"ଚା’" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- ର +ର ) |
ଟିକେ Bot: Automated text replacement (- ରୁ +ରୁ , - କୁ +କୁ ) |
||
୧୧ କ ଧାଡ଼ି:
|color =
}}
ଚା’ [[ପୃଥିବୀ]]ର ସବୁଠାରୁ ଅଧିକ ପିଆଯାଉଥିବା ଓ ସବୁଠାରୁ ପୁରାତନ ଏକ ଥଣ୍ଡା ବା ଗରମ ଜାତୀୟ ପାନୀୟ; ପିଇବା ପାଣି ପରେ ଏହା ୩ୟ ସବୁଠାରୁ ଜଣାଶୁଣା ପାନୀୟ। ଚା’ ଓ ଟି ଏହି ଦୁଇଟି ଶବ୍ଦ ଚୀନ ଦେଶରୁ ଆସିଛି। Tea ଇଂରାଜୀ ଶବ୍ଦ ହେଲେ ମଧ୍ୟ [[ଚୀନ]] ଦେଶର ଉତ୍ତର ଅଞ୍ଚଳରେ ଏହାକୁ ହଜାର ବର୍ଷ ଧରି ଟି ନାମରେ କହାଯାଏ । <ref>http://wals.info/chapter/138</ref> ପରେ ଇଂରାଜୀ ଶବ୍ଦକୋଷକୁ ତାହା ଆସିଗଲା।ଉତ୍ତର ଚୀନରେ ଟି ଶବ୍ଦ ପ୍ରଚଳିତ ଅଛି।ମାତ୍ର ଦକ୍ଷିଣ ଚୀନରେ ଏହାକୁ ଚା’ ବୋଲି କହାଯାଏ ଏବଂ ଭାରତ ସମେତ ପୃଥିବୀର ଏହି ଚା’ ନାମରେ ପ୍ରସିଦ୍ଧ ହୋଇଯାଇଛି । ଆସାମରେ ଉଚ୍ଚାରଣ ଦୃଷ୍ଟିରୁ
== ଗଛ ଓ ପରିବେଶ ==
ଚା’ର ବୋଟାନିକାଲ ନାମ ହେଉଛି '''କାଲେଲିଆ ସିନେନ୍ସିସ''' । ଏହାକୁ ନେକ ଏଭର ଗ୍ରୀନ ପ୍ଲାଣ୍ଟ ବୋଲି କହାଯାଏ । ମୂଖ୍ୟତଃ କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଜଳବାୟୁରେ ହିଂ ଏହି ଗଛ ନିଜକୁ ଉପଯୋଜିତ କରି ବଢି ପାରିଥାଏ । ଅବଶ୍ୟ ଚା’ର କେତେକ ପ୍ରଜାତି ସାମୁଦ୍ରିକ ଜଳବାୟୁରେ ବଢୁଥିବା ଜଣାଯାଏ । ଗଛ ଲଗାଇବାର ଚାରି ବର୍ଷ ପରେ ଏହା ଫଳ ଧରେ ଓ ଏଥିରୁ ପ୍ରାୟ ବାର ବର୍ଷ ପର୍ଯ୍ୟନ୍ତ ଚା’ ଆମଦାନୀ କରାଯାଇପାରିଥାଏ । ମୂଖ୍ୟତଃ କଢ଼ ଓ ପତ୍ରକୁ ଚା’ ଭାବରେ ବ୍ୟବହାର କରାଯାଇଥାଏ । ଉଦ୍ଭିଦ ବିଜ୍ଞାନୀମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚା’ ଚାଷ ପାଇଁ ଅତିକମରେ ବର୍ଷିକ ୧୨୭ ସେଣ୍ଟିମିଟର( ୫୦ ଇଞ୍ଚ) ବୃଷ୍ଟିପାତ ଆବଶ୍ୟକ । ସେହି ପରି ଅମ୍ଳଯୁକ୍ତ ଭୂମି ବା ଏସିଡିକ୍ ସଏଲରେ ଏହି ଗଛ ଖୁବ ଭଲ ଭାବରେ ବଢିପାରିଥାଏ । ସେଥିଲାଗି ସମୁଦ୍ର ପତ୍ତନ ଠାରୁ ୧୫୦୦ ମିଟର ବା ୪୯୦୦ ଫୁଟ ଉଚ୍ଚରେ ହିଁ ସର୍ବାଧିକ ତଥା ଉଚ୍ଚ ଗୁଣଯୁକ୍ତ ଚା’ ଚାଷ କରାଯାଉଥିବା ଦେଖାଯାଏ । ଏହାର କାରଣ,ଏହି ଉଚ୍ଚତାରେ ଚା’ ଚାଷ କରିବା ଦ୍ଵାରା ଚା’ ଖୁବ ସ୍ଵାଦିଷ୍ଟ ହୋଇଥାଏ । <ref name="hort.purdue">{{cite web | url=http://www.hort.purdue.edu/newcrop/duke_energy/camellia_sinensis.html | title=Camellia Sinensis | publisher=Purdue University Center for New Crops and Plants Products | accessdate=2010-10-26}}</ref><ref>{{cite book |title=Tea Cuisine: A New Approach to Flavoring Contemporary and Traditional Dishes |last=Pruess |first=Joanna |year=2006 |publisher=Globe Pequot |isbn=1-59228-741-7 }}</ref> ଗୋଟିଏ ପରିପକ୍ଵ ଚା’ ଗଛର ଅଗରୁ
== କିମ୍ବଦନ୍ତୀ ==
ଚା’ ଆବିଷ୍କାର ସମ୍ପର୍କରେ ଏକ କିମ୍ବଦନ୍ତୀ ଅଛି। ଖ୍ରୀଷ୍ଟପୂର୍ବ ୨୭୩୭ ମସିହାରେ ଚୀନ ଦେଶର ତତକାଳୀନ ସମ୍ରାଟ ''ସେନ୍ ନୁଙ୍ଗ'' ଗ୍ରାମାଞ୍ଚଳରେ ବୁଲି ବୁଲି କ୍ଳାନ୍ତି ମେଣ୍ଟାଇବା ପାଇଁ ଜଙ୍ଗଲରେ ଏକ ଗଛମୂଳରେ ବିଶ୍ରାମ ନେଉଥିଲେ। ପାଖରେ ଏକ ମାଟି ପାତ୍ରରେ ଗରମ ପାଣି ଫୁଟୁଥିଲା। ପବନରେ ଉଡିଆସି କେତୋଟି ପତ୍ର ସେ ମାଟି ପାତ୍ର ମଧ୍ୟରେ ପଡ଼ିଲା। ଅଳ୍ପ ସମୟ ମଧ୍ୟରେ ପାଣିରୁ ଯେଉଁ ସୁବାସ ବାହାରିଲା ସମ୍ରାଟଙ୍କୁ ତାହା ବେଶ ଆମୋଦିତ କଲା। ସେଥିରୁ କିଛି ପାଣି ପିଇ ସେ ଏପରି ଆରାମ ଅନୁଭବ କଲେ ଯେ ସେହି ଗଛର ପତ୍ର ତାଙ୍କ ପାଇଁ ଏକ ପାନୀୟରେ ପରିଣତ ହୋଇଗଲା।<ref>http://www.chcp.org/tea.html</ref><ref>http://chinesefood.about.com/od/chineseteaandliquor/a/chinesetea.htm</ref>
ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବେଳକୁ ଚୀନ ଦେଶର ଲୋକ
