"ଟାହିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- କୁ +କୁ )
୨ କ ଧାଡ଼ି:
 
==ତିଆରି==
ସ୍ବତନ୍ତ୍ର ମାପରେ [[ବାଉଁଶ]], କଦଳି ପଟୁକା, ସୋଲ, ଜରି, ରଙ୍ଗୀନ କନା, [[ପଇତା]] ସୁତା, ରଙ୍ଗରେ ଟାହିଆ ପ୍ରସ୍ତୁତି କାରାଯାଇଥାଏ । ପ୍ରାଥମିକ ସ୍ତରରେ [[ବାଉଁଶ]] କାଠିକୁ ସ୍ବତନ୍ତ୍ର କାଠ ନିର୍ମିତ ଯନ୍ତାରେ ଖଞ୍ଜାଯାଏ । ଟାହିଆର ସମସ୍ତ କାମ ସରିବା ପର୍ଯ୍ୟନ୍ତ ଏହା ଯନ୍ତାରେ ରହିଥାଏ । ସବୁ କାର୍ଯ୍ୟ ସମ୍ପନ୍ନ ହେବା ପରେ ଏହାକୁ ଯନ୍ତାରୁ କାଢ଼ିନିଆଯାଏ । ଟାହିଆ ସମ୍ପୁର୍ଣ୍ଣ ହେବା ପୂର୍ବରୁ ଏଥିରେ [[ମଲ୍ଲୀ]], [[ମାଳତି]], [[ଟଗର]], [[ପଦ୍ମ]] ଫୁଲ ଏବଂ [[ଦୁବ]] ଆଦି ଖଞ୍ଜାଯାଇଥାଏ । ଟାହିଆର ଅଗ୍ରଭାଗରେ [[ଦୁବ]] ଓ [[କିଆ]] ଲଗାଯାଇଥାଏ । ପାନପତ୍ର ଆକୃତିର ଟାହିଆଗୁଡିକର ଉଚ୍ଚତା ପ୍ରାୟ ଛଅ ଫୁଟ ଏବଂ ବ୍ୟାସ ସାଢେ ଆଠ ଫୁଟ । ସୋଲ ତିଆରି କଦମ୍ବ ଫୁଲ, ଟାହିଆ କୁଟାହିଆକୁ ସୁଦୃଶ୍ୟ କରି ଗଢିଥାଏ । ଟାହିଆ ପିନ୍ଧା ସମୟର ବେଶକୁ ଟାହିଆଲାଗି ବେଶ କୁହାଯାଏ ।<ref>{{cite news|title=ରାଘବ ଦାସ ମଠରେ ତିଆରି ଚାଲିଛି ଟାହିଆ|url=http://www.dharitri.com/Berhampur/270515/p12.htm|accessdate=21 August 2015|newspaper=ଧରିତ୍ରୀ|date=୨୧ ଅଗଷ୍ଟ ୨୦୧୫}}</ref>
 
==ବ୍ୟବହାର==
"https://or.wikipedia.org/wiki/ଟାହିଆ"ରୁ ଅଣାଯାଇଅଛି