"ଜ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ )
୧୭ କ ଧାଡ଼ି:
}}
<!-- Definition and symptoms -->
'''ଜ୍ଵର''', ([[ଇଂରାଜୀ ଭାଷା]]ରେ ଫିଭର ବା ପାଇରେକଶିଆ ଯଥାକ୍ରମେ '''Fever''' ବା '''pyrexia'''),<ref name="NC08">{{cite journal |author=Axelrod YK, Diringer MN |title=Temperature management in acute neurologic disorders |journal=Neurol Clin |volume=26 |issue=2 |pages=585–603, xi |date=May 2008 |pmid=18514828 |doi=10.1016/j.ncl.2008.02.005 |url=|last2=Diringer }}</ref> ରୋଗର ସଂଜ୍ଞା: ଦେହର [[ଦେହର ସାଧାରଣ ଉତ୍ତାପ|ଉତ୍ତାପ]] ସାଧାରଣ ତାପମାନରୁ ବୃଦ୍ଧି ପାଇଲେ ଜ୍ଵର ନାମ ଦିଆଯାଏ । <ref>{{cite book|title=Fever: Its Biology, Evolution, and Function|date=2015|publisher=Princeton University Press|isbn=9781400869831|page=57|url=https://books.google.ca/books?id=gIF9BgAAQBAJ&pg=PA57}}</ref><ref name=Gar2012p375>{{cite book|last1=Garmel|first1=Fever in adultsGus M.|title=An introduction to clinical emergency medicine|date=2012|publisher=Cambridge University Press|location=Cambridge|isbn=0521747767|pages=375|edition=2nd|url=https://books.google.ca/books?id=pyAlcOfBhjIC&lpg=PP1&dq=An%20Introduction%20to%20Clinical%20Emergency%20Medicine&pg=PA375}}</ref> ଶରୀରର ସାଧାରଣ ତାପମାନର ସର୍ବାଧିକ ମାନ ଉପରେ ମତୈକ୍ୟ ନାହିଁ ଓ ଏହାକୁ ୩୭.୫ ରୁ୫ରୁ ୩୮.୩ ସେ (୯୯.୫ ରୁ୫ରୁ ୧୦୦.୯) ମଧ୍ୟରେ ଧରାଯାଏ ।<ref name="NC08"/><ref name=CC09>{{cite journal |author=Laupland KB |title=Fever in the critically ill medical patient |journal=Crit. Care Med. |volume=37 |issue=7 Suppl |pages=S273–8 |date=July 2009 |pmid=19535958 |doi=10.1097/CCM.0b013e3181aa6117 }}</ref> ନିର୍ଦ୍ଧାରିତ ତାପମାତ୍ରାରୁ ଉତ୍ତାପ ଅଧିକ ହେଲେ [[ମାଂସପେଶୀ ଟୋନ|ମାଂସପେଶୀ ସଂକୋଚନ]] ଅଧିକ ହୋଇ ଶୀତ ଅନୁଭବ ହୁଏ । <ref name=Peds2011/> ଏହାଦ୍ଵାରା ଅଧିକ ଉତ୍ତାପ ସୃଷ୍ଟି ହୁଏ ଓ ଉତ୍ତାପ ସଂରକ୍ଷଣ ଚେଷ୍ଟା ହୁଏ । <ref name=Sue2014/> ବର୍ଦ୍ଧିତ ଉତ୍ତାପ କମିବାକୁ ଆରମ୍ଭ ହେଲେ ଦେହକୁ ଉଷୁମ ଲାଗେ, [[ଫ୍ଲଶ|ଲାଲ]] ଦେଖାଯାଏ [[ଝାଳ]] ବାହାରେ । <ref name=Sue2014>{{cite book|author1=Sue E. Huether|title=Pathophysiology: The Biologic Basis for Disease in Adults and Children|date=2014|publisher=Elsevier Health Sciences|isbn=9780323293754|page=498|edition=7|url=https://books.google.ca/books?id=l9XsAwAAQBAJ&pg=PA498}}</ref> କ୍ୱଚିତ ଜ୍ୱରଦ୍ୱାରା ଜ୍ୱରବାତ ସୃଷ୍ଟି ହୁଏ । <!-- <ref name=CDC2010/> --> ଏହା ଯୁବପିଲାଙ୍କର ଅଧିକ ହୁଏ । <ref name=CDC2010/> ସ୍ଵାଭାବିକ ଭାବେ ଜ୍ଵର ୪୧ ରୁ୪୧ରୁ ୪୨ °ସେ (୧୦୫.୮ ରୁ୮ରୁ ୧୦୭.୬ ଫା)ରୁ ଅଧିକ ହୁଏ ନାହିଁ । <ref name=Gar2012p375/>
 
<!-- କାରଣ -->
୪୮ କ ଧାଡ଼ି:
| ୧ || ୯୭ ଡିଗ୍ରୀ ଫା.ରୁ ୯୯ ଡି.ଫା.(ହାରାହାରି ୯୮.୪ ଡି.ଫା.) || ସ୍ଵାଭାବିକ ତାପମାତ୍ରା
|-
| ୨ ||୯୯ ଡି.ଫା. ରୁ ୧୦୧ ଡି.ଫା.|| ସାମାନ୍ୟ ଜ୍ଵର
|-
| ୩ || ୧୦୧ ଡି.ଫା. ରୁ ୧୦୩ ଡି.ଫା. || ମଧ୍ୟମ ଧରଣର ଜ୍ଵର
|-
| ୪ || ୧୦୩ ଡି.ଫ।. ରୁ ୧୦୬ ଡି.ଫା. || ସାଙ୍ଘ।ତିକ ଜ୍ଵର
|-
| ୫ ||୧୦୬ ଡି.ଫ।. ରୁ ଅଧିକ || ଅତି ସାଙ୍ଘାତିକ ଜ୍ଵର
|}
 
୬୪ କ ଧାଡ଼ି:
# ଯେଉଁ ଜ୍ଵର କୌଣସି ନିୟମ କାନୁନ ମାନେ ନାହିଁ, ତାକୁ "ଅନିୟମିତ ଜ୍ଵର" ବୋଲି କୁହାଯାଏ ।
== ଜ୍ଵର ହେଲେ କ'ଣ ହୁଏ ? ==
ଜ୍ଵର ହେଲେ ଦେହ ତାତିବାତ ଏକ ସାଧାରଣ କଥା। ତା'ଛଡ଼ା ଏଥିରେ [[ମୁଣ୍ଡବ୍ୟଥା]] ହୁଏ, ଦେହ ହାତ ଘୋଳା ବିନ୍ଧା କରେ ଓ ଦରଜ ହୋଇଯାଏ । ଶୀତ, କଂପ ଆଦି ହୁଏ । ଜ୍ଵର ଛାଡ଼ିଗଲା ପରେ ଦେହରୁ [[ଝାଳ]] ବାହାରେ । ଦେହ ଅଳସୁଆ ଲାଗେ । କୌଣସି କାମ କରିବାକୁ ଇଚ୍ଛା ହୁଏନାହିଁ । ସବୁବେଳେ ଶୋଇ ରହିବାକୁ ଇଚ୍ଛା ହୁଏ । ଭୋକ କମି ଯାଏ। ଖାଇବାକୁରୁଚି ଆସେନାହିଁ । ବେଳେବେଳେ ଅଇ, ବାନ୍ତି ମଧ୍ୟ ହୁଏ । ସର୍ଦ୍ଦି, ଥଣ୍ଡା ହୋଇଥିଲେ ନାକରୁ ପାଣିଗଡେ଼, [[ଛିଙ୍କ]] ହୁଏ । କାଶ ବି ହୋଇପାରେ । ଏସବୁ ବ୍ୟତୀତ ଯେଉଁ ରୋଗ ପାଇଁ ଜ୍ଵର ହୋଇଥାଏ, ସେହି ରୋଗର ନିର୍ଦ୍ଦିଷ୍ଟ ଲକ୍ଷଣ ସବୁ ମଧ୍ୟ ପ୍ରକାଶ ପାଇ ଥାଏ । ଜ୍ଵର ଅଧିକ ହୋଇଗଲେ ବାତ ମାରେ । ପିଲାମାନଙ୍କ ଠାରେପିଲାମାନଙ୍କଠାରେ ଜ୍ଵର ହୋଇ ବାତ ମାରିଲେ ତାକୁ "ପିହୁଳା ମାରିବା" ବୋଲି କୁହାଯାଏ । ଅତି ସାଙ୍ଘାତିକ ଜ୍ଵରରେ ରୋଗୀ ବେହୋସ ମଧ୍ୟ ହୋଇଯାଇପାରେ ।
== କ'ଣ କରିବେ ? ==
ଜ୍ଵରର ପ୍ରାଥମିକ ଚିକିତ୍ସା ଅତି ସହଜ । ଦେହରେ ବଢ଼ି ଯାଇଥିବା ତାପମାତ୍ରାକୁ ସ୍ଵାଭାବିକ ଅବସ୍ଥାକୁ ଆଣିବା ହେଉଛି ଜ୍ଵର ଚିକିତ୍ସାର ମୂଳ ଲକ୍ଷ୍ୟ । ତେଣୁ ଘରେ କାହାକୁ ଜ୍ଵର ହେଲେ କୌଣସି ପ୍ରକାର ବ୍ୟସ୍ତ ବିବ୍ରତ ନହୋଇ ନିମ୍ନଲିଖିତ ଚିକିତ୍ସା ପ୍ରଣାଳୀ ଅନୁସରଣ କରିବା ଉଚିତ ।
"https://or.wikipedia.org/wiki/ଜ୍ୱର"ରୁ ଅଣାଯାଇଅଛି