== ଇତିହାସ ==
=== ଭାରତ ===
କହାଯାଏ [[ଭାରତ|ଭାରତରେ]] ଚା' ଏକ ଅତିପୁରୁଣା ପାନୀୟ । ପ୍ରାଚୀନ କାଳରେ ମୁନିଋଷି ତଥା ବଇଦ ମାନେ
୧୮୨୦ଦଶକର ଆରମ୍ଭରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଆସାମରେ ପ୍ରଥମେ ଚା' ଚାଷ ଆରମ୍ଭ କରିଥିବା ଇତିହାସ କହେ । ୧୮୨୬ରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଏହି ଅଞ୍ଚଳକୁ ଅହୋମ୍ ରାଜବଂଶ ରାଜାମାନଙ୍କୁ ଠାରୁ ହାତକୁ ନେଲା । ୧୮୩୭ ମସିହାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଅପର ଆସାମର [[ବାବୁଆ]]ଠାରେ ପ୍ରଥମେ ଚ' ବଗିଚା ତିଆରି କଲା । ୧୮୪୦ରେ ଆରମ୍ଭ ହେଲା କମ୍ପାନୀର ଚା' ବ୍ୟବସାୟ । ୧୮୫୦ବେଳକୁ ଆସାମ ସହିତ ଆଉ କେତେକ ଅଞ୍ଚଳକୁ ଚା' ଚାଷ ବେଶ ଦ୍ରୁତଗତିରେ ବ୍ୟାପିଯାଇଥିଲା । ତଥ୍ୟ ଅନୁଯାୟୀ , ଭାରତ ହେଉଛି ଚା' ଉତ୍ପାଦନ କ୍ଷେତ୍ରରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ରାଷ୍ଟ୍ର । <ref>http://www.toptenofcity.com/commerce/top-10-largest-tea-producing-countries-2011.html</ref><ref>http://www.top5ofanything.com/index.php?h=d0fb35cf</ref><ref>Adivasis in Assam http://www.indiatogether.org/2008/may/soc-assamadi.htm</ref>
୨୯ କ ଧାଡ଼ି:
ଚୀନ ଦେଶରୁ ଯାଇ ପ୍ରଥମେ ଚା’ ପହଞ୍ଚିଲା [[ଜାପାନ]] ରେ। ବୌଦ୍ଧ ଭିକ୍ଷୁ ମାନେ ଚୀନରୁ ଚା’ ମଞ୍ଜି ନେଇ ଜାପାନର ବିଭିନ୍ନ ସ୍ଥାନରେ ଲଗାଇଲେ ଏବଂ ଚା’ ଜାପାନର ଧର୍ମ ଓ ସଂସ୍କୃତିରେ ମିଶିଗଲା। ଚା’ ଜାପାନର ସାଂସ୍କୃତିକ ଜୀବନରେ ଏକ ପ୍ରଧାନ ସ୍ଥାନ ଅଧିକାର କଲା। ଜାପାନର ଚା’ ଉତ୍ସବ ପ୍ରଧାନ। ଅତିଥିମାନଙ୍କୁ ଗୃହକୁ ଆମନ୍ତ୍ରଣ କରାଯାଇ ଏକ ଚା’ ଉତ୍ସବ ପାଳନ କରାଯାଏ। ଗୃହକୁ ଅତିଥି ଆସିଲେ ପ୍ରଥମେ ଚା’ ଦିଆଯାଏ ଏବଂ ତାହା ହେଉଛି ଗରମ ପାଣିରେ ପଡ଼ିଥିବା ଏକ ସବୁଜ ପତ୍ର ,ଯାହା ବେଶ ଆରାମଦାୟକ ଓ ବାସନାଯୁକ୍ତ ପାନୀୟ ହୋଇଥାଏ।