"ଚାନ୍ଦିପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଠାରେ +ଠାରେ )
୨୪ କ ଧାଡ଼ି:
footnotes = |
}}
'''ଚାନ୍ଦିପୁର'''({{Lang-en|Chandipur}}) ବା '''ଚାନ୍ଦିପୁର ବେଳାଭୂମି''' [[ଓଡ଼ିଶା]]ର [[ବାଲେଶ୍ଵର ଜିଲ୍ଲା]]ର ଏକ ବେଳାଭୂମି । ଏହା [[ବଙ୍ଗୋପସାଗର]] ନିକଟରେ ଓ [[ବାଲେଶ୍ଵର]] ସହର ଠାରୁ ୧୬ କି.ମି. ଦୂରରେ ଅବସ୍ଥିତ । ଏହା ଏକ ନିଆରା ବେଳାଭୂମି ଯେଉଁଠାରେ ସମୁଦ୍ର ପାଣି ବେଳାଭୂମିରୁ ୧-୪ କି.ମି. ଯାଏଁ ଘୁଞ୍ଚିଯାଏ ଓ ଜୁଆର ସମୟରେ ପୁଣି ଫେରିଥାଏ । ଏହି ପ୍ରକ୍ରିୟା ଦିନରେ ଦୁଇଥର ହୋଇଥାଏ। ଉଦାହରଣ ସ୍ଵରୂପ ଜଦି ସକାଳେ ଜୁଆର ଆସେ ତାହେଲେ ବାର ଘଂଟା ପରେ ଭଟ୍ଟା ଆସିବ। ଏହି କାରଣରୁ ଏଠାରେ ଅନେକ ଜୈବ ବିଭିନ୍ନତା ଦେଖିବାକୁ ମିଳିଥାଏ । ମିର୍ଜାପୁର ପଟ ବେଳାଭୂମିରେ [[ଅଶ୍ଵଖୁରାକୃତି କଙ୍କଡା]] ବା ନାଲି କଙ୍କଡ଼ା <!--Horseshoe crab--> ଦେଖିବାକୁ ମିଳିଥାଏ । ନିକଟରେ [[ବୁଢ଼ାବଳଙ୍ଗ ନଦୀ]]ର ମୁହାଣ ପାଖରେ ବଳରାମ ଗଡ଼ି ଠାରେଗଡ଼ିଠାରେ ଏକ ମାଛଧରା ବନ୍ଦର ଅଛି ।
 
ଚାନ୍ଦିପୁର ଠାରେଚାନ୍ଦିପୁରଠାରେ [[ଭାରତୀୟ ସେନା]]ର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ର ମଧ୍ୟ ଅଛି ।
[[ଫାଇଲ:Chandipur sea beach Baleswar.jpg‎|thumb|ଚାନ୍ଦିପୁର ବେଳାଭୂମି]]
== ଭୂଗୋଳ ==
ଚାନ୍ଦିପୁର {{coord|21.47|N|87.02|E|}} ଠାରେ ଅବସ୍ଥିତ ।<ref>[http://www.fallingrain.com/world/IN/21/Chandipur.html Falling Rain Genomics, Inc - Chandipur]</ref> ଏହାର ହାରାହାରି ଉଚ୍ଚତା {{m to ft|3|m|abbr=on}} ।
 
[[ଫାଇଲ:AAD Launch Crop.jpg|thumb|ମିସାଇଲ ପରୀକ୍ଷଣ]]
== ପଦାତିକ ସେନା ==
ଚାନ୍ଦିପୁର ବେଳାଭୂମି ଠାରେବେଳାଭୂମିଠାରେ [[ଭାରତୀୟ ପଦାତିକ ସେନା]]ର <!--[[Indian Army| Indian Army's]]--> [[ଇଣ୍ଟିଗ୍ରେଟେଡ଼ ଟେଷ୍ଟ ରେଞ୍ଜ]] (ଆଇ ଟି ଆର) <!--[[Integrated Test Range]] (ITR)--> ଅଛି । ଏଠାରୁ [[ଆକାଶ ମିସାଇଲ|ଆକାଶ]], [[ଅଗ୍ନି ମିସାଇଲ|ଅଗ୍ନି]], [[ଶୌର୍ଯ୍ୟ ମିସାଇଲ|ଶୌର୍ଯ୍ୟ]], [[ପୃଥିବୀମିସାଇଲ|ପୃଥିବୀ]] ଓ [[ବ୍ରହ୍ମୋସ ମିସାଇଲ|ବ୍ରହ୍ମୋସ]] ଆଦି ଅନେକ ପରମାଣୁ କ୍ଷମତାଧାରୀ ମିସାଇଲର ପରୀକ୍ଷଣ କରାଯାଇଛି ।<!--[[Akash missile|Akash]], [[Agni missile|Agni]], [[Shaurya missile|Shaurya]], and [[Prithvi missile|Prithvi]] [[ballistic missile]]-->
 
== ଗମନାଗମନ ==