"ଚାର୍ଲସ୍ ପିଅର୍ ବଦେଲିଅର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଠାରେ +ଠାରେ )
୨୩ କ ଧାଡ଼ି:
 
==ଜୀବନ ବୃତ୍ତାନ୍ତ==
ଏପ୍ରିଲ'୯/୧୮୨୧ ମସିହାରେ ଫ୍ରାନ୍ସର ପ୍ୟାରିସ ଠାରେପ୍ୟାରିସଠାରେ [[ଚାର୍ଲସ୍ ବଦେଲିଅର]]ଙ୍କ ଜନ୍ମ । ମାତ୍ର ୨ମାସ ପରେ "ସାଇଣ୍ଟ-ସୁଲ୍ପିସ୍" "ରୋମାନ୍"ର【କାଥୋଲିକ ଚର୍ଚ୍ଚ】<ref>Charles Baudelaire, Richard Howard. ''Les Fleurs Du Mal''. David R. Godine Publisher, 1983, p.xxv. ISBN 0-87923-462-8, ISBN 978-0-87923-462-1.</ref>ରେ "ଚାର୍ଲସ୍"ଙ୍କ ଉପରେ ପାଣିଛିଞ୍ଚି ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରାଗଲା । [[ବାପା]] (ଫ୍ରାଙ୍କୋଇସ୍ ବଦେଲିଅର) ଜଣେ ବରିଷ୍ଠ ସିଭିଲ ଅଧିକାରୀ ଥିଲେ। [[ମା']]ଙ୍କ ନାମ ଥିଲା (କାରୋଲିନ ବଦେଲିଅର) । "କାରୋଲିନ"ଙ୍କ ଠାରୁ "ଫ୍ରାଙ୍କୋଇସ୍" ୩୪ବର୍ଷ ବଡ ଥିଲେ । ୧୮୨୭ ମସିହାରେ 'ଚାର୍ଲସ୍' ମାତ୍ର ୬ବର୍ଷର ହୋଇଥିବା ବେଳେ "ଫ୍ରାଙ୍କୋଇସ୍"ଙ୍କ ଦେହାନ୍ତ ହୋଇଥିଲା । [[ବାପା]]ଙ୍କ ଦେହାନ୍ତର ବର୍ଷକ ପରେ [[ମା']] "କାରୋଲିନ" ; "ଲ୍ୟୁଟନାଣ୍ଟ କଲୋନେଲ ଜ୍ୟାକ୍ସ ଅପିକ୍"ଙ୍କୁ ବିବାହ କରିଥିଲେ । ଏହି ବିବାହର ୨ବର୍ଷ ପରେ "ଜ୍ୟାକ୍ସ"ଙ୍କୁ ଫ୍ରାନ୍ସର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଗଲା । ଫଳତଃ ତାଙ୍କୁ ବିଭିନ୍ନ ଦେଶରେ ରହିବାକୁ ପଡ଼ିଲା । "କାରୋଲିନ" ମଧ୍ୟ ନିଜ ସ୍ବାମୀଙ୍କ ସହ ବିଭିନ୍ନ ଦେଶ ଭ୍ରମଣ କରୁଥିଲେ । କେବଳ ଫ୍ରାନ୍ସରେ ଏକାକୀ ରହିବାକୁ ପଡୁଥିଲା [[ଚାର୍ଲସ୍ ବଦେଲିଅର]]ଙ୍କୁ । ଏହା ତାଙ୍କୁ ଗଭୀର ଭାବେ ବିମର୍ଶ କରାଉଥିଲା । ସେ ନିଜ [[ମା']]ଙ୍କ ସ୍ନେହରୁ ବଞ୍ଚିତ ହେଉଥିଲେ । ତାଙ୍କ ଦୃଷ୍ଟିରେ ଏହା ତାଙ୍କ ପାଇଁ ଏକ ବିପର୍ଯ୍ୟୟ ସଦୃଶ ଥିଲା । ସେ ତାଙ୍କ [[ମା']]ଙ୍କ ପାଖକୁ ନିୟମିତ ଚିଠି ଲେଖୁଥିଲେ , ଏବଂ ସେହି ଚିଠିରେ ନିଜ [[ମା']]ଙ୍କ ପ୍ରତି ଥିବା ଆବେଗପୂର୍ଣ୍ଣ ଭଲପାଇବାକୁ <ref>Richardson 1994, p. 