<ref>http://www.gojapango.com/culture/japanese_tea_ceremony.html</ref><ref>http://www.samovarlife.com/in-the-field-japan/</ref>
=== ଆସାମ ===
ଆସାମ ଚା’ର ଦେଶ ହେଇଥିଲେ ମଧ୍ୟ ସେଠାରେ ଚା’ର ପ୍ରକୃତ ଆବିଷ୍କାର ହେଲା ୧୮୨୩ ମସିହାରେ। [[ସ୍କଟଲାଣ୍ଡ]]ର ରବର୍ଟ ବ୍ରୁସ୍ ନାମରେ ଜଣେ ବ୍ୟକ୍ତି ଆସାମର [[ଦିବ୍ରୁଗଡ଼ ଜିଲ୍ଲା|ଦିବ୍ରୁଗଡ଼]] ଜିଲ୍ଲାର ଏକ ଅଞ୍ଚଳରେ ବହୁ ସଂଖ୍ୟାରେ ଦିବ୍ରୁଗଡ଼ ଗଛ ଦେଖି ସ୍ତମ୍ଭୀଭୁତ ହୋଇଯାଇଥିଲେ।<ref>http://www.kew.org/plant-cultures/plants/tea_history_assam_tea.html</ref> ତାଙ୍କର ସନ୍ଦେହ ମୋଚନ ପାଇଁ ସେ କଲିକତାର [[ଇଷ୍ଟ ଇଣ୍ଡିଆ କମ୍ପାନୀ]]କୁ ଗଛ ପତ୍ରକୁ ପରୀକ୍ଷା ପାଇଁ ପଠେଇଲେ ଏବଂ ତାହା ଚା’ ବୋଲି ପ୍ରମାଣିତ ହେଲା। କିନ୍ତୁ ପ୍ରକୃତରେ ଆସାମର ସିଙ୍ଗ ପୋ ଜନଜାତିର ଲୋକ ବହୁକାଳ ଧରି
== ତିଆରି ପଦ୍ଧତି ==
୩୮ କ ଧାଡ଼ି:
===କ୍ଷୀର ଚାହା===
କ୍ଷୀର ଚାହା ପ୍ରସ୍ତୁତ କରିବା ପାଇଁ ପାତ୍ରରେ [[କ୍ଷୀର]] ଏବଂ ଆବଶ୍ୟକ ଅନୁସାରେ [[ଚିନି]], ଚାହା
==ଗୁଣ==
ଚା’ର ଅନେକ ଔଷଧୀୟ ଗୁଣ ଅଛି -ବିଶେଷ ଭାବରେ ଏହାର ରୋଗ ନିରୋଧକ ଗୁଣ (antioxidant)। ଚା’ ପତ୍ରରେ ସାତଶହ ପ୍ରକାରର ରାସାୟନିକ ଗୁଣ ରହିଛି। ଆମିନୋଏସିଡ , ଭିଟାମିନ୍ -ସି, ଇ ଓ କେ କାଫିନ ଆଦି। ନିୟମିତ ଚା’ ପାନ ଦ୍ଵାରା ରକ୍ତଚାପ ନିୟନ୍ତ୍ରିତ ହୁଏ। ହୃଦରୋଗ ,ବହୁମୁତ୍ର , ଗଣ୍ଠିବାତ ଆଦି ରୋଗ ଏପରିକି ଦନ୍ତରୋଗରେ ମଧ୍ୟ ଚା’କୁ ଏକ ପ୍ରତିଷେଧକ ରୂପେ ଗ୍ରହଣ କରାଯାଉଛି।<ref>http://www.ivillage.com/top-10-health-benefits-drinking-tea/4-a-108301</ref> କିନ୍ତୁ ଆମେ ଦୁଗ୍ଧ ଓ ପ୍ରଚୁର ପରିମାଣର ଚିନି ମିଶାଇ ଯେପରି ଚା’ ପିଉଛୁ ତାହା ଚା’ର ଗୁଣକୁ ବିଶେଷ ଭାବରେ ନଷ୍ଟ କରିଦେଉଛି। ଖାଲିଅ ଗରମ ପାଣିରେ ଫୁଟାହେଇଥିବା ଚା’ ପିଇଲେ ତାହା ବେଶ ଲାଭଦାୟୀ।
