"ରୁ ଅଣାଯାଇଅଛି