16</ref>ପରିପ୍ରକାଶ କରୁଥିଲେ । [[ମା']]ଙ୍କ ପାଖରୁ ମଧ୍ୟ ପତ୍ର ପାଉଥିଲେ । ହେଲେ [[ମା']]ଙ୍କ ଅଭାବକୁ ସେହି ପତ୍ର ପୂରଣ କରିପାରିନଥିଲା । ପ୍ରତେକଦିନ ନିଜ ମା"ଙ୍କଠାରୁ ମାତୃତ୍ଵ ପୂର୍ଣ୍ଣ ସ୍ନେହ ଏବଂ ଶ୍ରଦ୍ଧା ପାଇବା ପାଇଁ "ଚାର୍ଲସ୍"ଙ୍କ ମନ ଅତ୍ୟନ୍ତ ବ୍ୟାକୁଳ ହୋଇଉଠିଥିଲା ।
 
==ଶିକ୍ଷା ଓ ଲେଖାଲେଖି==
ଲିଓନ୍ ଠାରେଲିଓନ୍ଠାରେ [[ଚାର୍ଲସ୍ ବଦେଲିଅର]]ଙ୍କ ପାଠପଢ଼ା ଆରମ୍ଭ ହୋଇଥିଲା । ସେଠାରେ ସେ ଏକ ବୋଡିଂ ସ୍କୁଲର ଛାତ୍ର ଥିଲେ । ସେ ଥିଲେ ଅତିମାତ୍ରାରେ ଆତ୍ମମଗ୍ନ । ପୁଣି ଆତ୍ମୀୟଙ୍କ ସ୍ନେହର ଅଭାବ ତାଙ୍କୁ ଆତ୍ମାଭିମାନୀ କରିଦେଇଥିଲା । ସେଥିଲାଗି ସେ କାହାସହ ମିଶିପାରୁ ନଥିଲେ । ତାଙ୍କର ଜଣେ ସହପାଠୀ ତାଙ୍କ ସମ୍ପର୍କରେ କହିଥିଲେ ଯେ , "ଚାର୍ଲସ୍" ଖୁବ୍ ଭଲ ଛାତ୍ର ଥିଲେ , କିନ୍ତୁ ସେ ସବୁବେଳେ ନିଜ ଭିତରେ ବନ୍ଦୀ ହୋଇ ରହିବାକୁ ପସନ୍ଦ କରୁଥିଲେ । ଅବଶ୍ୟ ତାହାର କାରଣ କାହାକୁ ଜଣା ନଥିଲା କିମ୍ବା ସେ ମଧ୍ୟ ଆମକୁ କି ଆଉ କାହାକୁ ଭି କହୁନଥିଲେ । ପରେ ପରେ "ଚାର୍ଲସ୍" ପ୍ୟାରିସର ଏକ ସ୍କୁଲକୁ ଆସିଲେ । ସେଠାରେ ସ୍କୁଲ [[ଶିକ୍ଷା]] ଶେଷ କରିବା ପରେ ଆଇନ କଲେଜରେ ନାମ ଲେଖାଇଲେ । ଅବଶ୍ୟ ସେ ଆଇନ ଶିକ୍ଷାକୁ ନେଇ ସେତେବେସି ଆଶାବାଦୀ ନଥିଲେ । କାରଣ ସେତେବେଳେ ଗୋଟିଏ ଧାରଣ ଥିଲା ଯେ , ଯେଉଁ ମାନେ ଚାକିରି କରି ପାରନ୍ତି ନାହିଁ ସେମାନେ ବାଧ୍ୟ ହୋଇ ଲ'କଲେଜରେ ନାମଲେଖାନ୍ତି । ତେବେ "ଚାର୍ଲସ୍" ତାଙ୍କର ଏକ ଆଲେଖ୍ୟରେ ଲେଖିଥିଲେ ଯେ , ସେ କୌଣସି ଚାକିରିକୁ ନେଇ ଆଶାବାଦୀ ନ ଥିଲେ । ବାସ୍ତବରେ ତାଙ୍କର ଚାକିରି କରିବାକୁ ଇଚ୍ଛା ନଥିଲା । ସେ ଲେଖାଲେଖିକୁ ନିଜର କ୍ୟାରିଅର କରିବାକୁ ଚାହୁଁଥିଲେ । "ଚାର୍ଲସ୍"ଙ୍କ ସାବତ ବାପା ଚାହୁଁଥିଲେ ଚାର୍ଲସ୍ ଜଣେ ଆଇନଜ୍ଞ କିମ୍ବା କୂଟନୀତିଜ୍ଞା ହୁଅନ୍ତୁ । ତାଙ୍କର [[ମା']] ମଧ୍ୟ ଠିକ୍ ଏହାହିଁ ଆଶା କରୁଥିଲେ । ହେଲେ ସମସ୍ତିଙ୍କୁ ନାସ୍ତିବାଣୀ ଶୁଣାଇ ଦେଇଥିଲେ "ଚାର୍ଲସ୍"
। ଲେଖାଲେଖିକୁ ନିଜର ଏକମାତ୍ର [[କ୍ୟାରିୟର]] ଭାବେ ଗ୍ରହଣ କରିନେଇଥିଲେ ।