ପ୍ରତ୍ୟେକ ମଣିଷ ପାଇଁ ଚା’ ଏକ ଉପଯୋଗୀ ପାନୀୟ । ତଥ୍ୟ ଅନୁଯାୟୀ ,ଏଥିରେ ରହିଛି ଅତିକମରେ ୭୦୦ ପ୍ରକାରର ସ୍ଵାଥ୍ୟନୁକୂଳିତ କେମିକାଲ୍ସ ବା ରସାୟନ । ସେଥି ମଧରୁ ଆମିନୋ ଏସିଡ, ଭିଟାମିନ (ସି,ଇ ଏବଂ କେ) ,କ୍ୟାଫେଇନ ଏବଂ ପଲିସାକାରାଇଡ୍ସ ଇତ୍ୟାଦି ଅନ୍ୟତମ । ସମ୍ପ୍ରତି ଚା’ ପାନୀୟକୁ ଧ୍ୟାନ ତଥା ଯୋଗ ସହିତ ଯୋଡି ଦିଆଯାଇଛି । ମଣିଷ ଶରୀରର ସେଲ୍-ମେଡିଏଟେଦ୍ ଇମ୍ୟୁନୁ ଫଙ୍କସନରେ ଚା’ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ବୋଲି ଗବେଷକଙ୍କ ଦୃଢ଼ମତ । ମଣିଷ ପାକସ୍ଥଳୀର ଅନ୍ତ୍ର ସମସ୍ୟାକୁ ଦୂର କରିବାରେ ଚା’ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ । ସେହି ଭଳି ନିୟମିତ ଚା’ ପିଇବାଦ୍ଵାରା ଶରୀରର ରକ୍ତଚାପ ସ୍ଵାଭାବିକ ରହିବା ସହିତ ଲିପିଡ୍ ଡିପ୍ରେସିଂ ଆକ୍ଟିଭିଟିକୁ ମଧ୍ୟ ସନ୍ତୁଳିତ କରିଥାଏ । ଏହା ରକ୍ତ ଶର୍କରାର ସକ୍ରିୟତାକୁ ହ୍ରାସକରି ଉଭୟ କରୋନାରୀ ହାର୍ଟ୍ ଡିଜିଜ୍ ଏବଂ ମଧୁମେହର ଆଶଙ୍କାକୁ କମ କରିଥାଏ । ଉଭୟ ଗ୍ରୀନ୍ ଏବଂ ବ୍ଲାକ୍
ଗ୍ରୀନ ଟି ସେବନ କରିବା ଦ୍ଵାରା ଏଥିରେ ଥିବା ଭିଟାମିନ - ସି ଏବଂ ଅନ୍ୟ ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ଫ୍ରୀ - ରାଡିକାଲ୍ସକୁ ନଷ୍ଟ କରେ । ଫଳରେ ପ୍ରତିରକ୍ଷା ତନ୍ତ୍ର ସୁଦୃଢ ରହେ । ଦିନରେ ୩/୪ ଥର ଏହାକୁ ସେବନ କଲେ ଶରୀର ରୋଗମୁକ୍ତ ହୁଏ । ଏହାବ୍ୟତୀତ ଶରୀରରେ ଥିବା କ୍ୟାନ୍ସର ସେଲ୍ ବୃଦ୍ଧିକୁ ଏହା ରୋକିଥାଏ । ଏହାକୁ ନିୟମିତ ପାନକଲେ ପାଚନ ନଳୀ ଏବଂ ମୁତ୍ରାଶୟ କ୍ୟାନ୍ସରର ସମ୍ଭାବନା ହ୍ରାସ ପାଇଥାଏ । ଛଣା ଚା'ଠାରୁ ଗ୍ରୀନ ଟି ଅଧିକ ଉପାଦେୟ । ଏହାଦ୍ଵାରା ଶରୀରରେ କୋଲେଷ୍ଟରଲର ମାତ୍ରା ସନ୍ତୁଳିତ ରହିଥାଏ । ଏଥିସହ ଷ୍ଟୋକ୍ର ଆଶଙ୍କା କମ୍ ହୁଏ ।
|